fbpx
Browsing Category

ଦେଶ

ମିଳିଲା ରାଷ୍ଟ୍ରପତିଙ୍କ ସ୍ୱୀକୃତି, ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୩ା୧୨: ନାଗରିକତା ସଂଶୋଧନ ବିଲ୍ ଉପରେ ରାଷ୍ଟପତି ରାମନାଥ କୋବିନ୍ଦ ଆଜି ମୋହର ମାରିଛନ୍ତି । ସେ ମୋହର ମାରିବା ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି । ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ…

ଅଯୋଧ୍ୟା ମାମଲା: ସମସ୍ତ ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ ।୧୨: ଅଯୋଧ୍ୟା ବିବାଦ ମାମଲାରେ ସମସ୍ତ ପୁନର୍ବିଚାର ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ…

ଆସନ୍ତାକାଲି କୋର୍ଟରେ ହାଜର ହେବେ ନିର୍ଭୟା ଦୋଷୀ, ହୋଇପାରେ ଫାଶୀଦଣ୍ଡ !

ନୂଆଦିଲ୍ଲୀ,୧୨ ।୧୨: ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ ଆସନ୍ତାକାଲି ପଟିଆଲା ହାଉସ କୋର୍ଟରେ ହାଜର ହେବେ । ଦୋଷୀଙ୍କୁ ଭିସି ଜରିଆରେ ହାଜର କରାଯିବ । ନିର୍ଭୟାର ୪ ଦୋଷୀଙ୍କ ଓକିଲ କାଲି ପଟିଆଲା ହାଉସ କୋର୍ଟରେ…

ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ: ୧ଟା ସୁଦ୍ଧା ୪୫.୧୪% ମତଦାନ

ଝାଡଖଣ୍ଡ,୧୨ ।୧୨: ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଅପରାହ୍ନ ୧ଟା ସୁଦ୍ଧା ୪୫.୧୪% ମତଦାନ ସରିଛି । ୩୨ ମହିଳାଙ୍କ ସମେତ ନିର୍ବାଚନ ଲଢୁଛନ୍ତି ୩୦୯ ଜଣ ପ୍ରାର୍ଥୀ । ୮ଟି ଜିଲ୍ଲାର…

ହାଇଦ୍ରାବାଦ ମାମଲାର ନିରପେକ୍ଷ ତଦନ୍ତ ହେଉ: ସିଜେଆଇ

ନୂଆଦିଲ୍ଲୀ,୧୨ ।୧୨: ସୁପ୍ରିମକୋର୍ଟରେ ଆଜି ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି ହୋଇଛି । ଏହି ଅବସରରେ ମାମଲାର ନିରପେକ୍ଷ ତଦନ୍ତ ହେଉ ବୋଲି ସିଜେଆଇ ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି । ଏହା ସହ ସିଜେଆଇ…

ନାଗରିକତା ସଂଶୋଧନ ବିଲ୍ ପାସକୁ ନେଇ ଅଣଆୟତ ଉତ୍ତର ପୂର୍ବାଞ୍ଚଳ

ଆସାମ, ୧୨ା୧୨: ନାଗରିକତା ସଂଶୋଧନ ବିଲକୁ ଉତ୍ତରପୂର୍ବାଞ୍ଚଳ ଭାରତରେ ପ୍ରବଳ ବିରୋଧ ହୋଇଥିବା ଜଣାପଡ଼ିଛି । ଆସାମ, ଅରୁଣାଚଳପ୍ରଦେଶ, ପଶ୍ଚିମବଙ୍ଗ ଓ ୟୁପିରେ ବିରୋଧ ପ୍ରଦର୍ଶନ ହୋଇଥିବା ସୂଚନା ମିଳିଛି । ଆସାମର…

ନାଗରିକତା ସଂଶୋଧନ ବିଲ୍ ପାସ୍, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ IUML

ନୂଆଦିଲ୍ଲୀ,୧୨ା୧୨: ଲୋକସଭା ଓ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ୍ ହୋଇଥିଲ । ଏହି ବିଲ ପାସକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ IUML(ଇଣ୍ଡିଆନ ୟୁନିଅନ ମୁସଲିମ୍ ଲିଗ୍ )। ଏନେଇ ଆଜି…

ରାଜ୍ୟସଭା ରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ

ନୂଆଦିଲ୍ଲୀ, ୧୧ା୧୨(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ସଭାରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ବହୁ ତର୍କ ବିତର୍କ ପରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ସପକ୍ଷରେ ୧୨୫ଭୋଟ ପଡ଼ିଥିବା ବେଳେ ବିପକ୍ଷରେ୧୦୫ ଭୋଟ ପଡ଼ିଛି…

ସିଲେକ୍ଟ କମିଟିକୁ ଯିବନି ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ,୧୧ ।୧୨: ସିଲେକ୍ଟ କମିଟିକୁ ପଠାଯିବ ନାହିଁ ନାଗରିକତା ସଂଶୋଧନ ବିଲ୍ । ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ଭୋଟିଂ ହୋଇଛି । ସିଲେକ୍ଟ କମିଟିକୁ ପଠାଯିବା ନେଇ ଆସିଥିବା ପ୍ରସ୍ତାବ କାଟ ଖାଇଲା ।…

ଆସାମରେ ଇଣ୍ଟରନେଟ୍ ସେବା ବନ୍ଦ, ଜମ୍ମୁରୁ ଆସାମ ଗଲେ ଯବାନ

ଆସାମ,୧୧ ।୧୨: ନାଗରିକ ସଂଶୋଧନ ବିଲକୁ ଆସାମରେ ତୀବ୍ର ବିରୋଧ କରାଯାଉଛି । ଏନେଇ କାମରୁପ ଜିଲ୍ଲା ସହ ଲକ୍ଷ୍ମୀପୁର, ତିନି ସୁକିଆ, ଗୋଲାଘାଟ ଭଳି ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଆଜି ସନ୍ଧ୍ୟା…