Browsing Category

ଦେଶ ବିଦେଶ

ପରସ୍ପର ମଧ୍ୟରେ ଗୁଳିମାଡ: ୨ ଯବାନ ସହିଦ, ୨ ଗୁରୁତର

ଝାଡଖଣ୍ଡ,୧୦ ।୧୨: ଝାଡଖଣ୍ଡର ବୋକାରୋରେ ଥିବା କ୍ୟାମ୍ପରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିମାଡ ହୋଇଛି । କନେଷ୍ଟବଳଙ୍କ ଗୁଳିମାଡରେ ସହକାରୀ କମାଣ୍ଡାଣ୍ଡ ଓ ଏଏସଆଇ ମୃତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଜଣେ…

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ

ନୂଆଦିଲ୍ଲୀ,୧୦ ।୧୨: ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଏଣିକି ପଡୋଶୀ ଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ମିଳିବ । ହିନ୍ଦୁ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ…

ଦିଲ୍ଲୀ ଅଗ୍ନିକାଣ୍ଡ, ୨ଅଭିଯୁକ୍ତଙ୍କୁ ରିମାଣ୍ଡରରେ ନେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୯ା୧୨: ଗତକାଲି ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ କୋଠାର ମାଲିକ ମହମ୍ମଦ ରେହାନ ଓ ତାଙ୍କ ମ୍ୟାନେଜର ଫୁରକାନ ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ସହ ଆଇପିସି…

କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ସିଦ୍ଧରମୈୟା

କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଆଜି ଫଳାଫଳ ଆସିଛି । ଏଥିରେ ବିଜେପି ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟ ଲାଭ କରିଛି । ଦଳର…

ନାଗରିକତା ସଂଶୋଧନ ବିଲ୍ ସପକ୍ଷରେ ପଡ଼ିଲା ୨୯୩ ଭୋଟ୍

ନୂଆଦିଲ୍ଲୀ, ୯ା୧୨: ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଆଗତ କରିଥିଲେ । ନାଗରିକତା ସଂଶୋଧନ ବିଲ ଉପସ୍ଥାପନ ହେବା ନେଇ ସଂସଦରେ ଭୋଟିଂ ହୋଇଥିଲା । …

ଆସନ୍ତା ୧୫ରେ ଦେଶରେ ପହଞ୍ଚିବ ବିଦେଶୀ ପିଆଜ

ନୂଆଦିଲ୍ଲୀ,୯ା୧୨: ରାଜ୍ୟ ହେଉ କିମ୍ବା ଦେଶ ସବୁଠି ପିଆଜ ଦର ଆକାଶ ଛୁଆଁ ହେବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିରେ ପିଆଜ କାଟିଲେ ନୁହେଁ ବରଂ ବଜାରରୁ ପିଆଜ କିଣିବା ବେଳେ ଆଖିରୁ ଲୁହ ବୋହୁଛି । ଏହାରି ମଧ୍ୟରେ…

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ: ଅମିତ-ଅଧୀରଙ୍କ ମଧ୍ୟରେ ଯୁକ୍ତତର୍କ, ସମର୍ଥନ କରିପାରେ ବିଜେଡି

ନୂଆଦିଲ୍ଲୀ,୯ ।୧୨: ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଆଗତ କରିଛନ୍ତି । ବିଲକୁ ବିରୋଧ କରି ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ଗୃହରେ ଅମିତ ଶାହା…

କର୍ଣ୍ଣାଟକରେ ବାଜି ମାରିଲା ବିଜେପି, ୟେଦିୟୁରପ୍ପା ଆଶ୍ୱସ୍ତ

କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକରେ ବାଜି ମାରିଲା ବିଜେପି । ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ହୋଇଥିବା ବେଳେ ବିଜେପି ଜିତିବା ସ୍ପଷ୍ଟ ହୋଇଛି । ୟେଲ୍ଲାପୁର ଆସନରେ ବିଜେପି ପ୍ରାର୍ଥୀ ଶିବରାମ ହେଦ୍ଦର ବିଜୟୀ…

ଫାଶୀରେ ଝୁଲିବେ ‘ନିର୍ଭୟା’ ସଇତାନ ! ଖୋଜା ଚାଲିଛି ଜହ୍ଲାଦ

ନୂଆଦିଲ୍ଲୀ,୯ ।୧୨: ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ନ୍ୟାୟ ପାଇପାରନ୍ତି ‘ନିର୍ଭୟା’ । ଖୁବଶୀଘ୍ର ଫାଶୀ ପାଇପାରନ୍ତି ‘ନିର୍ଭୟା’ ଗଣଦୁଷ୍କର୍ମର ୪ ସଇତାନ । ଏନେଇ ଜହ୍ଲାଦ ଖୋଜୁଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଅନ୍ୟ…

କର୍ଣ୍ଣାଟକରେ ବିଜେପି ଆଗୁଆ

କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ବିଜେପିର ୟେଦୁୟରପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୟେଲ୍ଲାପୁର ଆସନରେ ବିଜେପି ପ୍ରାର୍ଥୀ ଶିବରାମ ହେଦ୍ଦର ବିଜୟୀ…