
Browsing Category
ଦେଶ
ଆସାମ ଗଣଦୁଷ୍କର୍ମ ମାମଲା ; କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ପୋଖରୀକୁ ଡେଇଁ ଜୀବନ ହାରିଲା ମୁଖ୍ୟ ଅଭଯୁକ୍ତ
ଗୌହାଟି: ଆସାମର ନାଗୋଆନ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଫାଜୁଲ ଇସଲାମର ମୃତ୍ୟୁ ଘଟିଛି। ଆଜି ଭୋର ୪ଟାରେ ପୋଲିସ ଅଭିଯୁକ୍ତ ତଫାଜୁଲ ଇସଲାମକୁ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବା…
ନେପାଳ ବସ୍ ଦୁର୍ଘଟଣା: ବିମାନ ଯୋଗେ ନାସିକ୍ ନିଆଯିବ ତୀର୍ଥଯାତ୍ରୀଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ: ନେପାଳ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହାରାଷ୍ଟ୍ରର ତୀର୍ଥଯାତ୍ରୀଙ୍କ ପାର୍ଥିବ ଶରୀରକୁ ଭାରତୀୟ ବାୟୁସେନାର ଏକ ବିମାନ ଯୋଗେ ନାସିକ୍ ନିଆଯିବ । ଶୁକ୍ରବାର ଦିନ ଏକ ଭାରତୀୟ ନମ୍ବର ପ୍ଲେଟ୍ ଥିବା ଏକ…
ଆଜି ରାୟପୁରରେ ନକ୍ସଲ ମୁକାବିଲା ବୈଠକ, ଓଡ଼ିଶା ସମେତ ୭ଟି ନକ୍ସଲ ପ୍ରଭାବିତ ରାଜ୍ୟ ବୈଠକରେ ହେବେ ସାମିଲ
ରାୟପୁର: ଆଜି ଛତିଶଗଡ଼ ରାୟପୁରରେ ବସିବ ନକ୍ସଲ ମୁକାବିଲା ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଓଡ଼ିଶା ସମେତ ୭ଟି ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ । ଏହି…
୪୦ ଲକ୍ଷରେ ବିକ୍ରି ହେଲା ବିରାଟଙ୍କ ଜର୍ସି; ଧୋନି-ରୋହିତଙ୍କ ବ୍ୟାଟ୍କୁ ବି ମିଳିଲା ବମ୍ପର ବିଡ୍
ମୁମ୍ୱାଇ: ନିକଟରେ ଭାରତୀୟ କ୍ରିକେଟର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ସେଟ୍ଟୀ 'କ୍ରିକେଟ୍ ଫର୍ ଚାରିଟି' ନିଲାମ ଆୟୋଜନ କରିଥିଲେ। ଅଭାବୀ ପିଲାଙ୍କୁ ଶିକ୍ଷା ପ୍ରଦାନ ପାଇଁ କାର୍ଯ୍ୟ କରୁଥିବା ବିପଲା ସଂସ୍ଥାକୁ…
No Western Outfit… ଏଥର ଡିଗ୍ରୀ ପାଇଲେ ବି ପିନ୍ଧିବେ ଭାରତୀୟ ପୋଷାକ, ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ସଂସ୍ଥାର ଦୀକ୍ଷାନ୍ତ ସମାରୋହରେ ଏଣିକି ଚଳିବନି କଳା ଗାଉନ୍ ଏବଂ ଟୋପି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ କେନ୍ଦ୍ରୀୟ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରିଛି । ଏହି କାର୍ଯ୍ୟକ୍ରମରେ କଳା…
୩ ଦିନ ସ୍କୁଲ ଛୁଟି: ଅଗଷ୍ଟ ୨୪ରୁ ଲଗାତର ତିନି ଦିନ ପାଇଁ ବନ୍ଦ ରହିବ ସମସ୍ତ ସ୍କୁଲ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ମାସ ସରିବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଛି ଲଗାତର ୩ ଦିନିଆ ଛୁଟି । ଅଗଷ୍ଟ ୨୪ରୁ ଏହି…
ଗୋଟିଏ ଟିକେଟରେ ୫୬ ଦିନ ଭ୍ରମଣ ! ସମୟ ଏବଂ ଟଙ୍କାର ହେବ ସଞ୍ଚୟ, ଜାଣନ୍ତୁ କିପରି କରିବେ ବୁକିଂ ?
ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ଲୋକ ରେଳ ଯାତ୍ରା କରିଥାନ୍ତି । ସମୟ ସମୟରେ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ଲାଗୁ କରାଯାଇଛି । ସାଧାରଣତଃ ଜଣେ ଯାତ୍ରୀ ଗୋଟିଏ ଷ୍ଟେସନ ପାଇଁ ଗୋଟିଏ ଟିକେଟ୍ କାଟିଥାଏ ।…
CABରେ ଯିବା ବେଳେ ଲାଗିବନି ଡର… ଏକା ଥିବା ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଫିଚର୍
ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସାରା ଭାରତ ଏବେ ବିରୋଧ କରିବାରେ ଲାଗିଛି । ପୀଡ଼ିତାଙ୍କୁ ଉଚିତ୍ ନ୍ୟାୟ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ଦାବି କରୁଛନ୍ତି…
ଭାରତ-ୟୁକ୍ରେନ୍ ମଧ୍ୟରେ ସ୍ୱାକ୍ଷରିତ ହେଲା ୪ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଉପରେ ରହିଛି ବିଶ୍ୱର ନଜର
ନୂଆଦିଲ୍ଲୀ: ପୋଲାଣ୍ଡର ଦ୍ୱିଦିବସୀୟ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୟୁକ୍ରେନ ଗସ୍ତରେ ଯାଇଛନ୍ତି । ଏହା ମଧ୍ୟରେ ମୋଦୀ ସ୍ପେଶାଲ ରେଲ ଫୋର୍ସ ୱାନରେ କୀଭରେ ପହଞ୍ଚିଛନ୍ତି । ଏହାପରେ ମୋଦୀ ୟୁକ୍ରେନ…
ଜନ୍ମାଷ୍ଟମୀରେ ଲହୁଣୀର ଗୁରୁତ୍ୱ… କାହିଁକି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ଲଗି ହୁଏ ଭୋଗ? ଜାଣନ୍ତୁ କେଉଁଥିରେ ତିଆରି
ନୂଆଦିଲ୍ଲୀ : ଆଗକୁ ଆସୁଛି ଜନ୍ମାଷ୍ଟମୀ । ଏନେଇ ଲୋକେ ବିଭିନ୍ନ ପ୍ରକାର ଭୋଗ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଯେତେବେଳେ ଶ୍ରୀକୃଷ୍ଣଙ୍କ ନାମ ଆସେ ସେତେବେଳେ ଆମ ମନକୁ ପ୍ରଥମେ ଲହୁଣୀ ଏବଂ ମିଶ୍ରିର କଥା ଆସିଥାଏ ।…