
Browsing Category
ଦେଶ
Delhi Water Crisis: ଦିଲ୍ଲୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଞ୍ଜୟ ସିଂଙ୍କ ଦାବି ‘ବଞ୍ଚିବା ପାଇଁ ପାଣି ଦିଏ’
ଓଡିଶା ଭାସ୍କର: ଦେଶର ରାଜଧାନୀ ଏବେ ପାଣି ସଂକଟ ଦେଇ ଗତି କରୁଛି । ଜଳ ସଂକଟ ନେଇ ରାଜନୈତିକ ଉଷ୍ମତା ମଧ୍ୟ ବଢି ଚାଲିଛି । ବିଜେପି ଓ ଆମ୍ ଆଦମି ପାର୍ଟି ଏହି ଜଳ ସଂକଟ ପାଇଁ ଉଭୟେ ଉଭୟଙ୍କୁ ଦାୟୀ କହୁଛନ୍ତି ।…
ଅଯୋଧ୍ୟା ରାମ ମନ୍ଦିର ଛାତରୁ କାହିଁକି ପଡୁଛି ପାଣି ? ସାମ୍ନାକୁ ଆସିଲା କାରଣ, ମାସକ ମଧ୍ୟରେ ହେବ ସମାଧାନ
ନୂଆଦିଲ୍ଲୀ: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ହେବାର ଅନେକ ଦିନ ହୋଇଗଲାଣି । ଏହା ଭିତରେ ଦେଖିବାକୁ ମିଳିଛି ଏକ ବଡ ସମସ୍ୟା । ମୌସୁମୀର ପ୍ରଥମ ବର୍ଷାରେ ମନ୍ଦିରର ଛାତରୁ ପାଣି ଲିକେଜ୍…
୨୫ ଜୁନ୍, ୧୯୭୫… ଭାରତୀୟ ଲୋକତନ୍ତ୍ରର କଳା ଦିବସ: ପ୍ରଧାନମନ୍ତ୍ରୀଙ୍କ National Emegency ଘୋଷଣା
ଓଡ଼ିଶା ଭାସ୍କର: ଭାରତୀୟ ଲୋକତନ୍ତ୍ର ଇତିହାସରେ ୧୯୭୫ ମସିହା ଜୁନ୍ ୨୫ ତାରିଖକୁ ଏକ କଳା ଦିବସ ବୋଲି କୁହାଯାଇଛି । ଏହିଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ‘National Emegency(ଜରୁରୀକାଳୀନ…
କୋଟାରେ କଂଗ୍ରେସର ବିକ୍ଷୋଭ, ପିସିସି ମୁଖ୍ୟ ଗୋବିନ୍ଦ ଡୋଟାସରା, ଟିକାରାମ ଜୁଲି ଭଳି ବିଧାୟକଙ୍କ ନାମରେ ମାମଲା
ରାଜସ୍ଥାନ: ରାଜସ୍ଥାନସ୍ଥିତ କୋଟାରେ ହୋଇଥିବା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ମାମଲାରେ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ନେତା ପ୍ରତିପକ୍ଷ ଟିକାରାମ ଜୁଲିଙ୍କ…
ଶସ୍ତାରେ ମିଳୁଛି ସାମସଙ୍ଗର ବ୍ରାଣ୍ଡେଡ୍ ମୋବାଇଲ, ଜାଣନ୍ତୁ ଏହା କେଉଁଠି ……..
