
Browsing Category
ଦେଶ
ହସ୍ପିଟାଲ ଓପିଡିରେ ଲାଗିଗଲା ନିଆଁ; ୨ ମୃତ, ବହୁ ଗୁରୁତର
ଲକ୍ଷ୍ନୌ: ଏଠିକାର ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସୋମବାର ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ନିଆଁ ହସ୍ପିଟାଲର ପୁରୁଣା ଓପିଡି ଭବନରେ ଲାଗିଥିଲା । କୁହାଯାଉଛି ଏଠାରେ ଏକ…
କୋଲକାତାରେ ଆକାଶଛୁଆଁ ହେଲା ଅଣ୍ଡାଦର, ଆମ ରାଜ୍ୟରେ ବଢିବ କି ନା ଜାଣିନିଅନ୍ତୁ
କୋଲକାତା:ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅଣ୍ଡା ସମସ୍ତଙ୍କର ଅତି ପ୍ରିୟ । କିନ୍ତୁ ଏହି ଅଣ୍ଡା ଦର ଏବେ ଆକାଶ ଛୁଆଁ ହୋଇଛି । ବାତ୍ୟା ମିଚୋଙ୍ଗର ପ୍ରଭାବରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ଅଣ୍ଡା ଯୋଗାଣ…
ତାମିଲନାଡୁ; ଭୟଙ୍କର ବର୍ଷାରେ ୧ ମୃତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ଉଦ୍ଧାର କାର୍ଯ୍ୟ ଜାରି
ଚେନ୍ନାଇ: ଦକ୍ଷିଣ ତାମିଲନାଡୁର ଅନେକ ଜିଲ୍ଲାରେ ରାସ୍ତାଘାଟ, ପୋଲ ଓ ଧାନ କ୍ଷେତ ଜଳମଗ୍ନ ହେବା ସହ ଅନେକ କଲୋନୀ ମଧ୍ୟ ଜଳମଗ୍ନ ହୋଇଛି। ତୁତିକୋରିନ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
ସରକାରୀ କର୍ମଚାରୀଙ୍କୁ ମିଳିଲା ନୂଆବର୍ଷର ଉପହାର, ୪% ବଢିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ପଞ୍ଜାବ ସରକାର ଏହାର କର୍ମଚାରୀଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି । ପଞ୍ଜାବର ମାନ ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଏହା ୧ ଡିସେମ୍ବର ୨୦୨୩ରୁ ଲାଗୁ ହୋଇଯିବ । ପଞ୍ଜାବ…
BIG BREAKING: ୩୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି
ଓଡିଶା ଭାସ୍କର: ପୁଣି ଲୋକସଭାରେ ବଡ଼ ଆକ୍ସନ। ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସର ବିବାଦୀୟ ସାଂସଦ ଆଧୀର ରଂଜନ ଚୌଧୁରୀଙ୍କ ସମେତ ୩୩ ବିରୋଧୀ ସାଂସଦଙ୍କୁ…
୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ‘ଡୋନେଟ୍ ଫର୍ ଦେଶ’ ଅଭିଯାନର ଶୁଭାରମ୍ଭ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ‘ଡୋନେଟ୍ ଫର୍ ଦେଶ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦଳର ଖାତାରେ ୧, ୩୮,…
IPL ଇତିହାସର ସବୁଠାରୁ ଦାମୀ ଖେଳାଳି ହେବେ ମିଚେଲ ଷ୍ଟାର୍କ, ‘ଟମ୍ ମୁଡି’ କଲେ ଭବିଷ୍ୟବାଣୀ
ନୂଆଦିଲ୍ଲୀ: IPL ୨୦୨୪ ଅକ୍ସନ ଆରମ୍ଭ ହେବାକୁ ଖୁବ କମ୍ ସମୟ ବାକି ଅଛି। ଏହି ଅକ୍ସନ ଡିସେମ୍ବର ୧୯ରେ ଦୁବାଇରେ ଭାରତୀୟ ସମୟ ଅପରାହ୍ନ ୧ ଟାରେ ଅନୁଷ୍ଠିତ ହେବ। ଏହି ସମୟର ଅକ୍ସନ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ପେସର୍…
ଭାରତରେ ବଢୁଛି କରୋନାର ନୂଆ ଭାରିଆଣ୍ଟର ପ୍ରଭାବ, କେରଳ ପରେ ଏହି ରାଜ୍ୟରେ ଜାରି ହେଲା ଆଡଭାଇଜରୀ
ବେଙ୍ଗାଲୁର: ଦେଶରେ ପୁଣି ଥରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ମଧ୍ୟରେ ୩୩୫ ନୂଆ କେସ୍ ଦେଖିବାକୁ ମିଳିଛି । ଏହା ସହିତ ଉତ୍ତରପ୍ରଦେଶ ଓ କେରଳରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି…
ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଛୁଟି, ଜାଣନ୍ତୁ କେଉଁ ରାଜ୍ୟରେ କେବେ
ନୂଆଦିଲ୍ଲୀ: ଧୀରେ ଧୀରେ ଥଣ୍ଡା ବଢିବାରେ ଲାଗିଛି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡାରେ ଥରୁଛନ୍ତି । ସ୍କୁଲ ପିଲାଙ୍କୁ ଥଣ୍ଡା ବେଶୀ ଅସୁବିଧାରେ ପକାଇଥାଏ । କାରଣ ସେମାନଙ୍କୁ ସକାଳୁ ସକାଳୁ ଉଠି ପ୍ରସ୍ତୁତ…
ସାଂସଦଙ୍କୁ ଦରମା ବ୍ୟତୀତ କ’ଣ ସୁବିଧା ମିଳିଥାଏ ? ଜାଣନ୍ତୁ ମାସର ଦରମା କେତେ …
ଜଣେ ସାଂସଦ କେବଳ ନିଜ ଅଂଚଳରେ ବିକାଶମୂଳକ କାର୍ଯ୍ୟ କରିନଥାଏ ବରଂ ସଂସଦରେ ଆଇନ୍ ପ୍ରଣୟନ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଜନସାଧାରଣଙ୍କ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ସଂସଦରେ ସକ୍ରିୟ…