Browsing Category

ଦେଶ

(video) : କଟକ ବଡ ଡାକ୍ତରଖାନାରେ ବଡ ବିବାଦ, କାର୍ଯ୍ୟବନ୍ଦ ଡାକରା ଦେଲା ହାଉସ ସର୍ଜନ ସଂଘ, ନର୍ସିଂ ଷ୍ଟାଫଙ୍କ ସହ ହୋଇଛି ଝଗଡା

କଟକ: କଟକ ବଡ ମେଡିକାଲରେ ବଡ ବିବାଦ ସାମ୍ନାକୁ ଆସିଛି । ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ଲଢେଇ ଏବେ ବଡରୂପ ନେଇଛି । ଫଳରେ ଗତକାଲି ହାଉସ ସର୍ଜନ ସଂଘ ବିବାଦକୁ ନେଇ ଧାରଣାରେ ବସିଥିଲା । କଟକ ବଡ ଡାକ୍ତରଖାନା…

NITI ଆୟୋଗର ନୂତନ ଟିମ୍ ଗଠିତ; ଅଧ୍ୟକ୍ଷ ହେବେ ପ୍ରଧାନମନ୍ତ୍ରୀ ମୋଦୀ, ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବରେ ତାଲିକାରେ ଏହି ମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ନୀତି ଆୟୋଗର ନୂତନ ଟିମ୍ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟିମର ଅଧ୍ୟକ୍ଷ ରହିଥିବା ବେଳେ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ସୁମନ ବେରୀ । ନୀତି ଆୟୋଗର…

ଓମାନ ସାମୁଦ୍ରିକ ତଟରେ ଓଲଟିଲା ତେଲ ଟ୍ୟାଙ୍କର, ୧୩ ଭାରତୀୟ ସମେତ ଚାଳକ ନିଖୋଜ

ନୂଆଦିଲ୍ଲୀ: ଓମାନ ତଟରେ ବୁଡିଯାଇଥିବା ‘କୋମାରୋସ’ ଧ୍ୱଜବାଲା ତେଲ ଟ୍ୟାଙ୍କରରେ ୧୬ ଜଣ ସଦସ୍ୟ ବିଶିଷ୍ଟ ସଦସ୍ୟ ଏବେ ନିଖୋଜ ଅଛନ୍ତି । ଦେଶରେ ସମୁଦ୍ରୀ ସୁରକ୍ଷା କେନ୍ଦ୍ରରେ ବୁଡିବାର ଗୋଟିଏ ଦିନ ପରେ ଏହି ସୂଚନା…

ସୁନାରେ ସଜେଇ ହେବେ ଶ୍ରୀଜୀଉ, ଭକ୍ତ ଦେଖିବ କୋଟିକୈବଲ୍ୟଙ୍କ ଲୀଳା, ରାଜବେଶର କ’ଣ ରହିଛି ମହତ୍ତ୍ୱ, ବର୍ଷକୁ ହୁଏ ୫ ଥର ସୁନାବେଶ

ଓଡିଶା ଭାସ୍କର: ଜଗତରନାଥ କୌଟିକୈବଲ୍ୟଙ୍କ ଆଜି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବ ଆଜି କାଳିଆଠାକୁର । ଚକାଆଖିର ଏହି ଦୁର୍ଲ୍ଲଭ ବେଶ ଦେଖି ଭକ୍ତ ଆଖିରୁ ଲୋତକ ଗଡିବ । ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ…

ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ UN General Assembly ବୈଠକ, ସଭାକୁ ସମ୍ବୋଧିତ କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା ବା ୟୁଏନଜିଏ(UN General Assembly) ବୈଠକ ଆରମ୍ଭ ହେବାକୁ ଯାଉଛି । ଏହି ବୈଠକରେ ଅନେକ ଦେଶର ମୁଖିଆ, ନୀତି ନିର୍ଧାରକ ଓ ବିଶେଷଜ୍ଞ…

ସୁପ୍ରିମକୋର୍ଟକୁ ନୂଆ ବିଚାରପତି ନିଯୁକ୍ତି: ସ୍ୱାଧୀନ ଭାରତରେ ଏହି ରାଜ୍ୟରୁ ପ୍ରଥମ ଜଜ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦୁଇ ଜଣ ନୂଆ ବିଚାରପତିଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ଜଷ୍ଟିସ କୋଟିଶ୍ୱରଏବଂ ଜଷ୍ଟିସ ଆର. ମାଧୱନ ସୁପ୍ରିମକୋର୍ଟରେ ନୂଆ ବିଚାରପତି ଭାବରେ…

ଏବେ ରାଜ୍ୟପାଳଙ୍କ ବିରୋଧରେ କିଛି ବି କହିପାରିବେ ନାହିଁ ମମତା ବାନାର୍ଜୀ, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋସଙ୍କ ସହ ଚାଲୁଥିବା ବାକ୍ ଯୁଦ୍ଧକୁ ନେଇ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ମଙ୍ଗଳବାର କୋଲକାତା ହାଇକୋର୍ଟ ମମତାଙ୍କୁ…

କୃଷକଙ୍କୁ ଋଣ ମୁକ୍ତ କଲେ ସରକାର, ୧୮ ଜୁଲାଇରେ ସମସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବେ ବୋଲି ଘୋଷଣା କରିଛନ୍ତି । ତେଲେଙ୍ଗାନା ସିଏମଓଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କକୁ ନିର୍ଦ୍ଦେଶ…

ଭଡ଼ାଟିଆଙ୍କ ପାଇଁ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ: ଘରଭଡ଼ା ନଦେଲେ ବି ହେବନି ପୋଲିସ କେସ୍!

ଓଡ଼ିଶା ଭାସ୍କର: ପାଠପଢା ହେଉ କି ଚାକିରି, ଘର ଛାଡ଼ି ବାହାରେ ରହୁଥିବା ଲୋକମାନଙ୍କୁ ଭଡ଼ାଘର ହିଁ ସାହା ଭରଷା । ବର୍ତ୍ତମାନ ସମୟରେ ଘରଭଡ଼ା ମହଙ୍ଗା ହେବା ପରେ ଏମାନଙ୍କ ଚିନ୍ତା ବଢିବାରେ ଲାଗିଛି । ଅନେକ ସମୟରେ ଘରଭଡ଼ା…

ମଣ୍ଡିରେ ୪% କମିଲା ଡାଲି ଦର, ହେଲେ ରିଟେଲ ମାର୍କେଟରେ ଗ୍ରାହକଙ୍କୁ ମିଳୁନି ଆଶ୍ୱସ୍ତି

ନୂଆଦିଲ୍ଲୀ: ମଣ୍ଡିମାନଙ୍କରେ ଚଣା, ବିରି ଏବଂ ହରଡ ଡାଲି ଦର କମିଛି, କିନ୍ତୁ ରିଟେଲ ମାର୍କେଟରେ ଉପଭୋକ୍ତାଙ୍କୁ ଏପର୍ଯ୍ୟନ୍ତ ଏହାର ଲାଭ ମିଳିନାହିଁ । ଯାହାକୁ ନେଇ ସରକାର ଚିନ୍ତିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି…