
Browsing Category
ଦେଶ
ବିବାହକୁ ନେଇ କଳି, ଝଗଡ଼ା ନେଲା ଉଗ୍ରରୂପ… ଛଅ ମହଲାରୁ ପ୍ରେମିକାକୁ ଠେଲି ଦେଲା ପ୍ରେମିକ
ନୂଆଦିଲ୍ଲୀ: ବୟଫ୍ରେଣ୍ଡକୁ ବିବାହ ପାଇଁ ପ୍ରେମିକା ଦେଖୁଥିଲା ସ୍ୱପ୍ନ। ପ୍ରେମିକ ଦେଉଥିଲା ପ୍ରେମିକାକୁ ଧୋକ୍କା। ଜାଣି ପାରିଲା ପ୍ରେମିକା। ବିବାହକୁ ନେଇ ଦୁହିଁଙ୍କ ଭିତରେ ଲାଗିଲା ଝଗଡ଼ା।
ଝଗଡ଼ା ଏତେ ଉଗ୍ର ରୂପ ନେଲା…
ମହାଜନର ଦାଦାଗିରି; ସୁଧ ଟଙ୍କା ନପାଇବାରୁ ପୁରା ପରିବାରକୁ ୯ ବର୍ଷ ରଖିଲା ବନ୍ଧକ
ଉତ୍ତର ପ୍ରଦେଶ: ପୂର୍ବରୁ ଟଙ୍କା ପାଇଁ ସାହୁକାର ଜିନିଷ ବନ୍ଧା ପକାଏ। ଯଦି କେହି ଟଙ୍କା ନଦେଇ ପାରନ୍ତି ସାହୁକାର ତାଙ୍କୁ ଘରେ କାମ କରାଏ। ନାନା ନିର୍ଯାତନା ଦିଏ। ଏକଥା ପୂର୍ବରୁ ବହୁତ ହେଉଥିଲା।
ସାହୁକାର…
ପ୍ରେମାନନ୍ଦ ମହାରାଜଙ୍କ ଜୀବନ ବିପଦରେ! ଖୋଲାଖୋଲି ହତ୍ୟା ଧମକ… ଯୁବକ କହିଲେ ‘ମୁଁ ତାର ବେକ କାଟି…’
ବୃନ୍ଦାବନ: ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ । ମଧ୍ୟ ପ୍ରଦେଶର ସତନା ଜିଲ୍ଲାର ଜଣେ ଯୁବକ ପ୍ରେମାନନ୍ଦ ମହାରାଜଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏହି ଯୁବକଙ୍କ ନାମ ଶତ୍ରୁଘ୍ନ…
(video viral)ଚଳନ୍ତା ବିମାନରେ ମାରପିଟ୍, ଯାତ୍ରୀ ମାରିଲେ ଚାପୁଡା, ପୋଲିସ ହାତରେ ଧରାଇଦେଲା ଇଣ୍ଡିଗୋ
ମହାରାଷ୍ଟ୍ର: ମହାରାଷ୍ଟ୍ର ମୁମ୍ବାଇରୁ କୋଲକାତା ଯାଉଥିବା ଏକ ବିମାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ଭିତରେ ଅନ୍ୟ ଜଣେ ଯାତ୍ରୀଙ୍କୁ ଚାପୁଡ଼ା ମାରୁଥିବାର ଦେଖିବାକୁ…
ଚାଷୀଙ୍କ ଖାତାକୁ ମୋଦୀ ପଠାଇଲେ ୨ ହଜାର ଟଙ୍କା, ଶୀଘ୍ର ଆକାଉଣ୍ଟ ଚେକ୍ କରନ୍ତୁ
ନୂଆଦିଲ୍ଲୀ: ଶୀଘ୍ର ଯାଇ ଆକାଉଣ୍ଟ ଚେକ୍ କରନ୍ତୁ। ଚାଷୀଙ୍କ ଖାତାକୁ ଆସି ସାରିଲାଣି ପିଏମ୍ କିଷାନ ଟଙ୍କା। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା। ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ…
Duleep Trophy 2025: ଟିମକୁ ଫେରିଲେ ଏହି ଖେଳାଳି, ଇଶାନ କିଶାନଙ୍କୁ ମିଳିଲା ଅଧିନାୟକ ପଦ
ନୂଆଦିଲ୍ଲୀ: Duleep Trophy 2025 ପାଇଁ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ବହୁତ ସମୟ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଏହି ଖେଳାଳି ପୁଣି ଥରେ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଏବେ ଟିମରେ ସ୍ଥାନ…
ନିର୍ଲ୍ଲଜ ମା’; ଅବୈଧ ସମ୍ପର୍କ କଲା ବାଇଆ, ସ୍ୱାମୀ, ଚାରି ଛୁଆଙ୍କୁ ଛାଡ଼ି ପ୍ରେମିକ ସହ ଫେରାର, ବିଷ ଖାଇଦେଲା ସ୍ୱାମୀ
ଉତ୍ତରପ୍ରଦେଶ: ସ୍ତ୍ରୀ ଚାଲିଗଲା ପ୍ରେମିକ ସାଙ୍ଗରେ ସ୍ୱାମୀ ଖାଇଦେଲା ବିଷ। ୪ ଛୁଆ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ସ୍ତ୍ରୀ ଫେରାର। ସ୍ୱାମୀ ଫୋନ କରିବାରୁ ତମେ ବିଷ ଖାଇଦିଅ କହି କାଟିଦେଲେ ଫୋନ୍। ଲୋକଲଜ୍ଜା…
ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍…ଏହି କଲେଜରେ ପିଲାଙ୍କ ନୂଆ ରୂପ, ହେଲମେଟ୍ ପିନ୍ଧି ପଢନ୍ତି ପାଠ
ଜୟପୁର: ରାଜସ୍ଥାନର ଝାଲାୱାଡ଼ରେ ସ୍କୁଲ ଦୁର୍ଘଟଣା ପରେ ମଧ୍ୟ ଚେତୁ ନାହାଁନ୍ତି ସରକାର । ସେମିତି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି ସ୍କୁଲ । ସେହିପରି ରାଜ୍ୟର କୋଟା ଜିଲ୍ଲାରେ ଅବସ୍ଥିତ ଏକ ସରକାରୀ କଲେଜର କୋଠା…
ସାଉଥ୍ ଅଭିନେତା କଳାଭବନ ନାଭାସଙ୍କ ମୃତ୍ୟୁ, ହୋଟେଲ ରୁମ୍ରୁ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ସାଉଥ ସିନେମା ଜଗତରେ ଶୋକର ଛାୟା। ମଲୟାମଲ ସିନେମାର ଜଣାଶୁଣା ଅଭିନେତା ଏବଂ ମିମିକ୍ରି କଳାକାର କଳାଭବନ ନାଭାସଙ୍କ ମୃତ୍ୟୁ ହୋଇଛି। ଅଭିନେତାଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି। ଅଚେତ ଅବସ୍ଥାରେ…
ଭାରତୀୟ ଫୁଟ୍ବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହେଲେ ଏହି ଅନ୍ତର୍ଜାତୀୟ ଖେଳାଳି
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପାଇଁ ସନ୍ଧାନ ଚାଲିଥିବା ବେଳେ ଆଜି ତାହାର ଅନ୍ତ ହୋଇଛି । ଅଖିଳ ଭାରତୀୟ ଫୁଟବଲ୍ ଫେଡେରେସନ (AIFF) ର କାର୍ଯ୍ୟନିର୍ବାହୀ କମିଟି ଖାଲିଦ ଜାମିଲଙ୍କୁ ଏହି ପଦବୀ…