fbpx
Browsing Category

ଦେଶ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୯୫କୁ ବୃଦ୍ଧି

ନୂଆଦିଲ୍ଲୀ,୨୦ ।୩: ସମଗ୍ର ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୯,୮୮୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖୀ ୨,୪୨,୦୦୦ ଲୋକ ଏହି ଭାଇରସରେ ସଂକ୍ରମିତ…

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଇପାରନ୍ତି କମଲନାଥ

ଭୋପାଳ,୨୦ ।୩: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟର ଅନ୍ତ ଘଟିପାରେ । ଆଜି ଅପରାହ୍ନ ୫ଟା ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଫ୍ଲୋରଟେଷ୍ଟ…

ନିର୍ଭୟା ମାମଲା: ଡିଡିୟୁ ମେଡିକାଲରେ ୪ ସଇତାନଙ୍କ ପୋଷ୍ଟମର୍ଟମ କରିବେ ୫ ଡାକ୍ତର

ନୂଆଦିଲ୍ଲୀ,୨୦ ।୩: ନିର୍ଭୟା ଗଣଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂ, ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ କୁମାର ସିଂଙ୍କୁ ଶେଷରେ ମୃତ୍ୟୁଦଣ୍ଡ ଦିଆଯାଇଛି । ତିହାର ଜେଲରେ ଆଜି ସକାଳ ୫.୩୦ଟାରେ…

୪ ସଇତାନଙ୍କୁ ଫାଶୀ ପରେ କଣ କହିଲେ ନିର୍ଭୟାଙ୍କ ମାଆ?

ନୂଆଦିଲ୍ଳୀ,୨୦ ।୩: ଦୀର୍ଘ ୭ ବର୍ଷ ୩ ମାସର ଅପେକ୍ଷା ପରେ ଆଜି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ନରହନ୍ତାଙ୍କୁ ଫାଶୀ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ ।…

ନିର୍ଭୟା ମାମଲା: ରାତି ସାରା ଶୋଇନଥିଲେ ୪ ଦୋଷୀ, ଫାଶୀ ପୂର୍ବରୁ କହିଲେ ନାହିଁ ଶେଷ ଇଛା

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଦୋଷୀଙ୍କୁ ଆଜି ଫାଶୀ ଖୁଣ୍ଟରେ ଝୁଲାଯାଇଛି। ସକାଳ ୫.୩୦ରେ ଧାର୍ଯ୍ୟ ସମୟ ଅନୁସାରେ ଫାଶୀରେ  ଝୁଲିଛନ୍ତି ୪ ଦୋଷୀ। ଯେଉଁ ସେଲରେ ଏହି ଦୋଷୀମାନେ ଥିଲେ, ସେଠାରୁ ଫାଶୀ ଗୃହକୁ ସିଧାସଳଖ…

ଆଇନ ସହିତ ଖେଳ ଶେଷ, ଫାଶିରେ ଝୁଲିଲେ ନିର୍ଭୟା ସଇତାନ

ନୂଆଦିଲ୍ଲୀ,୨୦ା୩: ସାତବର୍ଷର ଅପେକ୍ଷାର ଘଟିଛି ଅବସାନ । ମିଳିଲା ନିର୍ଭୟାଙ୍କୁ ନ୍ୟାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ନିର୍ଭୟା ଦୋଷୀଙ୍କୁ ଫାଶି ହୋଇଛି । ୨୦୧୨ରେ ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଓ…

କରୋନା ଭାଇରସ୍, ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ କରିବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ, ୧୯ା୩: କରୋନା ସ୍ଥିତି ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କରୋନା ଭାଇରସ୍ ସାରା ବିଶ୍ୱରେ ମାନବ ଜାତି ପାଇଁ ଏକ ସଙ୍କଟ । ପ୍ରଥମ ବିଶ୍ୱଯୁଦ୍ଧରେ ବି…

କରୋନା ଭାଇରସ୍, ବିଦେଶରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୯ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ କରୋନାରେ ବିଦେଶରେ ଆଜି ପ୍ରଥମ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଇରାନରେ ତାଙ୍କର ମୃତ୍ୟୁ ହୋଇଛି । ଏହାସହ କିଛିସମୟ…