Browsing Category
ଦେଶ
(Video): ନିର୍ବାଚନୀ ପ୍ରସ୍ତୁତି; ad campaign ମାଧ୍ୟମରେ ବିରୋଧୀଙ୍କୁ ଟାର୍ଗେଟ କଲା ବିଜେପି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ଦଳବଦଳ ପ୍ରକ୍ରିୟା ମଧ୍ୟରେ ଗୋଟିଏ ପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେଉଛି ତ ଅନ୍ୟପଟେ…
Big Breaking; ଭୟଙ୍କର ନିଆଁରେ ଜଳୁଛି ଟ୍ରେନ: କାରିସାଥରେ ଏସି ବଗିରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ସକାଳୁ ସକାଳୁ ଆସିଲା ଆଉ ଏକ ବଡ଼ ଖବର । ଆରାର କାରିସାଥ ଅଞ୍ଚଳରେ ଅଚାନକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଯାଇଛି । ହଜାର ହଜାର ଯାତ୍ରୀଙ୍କୁ ନେଇ ଯାଉଥିବା ଲୋକମାନ୍ୟ ତିଲକ ସ୍ପେଶାଲ ଟ୍ରେନର ଏସି ବଗିରେ ନିଆଁ…
ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାସ୍ତାରେ ବିକ୍ଷୋଭ ଜାରି; ଆଜି ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଗିରଫ ହେବା ପରେ ରାସ୍ତାରେ ପ୍ରତିବାଦ ଆରମ୍ଭ ହୋଇଛି। ମଙ୍ଗଳବାର (ମାର୍ଚ୍ଚ ୨୬) ଦିନ ଆମ୍ ଆଦମୀ ପାର୍ଟିର କର୍ମୀମାନେ…
ରାମକୃଷ୍ଣ ମିଶନ ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦଙ୍କ ପରଲୋକ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆସିଛି ଏକ ଦୁଃଖ ଖବର । ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ମାମୀ ସ୍ମରଣାନନ୍ଦଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ବାଲ୍ଟିମୋର ବ୍ରିଜ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାହାଜରେ ଥିବା ୨୨ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ
ନୂଆଦିଲ୍ଲୀ: ବାଲ୍ଟିମୋର ବ୍ରିଜ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଣ୍ଟେସନ ଜାହାଜରେ ଯାତ୍ରା କରୁଥିବା ସମସ୍ତ ୨୨ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । ଦୁଇ ପାଇଲଟଙ୍କ ସମେତ ଚାଳକ ଦଳର ସମସ୍ତ ସଦସ୍ୟଙ୍କୁ ଠାବ…
୧୦ ମିନିଟର ଭିଡିଓ କଲ ପାଇଁ ଚାଲିଗଲା ୪୦୦ ଲୋକଙ୍କ ଚାକିରି, ଆଶ୍ଚର୍ଯ୍ୟ କରିଦେବ କମ୍ପାନୀର ନିୟମ
ନୂଆଦିଲ୍ଲୀ: ବିଶ୍ୱର ବଡ ବଡ଼ ଟେକ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ବିଶେଷକରି ୨୦୨୪ ମସିହାରେ, ଛଟେଇ ସଂଖ୍ୟା ବୃଦ୍ଧି ପାଇଛି। ଗୁଗୁଲ ପରି ଟେକ୍ କମ୍ପାନୀଗୁଡିକ ମଧ୍ୟ ଖର୍ଚ୍ଚ କାଟିବା ନାମରେ…
୨୧ ଦିନର ଅନଶନ ଶେଷ କଲେ ବିଶିଷ୍ଟ ପରିବେଶବିତ ସୋନମ ୱାଙ୍ଗଚୁକ୍: ଆଗକୁ ଲଢ଼େଇ ଜାରି ରହିବ…
ଲଦାଖ: କେବଳ ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆଜି ନିଜର ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା…
ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ…
ହୋଲିରେ ଚୀନକୁ ଲାଗିଲା ୧୦ ହଜାର କୋଟିର ଝଟକା, ଗତ ବର୍ଷ ଠାରୁ ଅବୀର ବିକ୍ରୟରେ ବଢିଲା ୫୦ ପ୍ରତିଶତ
ନୂଆଦିଲ୍ଲୀ: କାଲି ଏବଂ ଆଜି ସମଗ୍ର ଦେଶରେ ହୋଲିର ଉତ୍ସବ ପାଳନ କରାଯାଇଛି। ହୋଲିରେ ବିକ୍ରୟ ଏଥର ସମସ୍ତ ରେକର୍ଡ ଭାଙ୍ଗିବାର କାରଣ ଥିଲା। କେବଳ ଏତିକି ନୁହେଁ, ଲୋକମାନେ ଚାଇନାର ସାମଗ୍ରୀକୁ ବୈଠକ କରି ସ୍ୱଦେଶୀ…
(Video) ସୁନ୍ଦରବନ ନଦୀ ପାର କରିବା ପାଇଁ ଏପରି ଲମ୍ଫ ମାରିଲା ବାଘ, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ
ଓଡ଼ିଶା ଭାସ୍କର: ବାଘକୁ ସବୁଠାରୁ ଶକ୍ତିଶାଳୀ ପଶୁ ବୋଲି କୁହାଯାଏ । ବାଘ ଶିକାର ପାଇଁ ଲମ୍ବା ଲମ୍ବା ଲମ୍ଫ ମାରିଥାଏ । ଏଭଳି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ବାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଆଇଆରଏସ…