Browsing Category

ଦେଶ

ଲୋକସଭା ଭବନରେ ସାମ୍ବାଦିକଙ୍କୁ ମିଳିଲା ଅନୁମତି, ୧୩ ତାରିଖରେ ନିୟମ ଲାଗୁ

ଭୁବନେଶ୍ୱର: ରାଜ୍ୟରେ ବୁଧବାର ଅର୍ଥାତ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ଲୋକସଭା ଭବନକୁ ସାମ୍ବାଦିକଙ୍କୁ ଅନୁମତି ମିଳିବ । ଏହି ସୁବିଧାଟି…

(Video) ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବା ପଡିଲା ମହଙ୍ଗା, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ରାସ୍ତା ମଝିରେ କରାଗଲା ହତ୍ୟା

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ମାମଲା କର୍ଣ୍ଣାଟକରୁ ଆସିଛି । ଏଠାରେ ମଙ୍ଗଲୁରୁ ରାସ୍ତାରେ ଭାରତ ମାତାକୀ ଜୟ ସ୍ଲୋଗାନ ଦେଉଥିବା ଦୁଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ଭାବେ ଛୁରୀରେ ଆକ୍ରମଣ କରାଯାଇ ଜୀବନରୁ…

ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ; ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ତେଲୁଗୁ ଦେଶମ ପାର୍ଟି ର ସଭାପତି ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶରେ ଏନଡିଏ ମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି । ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଲୋକସଭା…

ଏୟାର ଟର୍ବୁଲେନ୍ସରେ ଆହତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କଲା ସିଙ୍ଗାପୁର ଏୟାରଲାଇନ୍ସ

ନୂଆଦିଲ୍ଲୀ: ଗତ ମାସରେ ଏୟାର ଟର୍ବୁଲେନ୍ସରେ ଆହତ ହୋଇଥିବା ଲୋକଙ୍କ ପାଇଁ କ୍ଷତିପୂରଣ ପ୍ରଦାନ କରିଛି ସିଙ୍ଗାପୁର ଏୟାରଲାଇନ୍ସ । ସିଙ୍ଗାପୁର ଏୟାରଲାଇନ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, ଯେଉଁମାନେ…

ଭୋକର ବିକଳ ଚିତ୍ର; ମାଲିକ କାମରୁ ବାହର କରି ଦେବାରୁ ଖାଇବା ବିନା ୩ଦାଦନଙ୍କ ଅବସ୍ଥା ଗୁରୁତର

ଜୟପୁର: (ଓଡ଼ିଶା ଭାସ୍କର) ପେଟର ଭୋକ ମଣିଷକୁ ନେଇଯାଏ ମୃତ୍ୟୁ ମୁଖକୁ ।  ସେମିତି ଏକ ଖବର ଆସିଛି ଛତିଶଗଡ଼ ଜଗଦଲପୁରରୁ । ଭୋକ ଉପାସରେ ପଡ଼ି ୩ ଜଣ ଦାଦନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି ।  ବଞ୍ଚିବାର ରାହା ଟିକକୁ…

ସାବଧାନ୍! ପୁଣି ହେବ କି ‘Surgical Strike’? ଭାରତର କାଉଣ୍ଟର ଆଟାକ ଭୟରେ ଥରିଲାଣି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରିଆସିରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଏବେ ପାକିସ୍ତାନରେ ଭୟର ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ଭାରତର ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି ।…

ଲଭ୍ ମ୍ୟାରେଜର ସାଇଡ୍ ଇଫେକ୍ଟ: ଦରମା ଦେବା ପରେ ବି ମାଡ଼ ମାରୁଥିଲା ପତ୍ନୀ, କାନ୍ଦି କାନ୍ଦି ଥାନାରେ ପହଞ୍ଚିଲା ସ୍ୱାମୀ

ନୂଆଦିଲ୍ଲୀ: ବହସୁମା ପୋଲିସ ଷ୍ଟେସନ ଅଞ୍ଚଳର କରିମପୁର ଗାଁର ଜଣେ ବ୍ୟକ୍ତି ସୋମବାର ତାଙ୍କ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ହେଉଛି ଯେ ପତ୍ନୀ ପ୍ରତିଦିନ କିଛି ନା କିଛି ଜିନିଷ ଆଣିବାକୁ ଦାବି…

ପୁଣିଥରେ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ଦାୟିତ୍ୱ; ଚୀନ୍-ପାକିସ୍ତାନ ସମ୍ପର୍କକୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଭାର ସମ୍ଭାଳିବେ ଏସ୍. ଜୟଶଙ୍କର। ଦାୟିତ୍ୱ ନେବା ପରେ ପାକିସ୍ତାନ ଓ ଚୀନ୍ ସହ ସମ୍ପର୍କକୁ ନେଇ ଗଣମାଧ୍ୟମ ଅଗରେ ପ୍ରତିକ୍ରିୟା ରଖିଛନ୍ତି ଏସ୍. ଜୟଶଙ୍କର…

ରିଆସି ଆକ୍ରମଣ ଘଟଣା; ଜଙ୍ଗଲକୁ ଚାରିପଟେ ଆତଙ୍କବାଦୀଙ୍କୁ ଜଗିଛି ମୃତ୍ୟୁ: ସେନା-କମାଣ୍ଡୋ ଟିମର କଡ଼ା ପ୍ରହରା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣ ବର୍ତ୍ତମାନ ଦେଶକୁ ଥରାଇ ଦେଇଛି । ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀ ଗୋଷ୍ଠୀକୁ ଖୋଜି ଉଚିତ ଶାସ୍ତି ଦେବା ପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ…

ଛତିଶଗଡ଼ ବାଲୋଦା ବଜାର-ଭାଟାପଡ଼ା ଜିଲ୍ଲାରେ ହିଂସାକାଣ୍ଡ; ଅନେକ ସରକାରୀ କାର୍ଯ୍ୟାଳୟରେ ନିଆଁ

ରାୟପୁର: ଛତିଶଗଡର ବାଲୋଦା ବଜାର-ଭାଟାପଡ଼ା ଜିଲ୍ଲାର ସତନାମୀ ସମ୍ପ୍ରଦାୟର ଜୈତଖାମରେ ଭଙ୍ଗାରୁଜା କୁ ନେଇ ଉତ୍ତ୍ୟକ୍ତ ଜନତା ସୋମବାର ଅନେକ ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଜିଲ୍ଲାପାଳ, ଏସପି,…