
Browsing Category
ଦେଶ
ଅଟୋ ଉପରେ ମାଡିଗଲା ହାଇୱା, ୭ ମୃତ, ୧୦ ଗୁରୁତର ଆହତ
ଜବଲପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି। ଏଥିରେ ୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ମଧ୍ୟପ୍ରଦେଶର ଜବଲପୁରଠାରେ ଘଟିଛି। ଆହତଙ୍କୁ ଜିଲ୍ଲା…
ମଙ୍ଗଳ ଓ ଚନ୍ଦ୍ର ପରେ ଏବେ ଶୁକ୍ର ଗ୍ରହ ଉପରେ ଭାରତର ନଜର; ୨୦୨୮ ସୁଦ୍ଧା ଶେଷ ହେବ ମିଶନ
ନୂଆଦିଲ୍ଲୀ: କେନ୍ଦ୍ରରେ ଏନଡିଏ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ କ୍ୟାବିନେଟର ପ୍ରଥମ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ 'ଶୁକ୍ର ଅର୍ବିଟ ମିଶନ'କୁ ଅନୁମୋଦନ କରିଛନ୍ତି…
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ; ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ
ନୂଆଦିଲ୍ଲୀ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ୩୫ ବର୍ଷ…
ଚନ୍ଦ୍ରଯାନ-୪ ଓ ଶୁକ୍ର ଅର୍ବିଟର ମିଶନକୁ କ୍ୟାବିନେଟ୍ ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମନ୍ତ୍ରୀମାନେ ଚନ୍ଦ୍ରଯାନ-୪ ଅଭିଯାନକୁ ଅନୁମୋଦନ କରିଛନ୍ତି। ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରକୁ ନେଇ ସୁରକ୍ଷିତ ଭାବେ ପୃଥିବୀକୁ…
Video; ସେଦିନ ରାତିରେ ଭରତପୁର ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କ’ଣ ହୋଇଥିଲା?
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଛନ୍ତି ବଡ଼ ବଡ଼ ପୋଲିସ କର୍ମଚାରୀ। ହେଲେ ସେଦିନ ରାତିରେ ଭରତପୁର ଥାନାରେ କ’ଣ ଘଟିଥିଲା? କ’ଣ ପାଇଁ ପୋଲିସ କର୍ମଚାରୀ…
‘ୱାନ ନେସନ- ୱାନ ଇଲେକ୍ସନ’କୁ ନେଇ ଆସିଲା ପିଏମ ମୋଦୀଙ୍କ ବଡ଼ ବିବୃତ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କୁ ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ: ଏକ ଦେଶ, ଏକ ନିର୍ବାଚନ ଉପରେ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା କରାଯାଇଥିବା ସୁପାରିଶକୁ କ୍ୟାବିନେଟ୍ ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହି ପଦକ୍ଷେପକୁ ଆଗେଇ ନେବା…
ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା, ବିପଜ୍ଜନକ ହେଉଛି କି ଏହି ଭୂତାଣୁ?
ନୂଆଦିଲ୍ଲୀ: କେରଳର ମାଲାପୁରମରେ ଏମପିଓକ୍ସ (ମଙ୍କିପକ୍ସ ଭୂତାଣୁ)ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ୟୁଏଇରୁ ଫେରିଥିଲେ। ଏଥିରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା। ଅନୁସନ୍ଧାନ ରିପୋର୍ଟରେ…
୨୦ ସେପ୍ଟେମ୍ବରରୁ ଗୁଗଲ ବନ୍ଦ କରିଦେବ ଏହି ୟୁଜର୍ସଙ୍କ Gmail, ଏପରି ବଞ୍ଚାଇ ପାରିବେ ନିଜ ଆକାଉଣ୍ଟ
ନୂଆଦିଲ୍ଲୀ: ଯେତିକି ଲୋକେ ସ୍ମାର୍ଟଫୋନ ବା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ସେମାନଙ୍କ ମଧ୍ୟରୁ ୯୯ ପ୍ରତିଶତ ଲୋକଙ୍କ ପାଖରେ ଗୁଲର ଜିମେଲ ଆଇଡି ଅଛି। ଗୁଗଲ ବେଳେ ବେଳେ ଜିମେଲ ପାଇଂ ନୂଆ ନୂଆ ନିୟମ ଲଗାଇଥାଏ। ଗୁଗଲ…
ୱାନ ନେସନ- ୱାନ ଇଲେକ୍ସନ କିପରି କରିବ କାମ; ଜାଣନ୍ତୁ ଏହାର ଫାଇଦା ଏବଂ ଅସୁବିଧା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରିଥିବା ଆଉ ଏକ ପ୍ରତିଜ୍ଞାକୁ ପୂରଣ କରିଛନ୍ତି। ମୋଦୀ କ୍ୟାବିନେଟ ୱାନ ନେସନ- ୱାନ ଇଲେକ୍ସନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏହା ଦ୍ୱାରା ଲୋକସଭା ଏବଂ…
ୱାନ ନେସନ, ୱାନ ଇଲେକ୍ସନ: ଇଣ୍ଡି ମେଣ୍ଟରେ ଫାଟ
ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନ ପ୍ରସ୍ତାବରେ ମୋଦି କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ କଂଗ୍ରେସ ଏହାକୁ ବିରୋଧ କରୁଛି । କିନ୍ତୁ ଏହାକୁ ଇଣ୍ଡି ମେଣ୍ଟର ସହଯୋଗୀ ଦଳମାନେ ସମର୍ଥନ କରିଛନ୍ତି । ଏହାକୁ ଦେଖି ମେଣ୍ଟରେ…