Browsing Category

ଦେଶ

(Video)ହରିୟାଣାରେ INLD ରାଜ୍ୟ ସଭାପତି ନାଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା, ବନ୍ଧୁକଧାରୀ ମଧ୍ୟ ମୃତ

ନୂଆଦିଲ୍ଲୀ: ହରିୟାଣାର ଝାଜ୍ଜର ଜିଲ୍ଲାରେ ଭାରତୀୟ ଜାତୀୟ ଲୋକ ଦଳ (ଇନେଲୋ) ର ଆଇଏନଏଲଡି ରାଜ୍ୟ ସଭାପତି ନାଫେ ସିଂ ରାଠୀଙ୍କୁ କିଛି ଅଜଣା ଆକ୍ରମାଣୀ ଗୁଳିକରି ହତ୍ୟା କରିଛନ୍ତି । ପୂର୍ବତନ ବିଧାୟକ ରାଠୀ ଏକ…

‘ମୁଁ ଭାରତ ସରକାରଙ୍କୁ ଦିଲ୍ଲୀରୁ ବାହାର କରି…’ ଗୁଜୁରାଟରୁ ସାରା ଦେଶକୁ କ’ଣ କହିଲେ ମୋଦୀ?

ନୂଆଦିଲ୍ଲୀ: ଆଜି ଗୁଜୁରାଟର ରାଜକୋଟରେ ରାଜ୍ୟର ପ୍ରଥମ ଭାରତୀୟ ଆୟୁର୍ବଜ୍ଞାନ ସଂସ୍ଥାନ(AIIMS) ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମେଡିକାଲକୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ…

ମଙ୍ଗଳ ଗ୍ରହକୁ ହେଲିକପ୍ଟର ପଠାଇବ ଭାରତ: ଜାଣନ୍ତୁ, ଏହି ମିଶନ ବିଷୟରେ କିଛି ଖାସ୍ ତଥ୍ୟ

ବେଙ୍ଗାଲୁରୁ: ଗତବର୍ଷ ଚନ୍ଦ୍ରଯାନ-୩ ଅଭିଯାନରେ ସଫଳ ହେବା ପରେ ଭାରତକୁ ନେଇ ଏକ ବିଶାଳ ପରିକଳ୍ପନା କରିଥିଲେ ଭାରତ ସରକାର । ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା…

(Video) ଗଭୀର ସମୁଦ୍ରରେ ‘ଦ୍ୱାରକା ନଗରୀ’ର ପୂଜାର୍ଚ୍ଚନା: ପାଣି ଭିତରେ ଆରାଧନା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆରବ ସାଗରର ଗଭୀର ଜଳରାଶି ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀକୁ ପୂଜାର୍ଚ୍ଚନା କରିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୁଦ୍ର ଭିତରେ ପୂଜା କରୁଥିବାର ଫଟୋ ଏବଂ ଭିଡିଓ ସେ ନିଜ ସୋସିଆଲ…

ପୁଣି ବୀରତ୍ୱ ଦେଖାଇଲା ‘Indian Air Force’: କମ୍ ସମୟରେ ପୂର୍ବ ସୈନିକଙ୍କୁ ବାୟୁସେନା ଦେଲା ନୂଆ ଜୀବନ

ନୂଆଦିଲ୍ଲୀ: ଭାରତୀୟ ସେନାର ଅନେକ ବୀରତ୍ୱର କାହାଣୀ ଦେଖିବାକୁ ମିଳେ । ସାହସିକତାର ସହ ଦେଶସେବା କରିବା ସହିତ ଦେଶବାସୀଙ୍କୁ ବିପଦରୁ ମୁକ୍ତ କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଥାନ୍ତି ଭାରତର ସୁରକ୍ଷାବାହିନୀ ।…

‘ମୋତେ ନୋବେଲ୍ ପ୍ରାଇଜ୍ ମିଳିବା କଥା’, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପରି କହିବା ସହ ଏହାର କାରଣ ବି କହିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଯାଇଛି । ଅରବିନ୍ଦ କେଜ୍ରିୱାଲ ସବୁ ସଭାରେ ଇଣ୍ଡିଆ ମେଣ୍ଟ ଲାଗି ସାତ ଗୋଟି ସିଟ୍‌ରେ ଲୋକଙ୍କ ମତଦାନ ଲାଗି ଲୋକଙ୍କୁ…

ଉତ୍ତରପ୍ରଦେଶରେ ବିଜେପିକୁ କଡା ଟକ୍କର ଦେବ ଏସ୍‌ପି ଓ କଂଗ୍ରେସ ମେଣ୍ଟ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେଲେ ଅଖିଲେଶ

ଆଗ୍ରା: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବି ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି…

୩ ମାସ ପାଇଁ ବନ୍ଦ ରହିବ ମୋଦୀଙ୍କ ‘Maan Ki Baat’ କାର୍ଯ୍ୟକ୍ରମ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଚଳିତବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । ଏତିରେ ଖୁବ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଏହି ନିର୍ବାଚନର ପ୍ରସ୍ତୁତି ପାଇଁ ଆଜି…

୨୦୦୦ ଟଙ୍କା ନୋଟ ଫେରାଇ ନେବାରେ ବ୍ୟାଙ୍କକୁ ମିଳିଲା ଫାଇଦା, RBI ସେୟାର କଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ବଜାରରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରାଯିବା ନିଷ୍ପତ୍ତିର ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ବ୍ୟାଙ୍କ ୧୯ ମେ ୨୦୨୩ରେ ୨ ହଜାର ଟଙ୍କା ନୋଟ ପ୍ରଚଳନକୁ ବନ୍ଦ କରିଥିଲା ।…

ସମୁଦ୍ରରେ ବୁଡି ଦ୍ୱାରିକା ନଗରୀ ପର୍ଯ୍ୟନ୍ତ ପହଞ୍ଚିଲେ ମୋଦୀ, ଆରାଧନା କରି ସମସ୍ତଙ୍କ ସହ ବାଣ୍ଟିଲେ ନିଜର ଦିବ୍ୟ ଅନୁଭବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଦ୍ୱାରକାରେ ସମୁଦ୍ରରେ ଗଭୀର ପାଣିକୁ ଯାଇ ସେହି ସ୍ଥାନରେ ପ୍ରାର୍ଥନା କରିଛନ୍ତି ଯେଉଁଠି ଜଳମଗ୍ନ ଦ୍ୱାରକା ରହିଛି । ସେ କହିଛନ୍ତି ଏହି ଅନୁଭବ ମୋ ସାମ୍ନାରେ…