Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

କାନ୍ଦି କାନ୍ଦି ୟୁକ୍ରେନ ଛାଡ଼ିଲେ ନାବାଳକ: ସୀମାରୁ ଆସିଲା ହୃଦୟ ବିଦାରକ ଚିତ୍ର (See Video)

ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା । ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ଋଷ । ୧୩ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧରେ ଅନେକ ୟୁକ୍ରେନ ସୈନିକଙ୍କ ସହ ସାଧାରଣ ଲୋକଙ୍କର ମୃତ୍ୟୁ ହେଲାଣି । ଅନେକ…

ସେନାରେ ହୋଇପାରିନଥିଲା ସିଲେକ୍ସନ, ଏବେ ଋଷ ବିରୋଧରେ ଯୁଦ୍ଧ ଲଢ଼ୁଛନ୍ତି ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି, ଏହାରି ମଧ୍ୟରେ ଭାରତୀୟ ଛାତ୍ର ଭାରତ ନଫେରି ସେନାରେ ଯୋଗଦେଇ ଋଷ ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି…

୧୩ ଦିନର ଯୁଦ୍ଧରେ ୟୁକ୍ରେନର ୨୦୨ଟି ସ୍କୁଲ, ୩୪ଟି ହସ୍ପିଟାଲ ଧ୍ୱଂସ କରିଛି ରୁଷ- ରିପୋର୍ଟ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୧୩ ଦିନ ବିତିଯାଇଛି । ହେଲେ ଏପର୍ଯ୍ୟନ୍ତ ଏହା ଥମିବାର ନାଁ ଧରୁନାହିଁ । ଏହି ୧୩ ଦିନ ମଧ୍ୟରେ ୟୁକ୍ରେନର ବଡ଼ ବଡ଼ ସହର ଠାରୁ ଆରମ୍ଭ କରି ବିଶାଳକାୟ ବିଲ୍ଡିଂ, ଅନେକ ସରକାରୀ ଭବନ,…

ଯୁଦ୍ଧ ପରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲେ ୟୁକ୍ରେନ ରାଷ୍ଟ୍ରପତି: କହିଲେ- ‘ମୁଁ କାହାକୁ ଡରେନି କି ଲୁଚେନି’, ଦେଖନ୍ତୁ Video

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେବି ଜାରି ରହିଛି । ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଧ୍ୱଂସ ହୋଇସାରିଲାଣି । ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର…

ଯୁଦ୍ଧ ପାଇଁ ବିଶ୍ୱରେ ବଢ଼ୁଛି ଗହମର ଅଭାବ: ୟୁକ୍ରେନ ଓ ରୁଷିଆ କରିପାରୁ ନାହାନ୍ତି ରପ୍ତାନୀ, ସୁଯୋଗ ହାତଛଡ଼ା କରିବନି ଭାରତ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ଆଜି ସମଗ୍ର ବିଶ୍ୱର ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ନିକଟରେ ସୁନା, ଖାଇବା ତେଲର ଅହେତୁକ ଦର ବୃଦ୍ଧି ଘଟିଥିବା ବେଳେ ଖୁବଶୀଘ୍ର ପଟ୍ରୋଲ, ଡିଜେଲ ସହ ବିଭିନ୍ନ…

୧୩ ଦିନରେ ପହଞ୍ଚିଲା ରୁଷିଆ-ୟୁକ୍ରେନ ଲଢ଼େଇ: ଜାଣନ୍ତୁ ଆଜିର ଯୁଦ୍ଧର ୧୦ଟି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍

ନୂଆଦିଲ୍ଲୀ: ଆଜି ରୁଷିଆ ଓ ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ତେବେ ଇତିମଧ୍ୟରେ ଦୁଇଦେଶ ମଧ୍ୟରେ ତୃତୀୟ ଥର ପାଇଁ ଆଲୋଚନା ବିଫଳ ହୋଇଥିବା ବେଳେ ୟୁକ୍ରେନରେ ଲଗାତର ଭାବେ ଯୁଦ୍ଧର ତାଣ୍ଡବ ଜାରି ରହିଛି ।…

ଆଜି ପୁଣି ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା, ଜାଣନ୍ତୁ କେଉଁ କେଉଟି ବନ୍ଦ ରହିବ ଆଟାକ୍

ନୂଆଦିଲ୍ଲୀ: ଆଜି ପୁଣିଥରେ ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଗତକାଲି ୩ଟି ସହରରେ ଯେୁଦ୍ଧ ବିରତି ଘୋଷଣା କରିବା ପରେ ଆଜି ୫ଟି ସହର ଉପରେ ରୁଷ ପକ୍ଷରୁ ଆକ୍ରମଣ ବନ୍ଦ ରହିବ । ୟୁକ୍ରେନର ଖାରକିଭ୍, ସୁମି,…

ଯୁଦ୍ଧରେ ରୁଷିଆର ମେଜର ଜେନେରାଲ ମୃତ, ଦାବି କଲା ୟୁକ୍ରେନ୍

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ଇତିମଧ୍ୟରେ ଦୁଇ ଦେଶର ଅନେକ ଧନଜୀବନ ନଷ୍ଟ ହୋଇଛି । ତେବେ ଏହି ଯୁଦ୍ଧରେ ରୁଷିଆର ମେଜର ଜେନେରାଲ ଭିଟାଲି ଗେରାସିମୋଭ…

ୟୁକ୍ରେନ-ଋଷ ଯୁଦ୍ଧ ବିବାଦ : ପୁତିନ୍‌ଙ୍କ ଠାରୁ ସବୁ ପଦବୀ ହଟାଇ ନେଲା ଆଇଜେଏଫ

ବୁଦାପେଷ୍ଟ(ହଙ୍ଗେରୀ): ୟୁକ୍ରେନ ଉପରେ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁତିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ ଓ ନିନ୍ଦା କରିଛି ଅନ୍ତର୍ଜାତୀୟ ଜାଡୋ ଫେଡେରେସନ( ଆଇଜେଏଫ) । ରାଷ୍ଟ୍ରପତି ପୁତିନଙ୍କର ଏତାଦୃଶ…

ଜାଗୁଆର କୁମାରଙ୍କ ଅଜବ ଜିଦ୍ଦି: ବାଘକୁ ନନେଲେ ଭାରତ ଫେରିବିନି (Video)

ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଭାରତୀୟ । ସମସ୍ତେ ସେଠୁ ସୁରକ୍ଷିତ ଭାବରେ ଫେରିବା ପାଇଁ ଚାହୁଁଛନ୍ତି । ହେଲେ ଜଣେ ଭାରତୀୟ ଡାକ୍ତର ସେଠାରେ ଟିକିଏ ଅଜବ ପରିସ୍ଥିତିର ସାମ୍ନା କରୁଛନ୍ତି ।…