Browsing Category
ଦେଶ ବିଦେଶ
କରୋନା ବିରୋଧରେ ସବୁଠାରୁ ସୁରକ୍ଷିତ ଟିକା ହେଉଛି ସ୍ଫୁଟନିକ୍-ଭି, ଅଧ୍ୟୟନରେ ହେଲା ଖୁଲାସା
ନୂଆଦିଲ୍ଲୀ: ଋଷିୟ କୋଭିଡ୍ ଟିକା ସ୍ଫୁଟନିକ୍-ଭି ହେଉଛି ସବୁଠାରୁ ପ୍ରଭାବଶାଳୀ ତଥା ସୁରକ୍ଷିତ ଟିକା । ବ୍ୟୁନସ୍ ଆୟର୍ସର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ହୋଇଥିବା ଏକ ଅଧ୍ୟୟନକୁ ଆଧାର କରି ଏହା ଦାବି କରିଛି ।…
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହେବ କୋଭିଡ୍ କେୟାର ସେଣ୍ଟର, ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ପ୍ରାୟ ୧୦ ବର୍ଷର ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହେବ କୋଭିଡ୍ କେୟାର ସେଣ୍ଟର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଏହି ଘୋଷଣା କରିଛନ୍ତି । କରୋନାର ତୃତୀୟ ଲହର ନିମନ୍ତେ…
ଦେଶରେ କମୁଛି କରୋନା ସଂକ୍ରମଣ: ଆଜି ୧୩୨୯ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
IAS ଅଧିକାରୀ ସ୍ତରରେ ଅଦଳବଦଳ
ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ହିମାଚଳ ପ୍ରଦେଶ ସରକାର ୪୩ ଜଣ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ ୩ ଜଣ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୧୫ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୧୫ ହଜାର ୫୫୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୭ ଲକ୍ଷ ୫୦…
୨୭ଶହ ଟଙ୍କାର ବିଲ୍ ରେ ୧୧ ଲକ୍ଷ ଟିପ୍ସ: ପଢ଼ନ୍ତୁ ପୂରା ଖବର
ଲଣ୍ଡନ(ଓଡିଶା ଭାସ୍କର): ସାଧାରଣତଃ ଖାଇବା ପରେ ଲୋକେ ରେଷ୍ଟୁଣାଣ୍ଟରେ ଟିପ୍ସ ଦେଇଥାନ୍ତି । ତେବେ ନିୟୁ ହାମ୍ପଶାୟାରରେ ଜଣେ ବ୍ୟକ୍ତି ଦେଇଥିବା ଟିପ୍ସ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଖାଇବା ନେଇ ୩୭ ଡଲାରର ବିଲ୍…
ଜମ୍ମୁ କଶ୍ମୀର ବିକାଶ ପାଇଁ ପ୍ରୟାସ ଜାରି ରହିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପ୍ରସଙ୍ଗରେ ଅଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦଳର ରାଜନୈତିକ ଦଳର ନେତାମାନଙ୍କ ସହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଡକାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ…
୪ ଲଦାଖ ଛାତ୍ର ଅଟକ; ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲାରେ ଧରିଲା ପୋଲିସ୍
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ମାମଲାରେ ୪ ଜଣ ଲଦାଖ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଛି । କାର୍ଗିଲରୁ ୪ ଜଣ ଯୁବକଙ୍କୁ ଗୁରୁବାର ଦିନ ପଚରାଉଚୁରା ପାଇଁ ଦିଲ୍ଲୀ…
ନରମିଲେ ଆନ୍ଧ୍ର ସରକାର: ଦ୍ୱାଦଶ ପରୀକ୍ଷା ବାତିଲ
ନୂଆଦିଲ୍ଲୀ(ଓଡିଶା ଭାସ୍କର): ସୁପ୍ରିମକୋର୍ଟଙ୍କ ତାଗିଦା ପରେ ଆନ୍ଧ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଛନ୍ତି । ଶୁକ୍ରବାର ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି…
ଓଡ଼ିଆ ଯୁବକଙ୍କ ‘କୋଟପାଡ଼ ୱିଭିଂ’ ଡକ୍ୟୁମେଣ୍ଟାରି MX Playରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିବା ଓଡିଆ ଫିଲ୍ମ ନିର୍ମାତା ବିଶ୍ୱନାଥ ରଥଙ୍କ ପ୍ରାମାଣିକ ଚଳଚିତ୍ର(ଡକ୍ୟୁମେଣ୍ଟାରୀ) କୋଟପାଡ ୱିଭିଙ୍ଗ-ଦ ଷ୍ଟୋରୀ ଅଫ୍ ଏ ରେସ୍ ଏଗେନଷ୍ଟ ଟାଇମ୍ ଏମ୍ଏକ୍ସ…