fbpx
Browsing Category

ଦେଶ

ହିମସ୍ଖଳନରେ ଫସି ୨ ଯବାନ ସହିଦ

ନୂଆଦିଲ୍ଲୀ,୩୦ ।୧୧: ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହିମାଚଳର ଦକ୍ଷିଣ ସିଆଚେନରେ ହିମସ୍ଖଳନ ଯୋଗୁଁ ୨ ଯବାନ ସହିଦ ହୋଇଛନ୍ତି । ଗ୍ଲେଶିୟରର ୧୮ ହଜାର ଫୁଟ ଉଚ୍ଚରେ ପାଟ୍ରୋଲିଂ କରୁଥିବା ବେଳେ ଆଜି ବରଫ ଅତଡା…

ଶକ୍ତି ପରୀକ୍ଷାରେ ଉଦ୍ଧବ ପାସ୍

ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବହୁମତର ମ୍ୟାଜିକ୍ ନମ୍ବର ୧୪୫ ପାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି ଉଦ୍ଧବ । ତେବେ ଉଦ୍ଧବ ସରକାରଙ୍କ ସପକ୍ଷରେ ମୋଟ୍…

ମହାରାଷ୍ଟ୍ର: ଉଦ୍ଧବଙ୍କ ବହୁମତ ପରୀକ୍ଷା

ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବହୁମତ ସାବ୍ୟସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଶୋକ ଚୌହାନ ବିଶ୍ୱାସ ପ୍ରସ୍ତାବ ରଖିଛନ୍ତି । ପ୍ରସ୍ତାବର ସମର୍ଥନ କରିଛି ମହାରାଷ୍ଟ୍ର…

ଝାଡ଼ଖଣ୍ଡରେ ୧୧ଟା ସୁଦ୍ଧା ୨୭.୪୧% ମତଦାନ, ବିସ୍ଫୋରଣ କରି ପୋଲ ଉଡ଼େଇଲେ ମାଓବାଦୀ

ଝାଡ଼ଖଣ୍ଡ,୩୦ା୧୧: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କରାଯାଇଛି । ସକାଳ ୭ଟାରୁ ଝାଡ଼ଖଣ୍ଡ ରାଜ୍ୟର ମାଓ ପ୍ରଭାବିତ ୬ଟି ଜିଲ୍ଲାରେ ୧୩ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ପୂର୍ବାହ୍ନ…

ନଦୀକୁ ଖସିଲା ପିକଅପ ଭ୍ୟାନ, ୭ମୃତ

ମହାରାଷ୍ଟ୍ର,୩୦ା୧୧: ମହାରାଷ୍ଟ୍ର ଧୁଲେରେ ନଦୀକୁ ଏକ ପିକଅପ ଭ୍ୟାନ ଖସିପଡ଼ିଛି । ଯେଉଁଥିରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତକଙ୍କୁ ମେଡ଼ିକାଲରେ ଭର୍ତ୍ତି…

ଆଜି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର,୩୦।୧୧: ଆଜି ବହୁମତର ବା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେ । ଅପରାହ୍ନରେ ୨ଟାରେ ବହୁମତର ସାବ୍ୟସ୍ତ କରିବେ ମେଣ୍ଟ ସରକାର । ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି…

ଝାଡ଼ଖଣ୍ଡରେ ବିଧାନସଭା ଆସନ ପାଇଁ ମତଦାନ ଜାରି

ଝାଡ଼ଖଣ୍ଡ,୩୦ା୧୧: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କରାଯାଇଛି । ସକାଳ ୭ଟାରୁ ୧୩ଟି ଆସନ ପାଇଁ ମତଦାନ ଜାରି ରହିଛି । ଝାଡ଼ଖଣ୍ଡ ରାଜ୍ୟର ୬ଟି ଜିଲ୍ଲାରେ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଆସନ୍ତାକାଲି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର,୨୯ା୧୧: ଆସନ୍ତାକାଲି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର । ଦିନ ୨ଟାରେ ବହୁମତର ପ୍ରମାଣ ଦେବେ ଉଦ୍ଧବ ଠାକରେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ମହାରାଷ୍ଟ୍ରରେ ମହାନାଟକରେ ପୂର୍ଣ୍ଣଛେଦ ପକେଇ ବା ସମସ୍ତ…

ହ୍ରାସ ପାଇଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୨୯ା୧୧(ଓଡ଼ିଶା ଭାସ୍କର): ଦେଶର ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ଜଣାପଡ଼ିଛି । ଦ୍ୱିତୀୟ ତିନି ମାସରେ ଜିଡ଼ିପି ଅଭିବୃଦ୍ଧି ହାର ପୁଣି ହ୍ରାସ ପାଇଛି । ଅଭିବୃଦ୍ଧି ହାର ୦.୫%କୁ ହ୍ରାସ ପାଇଛି ।…

ବିବାଦୀୟ ବୟାନ ପରେ ଭୁଲ୍ ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୯ା୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଦେଇଥିବା ବିବାଦୀୟ ବୟାନ ଉପରେ ଭୁଲ୍ ମାଗିଥିବା ସୂଚନା ମିଳିଛି । ଲୋକସଭାରେ ସେ ଭୁଲ ମାଗିଛନ୍ତି । ଏହାସହ ସେ କହିଛନ୍ତି ଯେ ମୋ ମନ୍ତବ୍ୟକୁ ଭୁଲ…