Browsing Category
ଦେଶ ବିଦେଶ
କରୋନା ମୁକାବିଲା ପାଇଁ କମିଟି
ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସ କାରଣରୁ ସାରା ଦେଶ ୨୧ ଦିନ ପାଇଁ ଲକ୍-ଡାଉନ୍ ହୋଇଛି । କରୋନାକୁ ନେଇ ଆଜି କେନ୍ଦ୍ର ସରକାର କହିଛନ୍ତି ଯେ, କରୋନା ବିରୋଧରେ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । କରୋନା…
କରୋନା ଭାଇରସରେ ବିନାଶ ହେବ ବିଶ୍ୱର ଅର୍ଥନୀତି, କେବଳ ଭାରତ ଓ ଚୀନ ବଞ୍ଚିବ: UN
ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସ୍ ଯୋଗୁଁ ବିଶ୍ୱର ଆର୍ଥିକ ଅର୍ଥନୀତି ଦୁର୍ବଳ ହେବାକୁ ବସିଛି । ଏଥିରେ ବିଶ୍ୱ ଅର୍ଥନୀତିରେ ଅନେକ ଟ୍ରିଲିୟନ ଡଲାରର କ୍ଷତି ଘଟିବ ବୋଲି ଆକଳନ କରାଯାଇଛି । ଜାତିସଂଘର ସର୍ବଶେଷ ବାଣିଜ୍ୟ…
କରୋନା ମୁକାବିଲା, ଗଠନ କରାଯାଉ ବିଶେଷଜ୍ଞ ଟିମ୍: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୩୧ା୩: କରୋନା ମୁକାବିଲା ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ଏନେଇ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ଘଣ୍ଟା ମଧ୍ୟରେ ଏହି ବିଶେଷଜ୍ଞ କମିଟି ଗଠନ ପାଇଁ…
ଦେଶରେ କରୋନା ଆକ୍ରାନ୍ତ ୧୨୫୧, ୪୦ମୃତ
ନୂଆଦିଲ୍ଲୀ, ୩୧ା୩: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଥିବା ବେଳେ ୪୦ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାସହ…
ବଢିଲା କୃଷିଋଣ ପରିଶୋଧର ଅବଧି
ନୂଆଦିଲ୍ଲୀ,୩୦ ।୩: ସ୍ୱଳ୍ପକାଳୀନ କୃଷିଋଣ ପରିଶୋଧର ଅବଧି ମେ ୩୧ ଯାଏଁ ବୃଦ୍ଧି ପାଇଛି । ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା କାରଣରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପରିଶୋଧର ବିଳମ୍ବ…
କରୋନା ଭୟ: ୨୦ ମହିଳାଙ୍କୁ ସାଥିରେ ନେଇ ଜର୍ମାନୀ ଫେରାର ହୋଇଗଲେ ଥାଇଲ୍ୟାଣ୍ଡର ରାଜା
କରୋନା ଭାଇରସ୍ ଭୟରେ ଥାଇଲ୍ୟାଣ୍ଡର ରାଜା ମହା ଭାଜିରାଲୋଙ୍ଗକୋର୍ନ ନିଜ ଲୋକଙ୍କୁ ଛାଡି ଦକ୍ଷିଣ ଜର୍ମାନୀ ପଳାଇଛନ୍ତି । ରାଜା ଦକ୍ଷିଣ ଜର୍ମାନୀରେ ଏକ ଗ୍ରାଣ୍ଡ ହୋଟେଲ ବୁକ୍ କରିଛନ୍ତି, ଯେଉଁଠାରେ ତାଙ୍କ ସହ ୨୦ ମହିଳା…
କରୋନା ମୁକାବିଲା ପାଇଁ କେଉଁ ବ୍ୟବସାୟୀ ଦେଲେ କେତେ ସହାୟତା
କରୋନା ମୁକାବିଲା ପାଇଁ ଦେଶର ଜଣାଶୁଣା ଧନୀ ବ୍ୟକ୍ତି ଓ ସଂସ୍ଥା ଏବେ ସହାୟତାର ହାତ ବଢ଼ାଇଛନ୍ତି ।ଆସନ୍ତୁ ଦେଖିବା କିଏ ଦେଲେ କେତେ ଟଙ୍କା ।
କମ୍ପାନୀ ସହାୟତା ରାଶି ପରିମାଣ
ଟାଟା ଗ୍ରୁପ୍ ୧୦୦୦କୋଟି ଟଙ୍କା
ଟାଟା…
୨୧ଦିନର ଲକ୍-ଡାଉନ୍ ମଧ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ଅସମ୍ଭବ
ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଲଢୁଛି ସାରା ବିଶ୍ୱ । ଅନୁସନ୍ଧାନକାରୀମାନେ ଦିନ ରାତି ଲାଗି କରୋନର ମୁକାବିଲା କରିବା ପାଇଁ ସମାଧାନ ଖୋଜୁଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ବହୁ ତୀବ୍ର ମାତ୍ରାରେ ସଂକ୍ରମିତ ହେଉଛି,…
ଲକଡାଉନରେ ଅନ୍ ଲାଇନରେ ମିଳିବ ମଦ
ଲକଡାଉନ ଯୋଗୁଁ ମଦ ଦୋକାନ ବନ୍ଦ । ଚିନ୍ତାରେ ମଦୁଆ । କେଉଁଠି ବ୍ଳାକରେ ମଦ କିଣୁଛନ୍ତି ତ କେଉଁଠି ଲକଡାଉନର ସପ୍ତାହକ ପରେ ବ୍ଳାକରଙ୍କ ପାଖରେ ବି ଷ୍ଟକ ଶେଷ ।ଏଭଳି ଅବସ୍ଥାରେ ମାନସିକ ଭାରସାମ୍ୟ ହରାଉଛନ୍ତି ମଦୁଆ ।…
କରୋନା, ଦେଶରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି
ନୂଆଦିଲ୍ଲୀ, ୩୦ା୩: ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏହାସହ ୧୦୭୧ ଜଣ ପଜିଟିଭଙ୍କ ମଧ୍ୟରୁ ୧୦୦ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବିଭିନ୍ନ ହସ୍ପିଟାଲରେ ଏବେ ମଧ୍ୟ ୯୪୨ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି…