Browsing Category
ଦେଶ
ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ଏହି ଦିଗକୁ ଅଧିକ ଫୋକସ କରିବେ ସରକାର
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ସଂସଦରେ…
ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ମନା, ସରକାରଙ୍କୁ ନିର୍ଦ୍ଦେଶ ଦେଲେ ମାଦ୍ରାସ ହାଇକୋର୍ଟ
ନୂଆଦିଲ୍ଲୀ: ମଙ୍ଗଳବାର ମାଦ୍ରାସ ହାଇକୋର୍ଟ ତାମିଲନାଡ଼ୁ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ ତାମିଲନାଡ଼ୁ ସରକାରଙ୍କୁ Hindu Religious & Charitable…
କାହା ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଲା ED?; JMM
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚି ଫେରିବା ପରେ ତାଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ…
IND vs ENG: ‘ଭାରତର ଫିଲ୍ଡିଂ ଦୁର୍ବଳ…’ ଟିମ୍ ଇଣ୍ଡିଆର ଦୁର୍ବଳତା ବଖାଣିଲେ ଇଂଲଣ୍ଡର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ: ହାଇଦ୍ରାବାଦରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ (ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ)ରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡଠାରୁ ୨୮ ରନ୍ ରେ ପରାସ୍ତ ହୋଇଥିଲା। ଏହା ସହ ଆୟୋଜକ ଦଳ ୫ ମ୍ୟାଚ୍…
ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା APP
ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆମ୍…
ସଂସଦରେ ଦୋଷୀ ସାବ୍ୟସ୍ତ ପରେ ମଧ୍ୟ ୧୧ ଜଣ ବିରୋଧୀ ସାଂସଦଙ୍କ ନିଲମ୍ବନ ବାତିଲ, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଜ୍ୟସଭାର ବିଶେଷାଧିକାର ସମିତି ୧୧ ଜଣ ନିଲମ୍ବିତ ବିରୋଧୀ ସାଂସଦଙ୍କୁ ଗୃହର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ, କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସେମାନଙ୍କ…
ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହଙ୍କ ପତ୍ନୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଚିତ୍ରା ସିଂହଙ୍କ ମୃତ୍ୟୁ…
ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦ ମନଭେନ୍ଦ୍ର ସିଂ ଆହତ, ପତ୍ନୀଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାର ଜିଲ୍ଲାର ନାଉଗାଓଁ ପୋଲିସ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଜୟପୁର ପୂର୍ବତନ ବର୍ମର ସାଂସଦ ମନଭେନ୍ଦ୍ର ସିଂ ଜସୋଲ ଏବଂ ତାଙ୍କ ପୁଅ ଆହତ ହୋଇଥିବାବେଳେ…
Unnatural Sex ପାଇଁ ବାଧ୍ୟ କରିବାରୁ ସ୍ୱାମୀର ଗୁପ୍ତାଙ୍ଗକୁ କାମୁଡ଼ିଦେଲା ସ୍ତ୍ରୀ; ସ୍ୱାମୀ ଗୁରୁତର
ହମୀରପୁର: (ଓଡ଼ିଶା ଭାସ୍କର) ଉତ୍ତରପ୍ରଦେଶର ହମୀରପୁରରେ ଘଟିଛି ଏକ ଅଭବନୀୟ ଘଟଣା । ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ସ୍ବାମୀଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ସ୍ତ୍ରୀ । ବିବାହ ପରେ ସ୍ବାମୀ…
CRPF କ୍ୟାମ୍ପ ଉପରେ ମାଓ ହମଲା: ୩ ଯବାନ ସହିଦ, ୧୪ ଗୁରୁତର
ରାୟପୁର: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସିଆରପିଏଫ କ୍ୟାମ୍ପ ଉପରେ ବଡ଼ ମାଓ ହମଲା। ଏହି ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ସହ ଏଥିରେ ୧୪ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ତେବେ ସମସ୍ତ ଗୁରୁତରଙ୍କୁ…