CHARIDHAM
Browsing Category

ଦେଶ

ଏହି ଦିନ ରିଲିଜ୍ ହେବ ଶାହାରୁଖ ଖାନଙ୍କ ‘କିଙ୍ଗ୍’, ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ସୁହାନା

ମୁମ୍ୱାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପାଇଁ ୨୦୨୩ ବର୍ଷ ଏକ ସ୍ୱପ୍ନ ଭଳି ଥିଲା । ଏହି ସମୟରେ ତାଙ୍କର ତିନୋଟି ସିନେମା ଗୋଟିଏ ପରେ ଗୋଟିଏ ହିଟ୍ ହୋଇଥିଲା । ପ୍ରଥମ ଦୁଇଟି ସିନେମା 'ପଠାଣ' ଓ 'ଜବାନ' ବ୍ଲକବଷ୍ଟର…

ଡାକ୍ତରଙ୍କ ଧର୍ମଘଟରେ ପ୍ରାଣ ହରାଇଥିବା ୨୯ ଜଣଙ୍କ ପରିବାରକୁ ସହାୟତା ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆରଜି ଟିକସ ପ୍ରସଙ୍ଗରେ କନିଷ୍ଠ ଡାକ୍ତରଙ୍କ ଧର୍ମଘଟ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଖରାପ ଭାବେ ପ୍ରଭାବିତ କରିଛି। ଏଥିରେ ଏପର୍ଯ୍ୟନ୍ତ ୨୯…

ଆସିବ ଟୀକା, ହଟିବ MonkeyPox… ମଙ୍କିପକ୍ସର ପ୍ରଥମ ଟୀକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ନେଇ ଆତଙ୍କ ଦେଖାଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଟୀକାକୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ…

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କନିଷ୍ଠ ଡାକ୍ତର, ଲୋଡିଲେ ହସ୍ତକ୍ଷେପ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ବିରୋଧ କରି ଜୁନିୟର ଡାକ୍ତରମାନେ ୩୫ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି।…

ମୋ ଶକ୍ତି ୧୦୦ ଗୁଣ ବଢିଯାଇଛି… ଜେଲ୍ ରୁ ବାହାରି ହୁଙ୍କାର ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ତିହାଡ଼ ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସକାଳେ ଆପ୍ ମୁଖ୍ୟଙ୍କୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏହାପରେ ବର୍ତ୍ତମାନ ସେ…

ଆରକ୍ଷଣ ବୟାନ ଉପରେ ତାତିଲେ କେନ୍ଦ୍ରମନ୍ତ୍ରୀ, ଜୋତା ମାର ଆନ୍ଦୋଳନ ପାଇଁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: ଆମେରିକାରେ ଆରକ୍ଷଣକୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଦେଶରେ ବିବାଦ ବଢିବାରେ ଲାଗିଛି । ଠିକ ଏମିତି ସମୟରେ ଏନଡିଏର ସହଯୋଗୀ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) ଆଉ ଏକ ବିବାଦୀୟ ଓ…

ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କରି ‘ଶ୍ରୀ ବିଜୟପୁରମ୍‌’ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ପୋର୍ଟବ୍ଲେୟାର ନାଁ ବଦଳି ହେଲା ‘ଶ୍ରୀ ବିଜୟପୁରମ୍‌’ । ନାଁ ପରିବର୍ତ୍ତନ ନେଇ ଏକ୍ସରେ ସୂଚନା ଦେଲେ ଗୃହମନ୍ତ୍ରୀ ଅମିତ ଶାହ । ଦେଶକୁ ଦାସତ୍ୱର…

ପୁଣି ମଣିଷ ମାଂସ ଖାଇବାକୁ ପାଗଳ ହେଲେଣି ଗଧିଆ; ସଞ୍ଜ ନଇଁଲେ ଖୋଜୁଛନ୍ତି ଶିକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚରେ ବାଘ ଆକ୍ରମଣରେ ଆଉ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଷଷ୍ଠ ମନୁଷ୍ୟଭୋଗୀ ବାଘକୁ ଖୋଜିବା ପାଇଁ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବ୍ୟାପକ ଅଭିଯାନ ଜାରି ରହିଛି। ନ୍ୟୁଜ୍…

କିଏ ଏହି ଘୋଷ୍ଟ ହ୍ୟାକର୍ସ, ଯିଏ ମରିଯାଇଥିବା ଲୋକଙ୍କ ନାମରେ କରୁଛି ଠକେଇ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସ୍କାମର୍ସ ଲୋକଙ୍କୁ ଠକିବା ପାଇଁ ନୂଆ-ନୂଆ ଉପାୟ ଆପଣଉଛି। ବେଳେ ବେଳେ ଗିଫ୍ଟ ନାମରେ , ବେଳେ ବେଳେ ଡେଲିଭରୀ ନାମରେ, ବେଳେ ବେଳେ KYC ଅପଡେଟ ନାମରେ ଲୋକଙ୍କୁ ନିଜ ଜାଲରେ ଫସାଯାଉଛି ଏବଂ ସେମାନଙ୍କ…

Video; ତ୍ୟାଗ-ପରାକାଷ୍ଠାର ଭିନ୍ନ ଏକ ଉଦାହରଣ RSS, ଭିଡିଓ ଦେଖିଲେ ଥରି ଉଠିବ ହୃଦୟ

ନୂଆଦିଲ୍ଲୀ: ସାଧାରଣତଃ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା RSSର କଥା ଯେତେବେଳେ ସାମ୍ନାକୁ ଆସେ, ସେତେବେଳେ ଅନେକ ରାଜନୈତିକ-ସାମ୍ପ୍ରତିକ ଆଲୋଚିତ ପ୍ରସଙ୍ଗ ସାମ୍ନାକୁ ଆସେ । ହେଲେ ଥରୁଟିଏ ଏହି ଦୃଶ୍ୟ ଉପରେ ନଜର…