fbpx
Browsing Category

ଦେଶ

ୟୁନିଅନ୍ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା

ନୂଆଦିଲ୍ଲୀ, ୨୦ା୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଟଙ୍କା ୟୁନିଅନ ବ୍ୟାଙ୍କରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ୩ବର୍ଷିଆ ସ୍ଥାୟୀ ଜମା ଉପରେ ୫.୭୫% ସୁଧ ଦେବ ୟୁନିଅନ ବ୍ୟାଙ୍କ୍ । ଉଭୟ ଶ୍ରୀମନ୍ଦିର ଓ କର୍ପସ ପାଣ୍ଠି…

ମୁଖ୍ୟମନ୍ତ୍ରୀ ପଦରୁ କମଳନାଥଙ୍କ ଇସ୍ତଫା

ଭୋପାଲ, ୨୦ା୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ କମଳନାଥ ଇସ୍ତଫା ଦେବା ନେଇ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତିି । କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବେ । ବହୁମତ…

୪ ସଇତାନଙ୍କ ଫାଶୀକୁ ନେଇ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୦ ।୩: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆଜି ଫାଶୀ ଦିଆଯାଇଛି । ଦୀର୍ଘ ୭ ବର୍ଷର ଅପେକ୍ଷାର ଆଜି ଅନ୍ତ ଘଟିଛି । ତିହାର ଜେଲରେ ଆଜି ସକାଳ ୫.୩୦ଟାରେ…

କରୋନା ଭାଇରସ୍: ଦେଶରେ ପଞ୍ଚମ ମୃତ୍ୟୁ

ରାଜସ୍ଥାନ,୨୦ ।୩: ସାରା ବିଶ୍ୱରେ କରୋନାର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ଦେଶରେ ଏହା ପଞ୍ଚମ ମୃତ୍ୟୁ । ଜୟପୁରରେ କରୋନା…

ଫାଶୀ ପୂର୍ବରୁ ଜେଲ ଅଧିକାରୀଙ୍କୁ କଣ କହିଲେ ମୁକେଶ ଓ ବିନୟ ?

ନୂଆଦିଲ୍ଲୀ,୨୦ ।୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ୪ ସଇତାନଙ୍କୁ ଫାଶୀ ଦିଆଯାଇଛି । ଦୀର୍ଘ ୭ ବର୍ଷର ଅପେକ୍ଷାର ଆଜି ଅନ୍ତ ଘଟିଛି । ତେବେ ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଛା ପୂରଣ ହୁଏ । ମୃତ୍ୟୁ…