Browsing Category
ଦେଶ
ଡିପଫେକରେ ଲାଗିବ ଲଗାମ: ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କରାଯିବ ଅଧିକ ଉତ୍ତରଦାୟୀ, ରାଜ୍ୟସଭାରେ କହିଲେ ଆଇଟି ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏକ ଆଇନ ଅଣାଯାଉଛି। ଯେକୌଣସି ନିନ୍ଦନୀୟ ବିଷୟବସ୍ତୁ ପାଇଁ ସୋସିଆଲ…
ନିଜ କ୍ରୋଧର କାରଣ କହିଲେ ଜୟା ବଚ୍ଚନ; ‘ମୁଁ ଯାହା ପସନ୍ଦ କରେ ନାହିଁ ସେଥିରେ ମୁଁ ରାଗିଯାଏ’
ନୂଆଦିଲ୍ଲୀ: ଜୟା ବଚ୍ଚନଙ୍କ ସମେତ ମୋଟ ୬୮ ଜଣ ସାଂସଦ ଶୁକ୍ରବାର ରାଜ୍ୟସଭାରେ ନିଜର କାର୍ଯ୍ୟକାଳ ଶେଷ କରୁଛନ୍ତି। ଏହି ଅବସରରେ ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଗୃହରେ ଭାଷଣ ଦେଇଥିଲେ। ଜୟା ବଚ୍ଚନ…
ସାଧାରଣ ନିର୍ବାଚନ ପାଇଁ ପଞ୍ଜୀକୃତ ହେଲେ ୯୭ କୋଟି ଭୋଟର, ଜାଣନ୍ତୁ ଲିଷ୍ଟରେ କେତେ ଜଣଙ୍କ ନାମ ନାହିଁ
ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନ ତୁଳନାରେ ଏଥର ରେଜିଷ୍ଟର୍ଡ ମତଦାତାମାନଙ୍କ ଲିଷ୍ଟରେ ୬ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ବର୍ଷରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ହାରାହାରି ୯୭ କୋଟି ଲୋକ ଭୋଟ ଦେବାକୁ ଯୋଗ୍ୟ…
BIG BREAKING…ଶ୍ରୀମତୀ ଭି.ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ; ଭେଟିବାକୁ ଚେନ୍ନାଇ ଅଭିମୁଖେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଶ୍ରୀମତୀ ଭି.ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ। ଭେଟିବାକୁ ଚେନ୍ନାଇ ଆପୋଲୋ ହସ୍ପିଟାଲ ଯିବେ ମୁଖ୍ୟମନ୍ତ୍ରୀ । ଭି. ସୁଜ୍ଞାନ କୁମାରୀ ଦେଓ ଓଡ଼ିଶା ତଥା ଭାରତର ଜଣେ ବରିଷ୍ଠ ରାଜନୀତିଜ୍ଞ ଥିଲେ। ସେ ୧୯୬୩…
କାଲି ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରହିବ ବିଦାୟୀ ଭାଷଣ, ରାମ ମନ୍ଦିର ସହ ଏହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଚର୍ଚ୍ଚା
ନୂଆଦିଲ୍ଲୀ: କେନ୍ଦ୍ର ସରକାର କାଲି ଉଭୟ ଗୃହରେ ରାମ ମନ୍ଦିର ଉପରେ ଚର୍ଚ୍ଚା କରିବେ । ଯେହେତୁ ସଂସଦରେ ସିଧା ରାମ ମନ୍ଦିର ଉପରେ ଚର୍ଚ୍ଚା ହୋଇପାରିବ ନାହିଁ ତେଣୁ ସରକାର ଏଥିପାଇଁ ବିଲ୍ ଆଣିବେ । ଉଭୟ ଗୃହର ବିଜେପି…
୨୦୨୪ ଲୋକସଭା ନିର୍ବାଚନରେ ହେବାକୁ ଯାଉଛି ଏକ ବିଶ୍ୱ ରେକର୍ଡ, ତେବେ କାହାକୁ ନେଇ ଏହି ରେକର୍ଡ ?
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନ ଭାରତରେ ଭୋଟର୍ସଙ୍କ ଡାଟା ଜାରି କରିଛନ୍ତି । ନିର୍ବାଚନ କମିଶନ ଅନୁସାରେ ଭାରତରେ ଏବେ ୯୬କୋଟି ୮୮ ଲକ୍ଷ ଭୋଟର୍ସଙ୍କ ନାମ ଦାଖଲ ହୋଇଛି । ଏହାର ଅର୍ଥ ୨୦୨୪ ଲୋକସଭା ନିର୍ବାଚନରେ…
ଫେବୃଆରୀ ୨୯ ପରେ ବି ଚାଲିବ Payment App: କମ୍ପାନୀ ଉପରେ ଦେଲା ବଡ଼ ଅପଡେଟ RBI
ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ରିଜର୍ଭ ବ୍ୟାଙ୍କ ପେଟିଏମ ପେମେଣ୍ଟସ ବ୍ୟାଙ୍କ ବିରୋଧରେ ବ୍ୟାନ୍ ଆଦେଶ ଜାରି କରିଛି । ଆସନ୍ତା…
Home Loanର EMI ହେବ ଶସ୍ତା, ଚଳିତ ବର୍ଷ ଏତିକି କମିବ ସୁଧହାର
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମନିଟାରୀ ପଲିସିରେ ଏଥର ବି କୌଣସି ପରିବର୍ତ୍ତନ କରାଯାଇନାହିଁ । ଫଳରେ ହୋମ୍ ଲୋନ୍, କାର୍ ଲୋନ୍ ସହିତ ବିଭିନ୍ନ ପ୍ରକାର ଲୋନ୍ କରୁଥିବା ଲୋକଙ୍କ ପାଇଁ ଆଶାର ସଞ୍ଚାର…
ଭାରତରେ Snapchat ଡାଉନ, ଫଟୋ ଅପଲୋଡ ଏବଂ ମେସେଜ ପଠାଇବାରେ ହେଉଛି ଅସୁବିଧା
ନୂଆଦିଲ୍ଲୀ: ସ୍ନାପଚାଟ୍ ଭାରତରେ ଡାଉନ ରହିଛି, ଯାହା ଦ୍ୱାରା ଉପଭୋକ୍ତାମାନେ ଫଟୋ ଅପଲୋଡ୍ କରିବାରେ ଏବଂ ସେମାନଙ୍କ ସାଙ୍ଗମାନଙ୍କ ନିକଟକୁ ବାର୍ତ୍ତା କିମ୍ବା ସ୍ନାପ୍ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
(Video) ହଲଦ୍ୱାନୀ ହିଂସା ମାମଲା: ଭୟାବହ ଦୃଶ୍ୟକୁ ଏପରି ବଖାଣିଲେ ଆହତ ମହିଳା ପୋଲିସ ଅଧିକାରୀ
ହଲଦ୍ୱାନୀ: ଗୁରୁବାର ଉତ୍ତରପ୍ରଦେଶର ହଲଦ୍ୱାନୀରେ ଏକ ବନ ବିଭାଗର ଜମି ଦଖଲ କରି ତିଆରି କରିଥିବା ବେଆଇନ ମଦ୍ରାସା ଏବଂ ମସଜିଦକୁ ଭାଙ୍ଗିବାକୁ ଯାଇଥିବା ପୋଲିସ ଏବଂ ପୌରସଂସ୍ଥା ନିଗମ ଟିମ ଉପରେ ଆକ୍ରମଣ କରାଯାଇଥିଲା।…