fbpx
Browsing Category

ଦେଶ

କରୋନା ପାଇଁ ଯୋଗୀ ସରକାରଙ୍କ ଘୋଷଣା: ୩୫ ଲକ୍ଷ ଶ୍ରମିକଙ୍କୁ ମିଳିବ ଭତ୍ତା

ଲଖନଉ,୨୧ ।୩: କରୋନା ମୁକାବିଲା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ ଘୋଷଣା କରିଛନ୍ତି । ରାଜ୍ୟରେ ୨୩ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ସେ କହିଛନ୍ତି । ରାଜ୍ୟରେ ୧୫ ଲକ୍ଷ ବେତନ ଶ୍ରମିକ ଓ…

କରୋନା ଯୁଦ୍ଧ: ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ସହ ଟ୍ରେନ୍ ବନ୍ଦୀ, ଚାଲିବ ନାହିଁ ୩୭୦୦ ଟ୍ରେନ୍

ନୂଆଦିଲ୍ଲୀ,୨୦ ।୩: ଦେଶରେ କରୋନା ଭାଇରସକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରିବା ସହ ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ରବିବାର…

କରୋନା ବୈଠକ: ମୋଦିଙ୍କ ନିକଟରେ ନବୀନଙ୍କ ପ୍ରସ୍ତାବ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆଜି କରୋନା ନେଇ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଭିଡ଼ିିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି । ସେଥିରେ ପରୀକ୍ଷଣ…

କରୋନା ଭାଇରସ୍, ୪ସହର ବନ୍ଦ୍

ମହାରାଷ୍ଟ୍ର, ୨୦ା୩: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ୪ ସହରରେ ୩୧ମାର୍ଚ୍ଚ ଯାଏଁ ସମସ୍ତ ସେବାକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ୪ସହରରେ ସେବା ବନ୍ଦ…

ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ କମଳନାଥ

ଭୋପାଲ, ୨୦ା୩: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଳନାଥ । କିଛି ସମୟତଳେ କମଳନାଥ ଇସ୍ତଫା ଦେବା ନେଇ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା…