CHARIDHAM
Browsing Category

ଦେଶ

ICC ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜୟ ଶାହ; ଖୁବଶୀଘ୍ର ହେବ ଆନୁଷ୍ଠାନିକ ଘୋଷଣା

ନୂଆଦିଲ୍ଲୀ: ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି…

Kolkata Doctor Rape-Murder Case: ASI ଅନୁପ ଦତ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ, ସିବିଆଇକୁ ଅନୁମତି ଦେଲେ କୋର୍ଟ

କୋଲକାତା: ସିବିଆଇକୁ କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ଏଏସଆଇ ଅନୂପ ଦତ୍ତଙ୍କ ପଲିଗ୍ରାଫ ଟେଷ୍ଟ କରିବାର ଅନୁମତି ମିଳିଛି। ଅନୁପ ଦତ୍ତ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପାଖ ଲୋକ, ଦୁଷ୍କର୍ମ ଏବଂ ହତ୍ୟା ପରେ ଅଭିଯୁକ୍ତ…

ପଶ୍ଚିମବଙ୍ଗ ‘ନବାନ୍ନା’ ବିକ୍ଷୋଭ: ୧୫ ପୋଲିସ ଆହତ, ୧୨୬ ଜଣ ଗିରଫ

ନୂଆଦିଲ୍ଳୀ: ମହିଳା ଟ୍ରେନିଂ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଥମିନଥିବା ବେଳେ ଏହା ମଧ୍ୟରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଆଉ ଏକ ବଡ଼ ଅଘଟଣ । ରାଜ୍ୟରେ ‘ନବାନ୍ନ’ ବିକ୍ଷୋଭରେ ବର୍ତ୍ତମାନ…

NCERT ଆଣିଲା ନୂଆ ନିୟମ! ଦ୍ୱାଦଶ ବୋର୍ଡ ରେଜଲ୍ଟରେ ଅନ୍ତର୍ଭୁକ୍ତ ହେବ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଦ୍ୱାଦଶ ବୋର୍ଡ ଫଳାଫଳରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କକୁ ଅନ୍ତର୍ଭୁକ୍ତ କରାଯିବ । ଦ୍ୱାଦଶ ବୋର୍ଡ…

ଅଭିନେତ୍ରୀ କରୀନା କପୁର HCଙ୍କ ନୋଟିସର ଦେଲେ ଜବାବ, ବହି ‘Pregnancy Bible’ ସହ ଜଡିତ ମାମଲା

ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ କରୀନା କପୁର ଖାନଙ୍କ ବହି 'Pregnancy Bible' ବିବାଦ ସହ ଜଡିତ ମାମଲାରେ ହାଇକୋର୍ଟଙ୍କ ନୋଟିସର ଜବାବ ଦେଇଛନ୍ତି। ବହି ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାର ଆବେଦନ ଉପରେ ଆପତ୍ତି…

Vivo T3 Pro 5G ଭାରତରେ ହେଲା ଲଞ୍ଚ, ଜାଣନ୍ତୁ କ୍ୟାମେରା ଠାରୁ ମୂଲ୍ୟ ପର୍ଯ୍ୟନ୍ତ ସବୁକିଛି

ନୂଆଦିଲ୍ଲୀ: ଭିଭୋ ଟି୩ ପ୍ରୋକୁ ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନର ଚର୍ଚ୍ଚା ଗତ କିଛି ଦିନରୁ ଚାଲିଆସୁଛି, ଯାହାକୁ ବର୍ତ୍ତମାନ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ୨୪ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଆସନ୍ତୁ…

ଭୁବନେଶ୍ୱରରେ ତିଆରି ହେବ କଲେରା ଟିକା; ଓରାଲ୍ ଭ୍ୟାକ୍ସିନ୍ ଲଞ୍ଚ୍ କରିବାକୁ ଘୋଷଣା କଲା ଭାରତ ବାୟୋଟେକ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆ ଓରାଲ କଲେରା ଟିକା ଲଞ୍ଚ୍ କରିବାକୁ ଘୋଷଣା କରିଛି ଭାରତ ବାୟୋଟେକ୍ ।  ହିଲକୋଲ ନାମକ ଏକ ସିଙ୍ଗଲ ଷ୍ଟ୍ରେନ୍ ଓରାଲ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବ ଭାରତ ବାୟୋଟେକ୍ଇ ଣ୍ଟରନ୍ୟାସନାଲ…

ୟୁକ୍ରେନରେ ଜେଲେନସ୍କିଙ୍କୁ ଭେଟିବାପରେ ପୁଟିନଙ୍କୁ ଫୋନ ଲଗାଇଲେ ପିଏମ ମୋଦୀ, ଜାଣନ୍ତୁ କେଉଁ ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଯେଉଁଥିରେ ଭାରତ ଏବଂ ରୁଷ ମଧ୍ୟରେ ବିଶେଷ ଏବଂ ସୁବିଧାଜନକ ରଣନୀତି ବୁଝାମଣାକୁ ବୃଦ୍ଧି…

(Video) ଅତ୍ୟଧିକ ଲୋଭରେ ଫେକ ଟ୍ରେଡିଂ ଆପରେ ଫସୁଛନ୍ତି ନିବେଶକ, ଜୀରୋଧାର ନୀତିନ କାମାଥ ଜାରି କଲେ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ବର୍ତ୍ତମାନ ଅଲଟାଇମ ହାଇରେ ବ୍ୟବସାୟ କରୁଛି, ଯେଉଁଥିରେ ରିଟେଲ ନିବେଶକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଭାରତୀୟ ବଜାର ରିଟେଲ ନିବେଶକଙ୍କ ସହାୟତାରେ ଚାଲୁଛି କାରଣ ସେଥିରେ…

FASTag ସ୍ଥାନରେ ଆସୁଛି GNSS, ଯେତିକି ଚଳାଇବେ ସେତିକି ଦେବାକୁ ପଡିବ ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ଫାଷ୍ଟାଗର ଯୁଗ । ଯଦିଓ ଏହି ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ, ତଥାପି ସରକାର ଏହାକୁ ନୂତନ ସିଷ୍ଟମ GNSS ସହିତ ବଦଳାଇବାକୁ ପ୍ରସ୍ତୁତ ହେଉଥିବା ଖବର ରହିଛି। GNSS…