ଭୁବନେଶ୍ୱର: ଆମାଜନ ଆଣିଲା ବମ୍ପର ଅଫର ସାମସଙ୍ଗ ମୋବାଇଲ କିଣିଲେ ପାଇବେ ବିଶେଷ ରିହାତି । ଏବେ ଆମାଜନ ୱେବ ସାଇଟରେ ଗ୍ରାହକ ମାନଙ୍କ ପାଇଁ ଭଲ ରିହାତିରେ ସାମସଙ୍ଗର ବ୍ରାଣ୍ଡେଡ ମୋବାଇଲ ଆଣିପାରିବେ । ପୁରୁଣା ମୋବାଇଲର…
EVM ପାଇଁ କେତେ ଜରୁରୀ ଅଟେ BURNT MEMORY କେତେ ସମୟ ସୁରକ୍ଷିତ ରହିପାରିବ ଡାଟା
ଓଡିଶା ଭାସ୍କର: ଲୋକସଭା ନିର୍ବାଚନ ସରିସାରିଛି । କିନ୍ତୁ, ଇଭିଏମ୍କୁ ନେଇ ଏବେ ବି ବିବାଦ ଲାଗି ରହିଛି । ବହୁ ନେତା ଇଭିଏମ୍କୁ ନେଇ ପ୍ରଶ୍ନ କରୁଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗକୁ ଲୋକସଭା ନିର୍ବାଚନର ୮ ଜଣ…
ଆୟୁଷ୍ମାନ କାର୍ଡଧାରୀଙ୍କୁ ଝଟକା! ଜୁଲାଇ ୧ ରୁ ଘରୋଇ ମେଡିକାଲରେ ରୋଗୀଙ୍କୁ ମିଳିବନି ଚିକିତ୍ସା
ନୂଆଦିଲ୍ଲୀ: ଆୟୁଷ୍ମାନ କାର୍ଡଧାରୀମାନେ ଜୁଲାଇ ୧ (ଡାକ୍ତର ଦିବସ) ରୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବେ ନାହିଁ । ଆୟୁଷ୍ମାନ ଯୋଜନା ଅଧୀନରେ ସରକାରଙ୍କ ଦ୍ୱାରା ଦେୟ ନଦେବାରୁ ଘରୋଇ ଡାକ୍ତରଖାନା ପରିଚାଳନା…
କର୍ଣ୍ଣାଟକରେ ଚିକେନ୍ କବାବ୍ ଏବଂ ମାଛ ତରକାରୀରେ କୃତ୍ରିମ ରଙ୍ଗର ବ୍ୟବହାରକୁ ନିଷେଧ : ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ସୋମବାର ରାଜ୍ୟରେ ଚିକେନ୍ କବାବ ଏବଂ ମାଛ ତରକାରୀରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । କୃତ୍ରିମ ରଙ୍ଗ ହେତୁ ଏହି ଆଇଟମଗୁଡିକର ଅନିୟମିତ…
ପ୍ରତି ଘଣ୍ଟାରେ ୪୫ କୋଟି ଟଙ୍କା ରୋଜଗାର କରୁଛନ୍ତି ଗୌତମ ଅଦାନୀ, ୧ ବର୍ଷରେ ଦୁଇଗୁଣା ହେଲା ସଂପତ୍ତି
ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନିଙ୍କ ପାଇଁ ଗତ ବର୍ଷ ବହୁତ ଭଲ ଥିଲା । ହିଡନବର୍ଗ ରିପୋର୍ଟର ଝଟକା ପାଇଥିବା ଅଦାନୀ ଗ୍ରୁପର କମ୍ପାନୀମାନ ଜବରଦସ୍ତ ପ୍ରଦର୍ଶନ କରିଛି । ଏହି ପରିବର୍ତ୍ତନରେ ଗୌତମ…
ବ୍ୟାଙ୍କ ଗ୍ରାହକଙ୍କ ପଇଁ ବଡ଼ ଖବର: ଆଜିଠୁ ଆସିବନି UPI Message, ଜାରି ରହିବ ଇ-ମେଲ ଆଲର୍ଟ
ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର । ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପାଇଁ ଏକ ସୁବିଧା ବନ୍ଦ କରିବାକୁ ଯାଉଛି । ଆଜିଠାରୁ HDFC ବ୍ୟାଙ୍କର UPI ମେସେଜ ସେବା ବନ୍ଦ ହେବ । ଏ…