
Browsing Category
ଦେଶ
ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଇମରଜେନ୍ସିର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ…
ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ବିବାହିତ ମହିଳାମାନଙ୍କୁ ଦେଉନାହାନ୍ତି ଚାକିରି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ଫକ୍ସକନ ଇଣ୍ଡିଆ ନିଜ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ କାମରେ ରଖୁନାହିଁ । ଏଥିରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଦ୍ୱାରା ତାମିଲନାଡୁର ଶ୍ରମ ବିଭାଗରୁ ରିପୋର୍ଟ…
ବ୍ୟାଙ୍କରେ କାମ କରୁଥିବାବେଳେ କର୍ମଚାରୀଙ୍କୁ ଆସିଲା ହାର୍ଟ ଆଟାକ୍: ମୃତ୍ୟୁର ଲାଇଭ Video ଭାଇରାଲ
ନୂଆଦିଲ୍ଲୀ : ମହୋବାରେ ଏକ ସପ୍ତାହ ପୂର୍ବରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁର ଲାଇଭ ଭିଡିଓ ଭାଇରାଲ ହେବାରେ ଲାଗିଛି। ଚେୟାରରେ ବସି ବ୍ୟାଙ୍କ କର୍ମଚାରୀଙ୍କ ହଠାତ୍ ମୃତ୍ୟୁ ହେବାର ଏକ ଭିଡିଓ ସାମ୍ନାକୁ ଆସିଛି। 5…
ସାତ କେଜିଆ ୨ ଫୁଟ କୁଲଫି ବନେଇ କଲେ ଭାରତ ରେକର୍ଡ
ରାଜସ୍ଥାନ: ସାରା ବିଶ୍ୱରେ ମିଠା ଏବଂ ନମକିନ ପାଇଁ ବିକାନେର ବେଶ ପ୍ରସିଦ୍ଧି ଲାଭ କରିଛି । ଏହା ସ୍ୱାଦ ଏବଂ ଏଠାରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଖାଦ୍ୟ ପଦାର୍ଥ ଦେଖିବାକୁ ଯେତିକି ସୁନ୍ଦର ସ୍ୱାଦ ମଧ୍ୟ ସେମିତି…
Ayushman Bharat ଯୋଜନାକୁ ନେଇ ବଡ଼ ଘୋଷଣା: ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା ସୁବିଧା
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଲୋକସଭା ଅଧିବେଶନ । ଦେଶର ୧୮ତମ ଲୋକସଭାକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ବୋଧନ ସମୟରେ ସେ ଦେଶର ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବଡ଼ ଘୋଷଣା…
୩୦୦୦ ହଜାର ଟଙ୍କା ଶସ୍ତା ହେଲା ସୁନା ଦର, ଆହୁରି କମିବ ମୂଲ୍ୟ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆଉ କିଛି ସମୟ ରହିଯାଆନ୍ତୁ । କାରଣ ଆସନ୍ତା ଦିନରେ ସୁନା ମୂଲ୍ୟ କମିପାରେ । ବଜେଟରେ ଗୋଲ୍ଡ-ସିଲଭରରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତର ରିହାତି ଦେଖିବାକୁ…
ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ, କହିଲେ ‘୧୦ ବର୍ଷର ସୁଶାସନ ଉପରେ ମୋହର’
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ ନବନିର୍ବାଚିତ ସାଂସଦଙ୍କୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲୋକସଭାକୁ ସମ୍ବୋନ୍ଧିତ କରି କହିଛନ୍ତି ଯେ, ଲୋକସଭା…
ଏଣିକି ନମ୍ବର ସହ ଦେଖାଯିବ କଲ୍ କରୁଥୁବା ବ୍ୟକ୍ତିଙ୍କ ନାମ, ଖୁବଶୀଘ୍ର ଆରମ୍ଭ ହେବ ଫ୍ରୀ କଲର ଆଇଡି ଡିସପ୍ଲେ ସର୍ଭିସ
ନୂଆଦିଲ୍ଲୀ: ଏଣିକି ଅଜଣା ନମ୍ବରରୁ ଆସୁଥିବା କଲରେ, କଲ୍ କରୁଥିବା ବ୍ୟକ୍ତିର ନାମ ମଧ୍ୟ ଆସିବ । ଟେଲିକମ କମ୍ପାନୀଗୁଡିକ ମୁମ୍ବାଇ ଏବଂ ହରିୟାଣା ସର୍କଲରେ କଲର ଆଇଡି ପ୍ରେଜେଣ୍ଟେସନର ଟ୍ରାୟଲ କରିଛନ୍ତି, ଯାହା ସଫଳ…
High Wayରେ କାହିଁକି ଥାଏ ସବୁଜ ରଙ୍ଗର ସାଇନ୍ ବୋର୍ଡ? ଅନେକ ଲୋକଙ୍କୁ ଜଣା ନଥିବ ଉତ୍ତର…
ଓଡ଼ିଶା ଭାସ୍କର: ନେସନାଲ ହାଇୱେ’ରେ ଯିବା ବାଟରେ ଅନେକ ସମୟରେ ଆପଣ େଅନକ ନୂଆ ଜିନିଷ ଲକ୍ଷ୍ୟ କରିଥିବେ । ରାସ୍ତାର କଡ଼ରେ କିମ୍ବା ଉପରେ ଲାଗିଥିବା ସାଇନ୍ ବୋର୍ଡକୁ କେବେ ଲକ୍ଷ୍ୟ କରିଛନ୍ତି କି? ତେବେ ଆପଣ ଦେଖିଥିବେ…
ଜୁଲାଇ ୧ ତାରିଖରୁ ବଦଳିବ ଏହିସବୁ ନିୟମ: LPG ଗ୍ୟାସ, କ୍ରେଡିଟ କାର୍ଡ ସହ ବ୍ୟାଙ୍କ ଖାତାରେ ବି ବଡ଼ ପରିବର୍ତ୍ତନ!
ନୂଆଦିଲ୍ଲୀ: ଜୁନ୍ ମାସ ସରିବାକୁ ଯାଉଛି, ଆଉ ୩ ଦିନ ପରେ ଆରମ୍ଭ ହେବ ବର୍ଷର ସପ୍ତମ ମାସ ଜୁଲାଇ । ତେବେ ନୂଆ ମାସ ସାଙ୍ଗକୁ ଅନେକ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ ପରିବର୍ତ୍ତନ ନେଇ ଆସିବ…