fbpx
Browsing Category

ଦେଶ

ଆଶ୍ଚର୍ଯ୍ୟଜନକ ଅଫର ! ପ୍ରଥମେ ଖାଅ, ପରେ ଟଙ୍କା ଦିଅ ; ଘର କି କାର ନୁହେଁ.. ଆମ୍ବ

ନୂଆଦିଲ୍ଲୀ: ବଢୁଥିବା ମୁଦ୍ରାସ୍ଫୀତି କେବଳ ଆପଣଙ୍କ ଘର ଋଣ ବା କାର ଋଣ ଉପରେ ପ୍ରଭାବ ପକାଇ ନାହିଁ, ଏହାର ପ୍ରଭାବ ଆମ୍ବପ୍ରେମୀଙ୍କ ଉପରେ ମଧ୍ୟ ପଡିଛି । ମୁଦ୍ରାସ୍ଫୀତିର ପରିସ୍ଥିତି ଏପରି ଯେ ବର୍ତ୍ତମାନ କେବଳ ଘର…

ତିନି ଦିନରେ କଂଗ୍ରେସକୁ ୩ଟି ଝଟକା ! ଦଳ ଛାଡି ବିଜେପିରେ ଯୋଗ ଦେଲେ ଏହି ସବୁ କର୍ମୀ

ନୂଆଦିଲ୍ଳୀ : ତିନି ଦିନ ମଧ୍ୟରେ କ୍ରମାଗତ ଭାବରେ ଦଳକୁ ୩ଟି ଝଟକା ଲାଗିଛି । ଭାରତର ପ୍ରଥମ ଭାରତୀୟ ରାଜ୍ୟପାଳ ଜେନେରାଲ ସି ରାଜାଗୋପାଲାଚାରିଙ୍କ ନାତି ସିଆର କେସାଭାନ ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ…

କୃଷକଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ; ଖାଲି ଚାଷ ନୁହେଁ, ଶୀତଳ ଭଣ୍ଡାର କରି ଭଲ ଦୁଇ ପଇସା କମାଇ ପାରିବେ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଫସଲ ଅମଳ କରିବା ପରେ ଏହାର ସଂରକ୍ଷଣ ନିଶ୍ଚିତ ଭାବରେ ଚାଷୀଙ୍କ ପାଇଁ ଏକ ବଡ ସମସ୍ୟା ହୋଇଥାଏ । ପନିପରିବା ଏବଂ ଫଳ ଚାଷୀଙ୍କ ପାଇଁ ଏହି ସମସ୍ୟା ଆହୁରି ବଢିଥାଏ । ଉପଯୁକ୍ତ ଷ୍ଟୋରେଜ୍ ସିଷ୍ଟମର ଅଭାବ…

ପୁଣି ବେକାବୁ ହେଉଛି କରୋନା ମହାମାରୀ: ଏହି ଲକ୍ଷଣ ଥିଲେ ସତର୍କ ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୁଣିଥରେ କଡ ଲେଉଟାଇବା ଆରମ୍ଭ କରିଛି ମହାମାରୀ କରୋନା । ଦେଶରେ ପୁଣି ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୧୫୫ ନୂଆ ପଜିଟିଭ କେସ ଚିହ୍ନଟ ହୋଇଥିବା ବେଳେ ମୋଟ…

(Video)ଥରୁଟେ ଦୋଳିରେ ବସିବା ପୂର୍ବରୁ ଦେଖନ୍ତୁ ଏହି ଭିଡ଼ିଓ, କିଭଳି ୩୦ ଫୁଟ ଉଚ୍ଚତାରୁ ଛିଣ୍ଡିକି ଖସି ପଡିଲା ଆଉ ତାପରେ..

ଅଜମେର: କୌଣସି ପୂଜା କିମ୍ବା ମେଳା ଲାଗିଲା ମାନେ ଲୋକ ମାନଙ୍କ ସୁଅ ଛୁଟେ।ଆଉ ଏହି ମେଳାରେ ଲୋକ ମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଅନେକ ପ୍ରକାରର ଦୋଳି ଦେଖିବାକୁ ମିଳେ । କିନ୍ତୁ ଲୋକ ମାନେ ଏଥିରେ ବସିବା ପୂର୍ବରୁ…

ପାକିସ୍ତାନର ୩ ଆତଙ୍କବାଦୀ ଦୁବାଇ ଦେଇ ମୁମ୍ବାଇରେ ପ୍ରବେଶ କରିଛନ୍ତି! ତଦନ୍ତ ଜୋରଦାର କଲା ପୋଲିସ

ନୁଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପଶିଛନ୍ତି ୩ ପାକିସ୍ତାନୀ ଆତଙ୍କବାଦୀ । ଏଭଳି ଖବର ପାଇଁ ଆଲର୍ଟ ହୋଇଯାଇଛି ପୋଲିସ ଆଉ ଜାଗା ଜାଗାରେ ପେଟ୍ରୋଲିଂ କରୁଛି। ଶନିବାର ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ…

୨୦୩୦ କୁ ଅପେକ୍ଷା ; କର୍କଟ ଏବଂ ହୃଦରୋଗ ପାଇଁ ଆସିବ ଟିକା !

ନୂଆଦିଲ୍ଲୀ : କର୍କଟ ଏବଂ ହୃଦୟ ରୋଗୀଙ୍କ ପାଇଁ ଏକ ଖୁସି ଖବର । କର୍କଟ ଏବଂ ହୃଦରୋଗ ପାଇଁ ମଧ୍ୟ ଟିକା ବା ଭ୍ୟାକ୍‌ସିନ ଆସିବ । କରୋନା ଭଳି ମଧ୍ୟ ଏହି ରୋଗ ପାଇଁ ଟିକାକରଣ ବ୍ୟବସ୍ଥା କରାଯିବ । ଏନେଇ ଆମେରିକୀୟ…

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତି: ଏଣିକି ଦିନରାତି ୨୪ ଘଣ୍ଟା ଖୋଲା ରହିବ ଦୋକାନ ଓ ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ଏଣିକି ରାଜ୍ୟରେ ଦିନରାତି ୨୪ ଘଣ୍ଟା ଖୋଲା ରହିବ ଦୋକାନ ଓ ରେଷ୍ଟୁରାଣ୍ଟ। ଏଥିପାଇଁ ତେଲେଙ୍ଗାନା ରାଜ୍ୟ ସରକାର ଦୋକାନ ଏବଂ ପ୍ରତିଷ୍ଠା ଅଧିନିୟମ ୧୯୮୮ ରେ ସଂଶୋଧନ କରିଛନ୍ତି। ଏହି ସଂସୋଧିତ ଅଧିନିୟମ…

Video: ଉତ୍ତରପ୍ରଦେଶରେ ଜାତୀୟ ପତାକାକୁ ଅପମାନ: ତ୍ରିରଙ୍ଗାରେ ଯୁବକ ତରଭୁଜ ସଫା କରୁଥିବା ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ଅନେକ ସଚେତନ କଲା ପରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକାର ଅପମାନ କରାଯାଉଥିବା ଦେଖିବାକୁ ମିଳୁଛି । ଏପରି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏହି ଘଟଣା ଉତ୍ତରପ୍ରଦେଶ…

Video: ସୁଖୋଇ -୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱ ଦେଖିଲା ଭାରତର ନାରୀ ଶକ୍ତି

ଆସାମ: ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ 30 MKI ରେ ଉଡ଼ିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ଏହି ଉଡାଣ କରିଥିଲେ। ଖୁବ ସ୍ୱଳ୍ପ ସମୟ ପାଇଁ ଏହି ଯାତ୍ରା…