fbpx
Browsing Category

ଦେଶ

ଯେତେ ଥର ମାଗିଲେ ସେତେଥର ମିଳେ ମଦ ! ବିମାନରେ କେତେ ମଦ୍ୟପାନ ଦେବାକୁ ରହିଛି ଅନୁମତି, ଆଉ କଣ ରହିଛି ଏହାକୁ ନେଇ ନିୟମ

ନୂଆଦିଲ୍ଲୀ: ବିମାନ କମ୍ପାନୀ ଏୟାର ଇଣ୍ଡିଆ ବିମାନ ସମୟରେ ମଦ ସେବନ ନୀତିରେ ସଂଶୋଧନ କରିଛି। ବିମାନରେ ଯେଉଁଭଳି ଘଟଣା ଘଟୁଛି ତେଣୁ ଏହି ନୀତିରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଇଛି। ଏୟାର ଇଣ୍ଡିଆ ଅନୁଯାୟୀ,…

ଝିଅମାନେ ଏପରି ଖରାପ ପୋଷାକ ପିନ୍ଧୁଛନ୍ତି, ପୁରା ‘ଶୁର୍ପଣେଖା’ ପରି ଦେଖାଯାଉଛନ୍ତି’, ପୁଣି ବିବାଦୀୟ ବୟାନ ଦେଲେ ବିଜେପି…

ନୂଆଦିଲ୍ଲୀ: ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିୟ ପୁଣିଥରେ ତାଙ୍କ ବିବାଦିୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜୟଭର୍ଗିୟ ଏଥର ଝିଅ ମାନଙ୍କର କପଡ଼ା ଉପରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ,…

ଆଇନରେ ମାନବିକତାର ସ୍ପର୍ଶ ରହିବା ଉଚିତ, ସର୍ବଦା ସମ୍ବେଦନଶୀଳତା ସହିତ ଏହାର ବ୍ୟବହାର ଆବଶ୍ୟକ: ଡି.ୱାୟୀ ଚନ୍ଦ୍ରଚୁଦ

ନୂଆଦିଲ୍ଲୀ: ଦେଶରେ ଆଇନ କିପରି ପ୍ରୟୋଗ କରାଯିବା ଉଚିତ ସେନେଇ ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଦ ଶୁକ୍ରବାର ଦିନ ଏକ ବଡ ବିବୃତ୍ତି ଦେଇଛନ୍ତି । ସେ ସୂଚାଇ ଦେଇଛି ଯେ ସମସ୍ତ ଲୋକଙ୍କ ସ୍ୱାର୍ଥର ସେବା…

ଦୃଷ୍ଟିହୀନଙ୍କ ପାଇଁ ବରଦାନ: ଲଞ୍ଚ ହେଲା ‘ସ୍ମାର୍ଟ ଭିଜନ୍ ଗ୍ଲାସ୍’ , ଯାହା ଚାଲିବା, ପଢିବା ଏବଂ ଚେହେରା ଚିହ୍ନିବାରେ ହେବ…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ଭାରତରେ ପ୍ରାୟ ୧.୫ କୋଟି ଲୋକ ଅନ୍ଧ ଅଟନ୍ତି । ଗୋଟିଏ କାରଣ ହେତୁ ୧୩.୫ କୋଟି ଲୋକ ଆଂଶିକ ଅନ୍ଧ ଅଟନ୍ତି । ଏବେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଲୋକ…

ବଦଳୁଛି ପାଣିପାଗ: ଆଜି ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ ତୋଫାନ: ଆଲର୍ଟ ଜାରି

ନୂଆଦିଲ୍ଲୀ: ଦେଶର ପାଣିପାଗ ଲଗାତାର ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । କିଛି ସ୍ଥାନରେ ପ୍ରବଳ ବର୍ଷା ତ ଆଉ କିଛି ସ୍ଥାନରେ ତାତି ହନ୍ତସନ୍ତ କରୁଥିବା ବେଳେ କିଛିଟା ଅଞ୍ଚଳରେ ବରଫପାତ ହେଉଛି । ଏଥିମଧ୍ୟରେ…

ଗ୍ରାହକ ମାନଙ୍କ ପାଇଁ ଖୁସିଖବର: ଶସ୍ତା ହେଲା CNG-PNG ମୂଲ୍ୟ, ଚେକ କରନ୍ତୁ ନୂତନ ଦର

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମହଙ୍ଗା ସିଜିନ୍ ଚାଲିଥିବା ବେଳେ ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆଶ୍ୱସ୍ତିକରର ଖବର ସାମ୍ନାକୁ ଆସିଥିଲା । ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ…

‘ତୁମ ଜିଭ କାଟିଦେବୁ’, ରାହୁଲ ଗାନ୍ଧୀଙ୍କୁ ସଜା ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତାଙ୍କ ଧମକ

ନୂଆଦିଲ୍ଲୀ: କଂଗ୍ରେସ ପୁର୍ବତ୍ତନ ସଭାପତି ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ଯିବା ପରେ ସମଗ୍ର ଦେଶରେ ଦଳର ନେତାମାନେ ଏହାକୁ ବିରୋଧ କରୁଛନ୍ତି । ଏହି ପରିପ୍ରେକ୍ଷିରେ ତାମିଲନାଡୁର ଜଣେ କଂଗ୍ରେସ ନେତା କହିଛନ୍ତି ଯେ,…

ବଡ ଅପଡେଟ! କମ୍ ହେଲା ଗ୍ୟାସ ଦର: କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରୁ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଗ୍ୟାସ ଦରକୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ତେବେ ସରକାରଙ୍କର ଏହି ନିଷ୍ପତ୍ତି ସିଧାସଳଖ ସାଧାରଣ ଜନତାଙ୍କ ପକେଟ ଉପରେ ଦେଖିବାକୁ ମିଳିବ । ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ଗ୍ୟାସ…

Digilocker Appରେ କିପରି ଚେକ କରିବେ ୧୦ମ, ଦ୍ୱାଦଶ ମାର୍କସିଟ୍, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଏପ୍ରିଲ୍ ୫, ୨୦୨୩ ରେ ବାର୍ଷିକ ବୋର୍ଡ ପରୀକ୍ଷା ୨୦୨୩ କୁ ସଫଳତାର ସହ ସମାପ୍ତ କରିଛି। ସିବିଏସ୍ଇ କ୍ଲାସ୍ ୧୦ମ ବୋର୍ଡ ପରୀକ୍ଷା ମାର୍ଚ୍ଚ ୨୧…

ପ୍ରାଇଭେଟ ପାର୍ଟ ଦ୍ୱାର ଦେଇ ପେଟ ଭିତରକୁ ପସିଗଲା ସାପ! କଷ୍ଟ ପାଉଥିବା ବ୍ୟକ୍ତିକୁ ଦେଖି ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ

ହରଦୋଇ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହା ମେଡିକାଲ କଲେଜର ଡାକ୍ତରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସୋମବାର ରାତିରେ ମେଡିକାଲ କଲେଜର ଏମରଜେନ୍ସିରେ ପହଁଚିଥିବା…