Browsing Category

ଦେଶ

ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ଗିରଡିହ: ଝାଡ଼ଖଣ୍ଡ ଗିରଡିହରେ ରେଳ ଧାରଣା ଉଡ଼ାଇଛନ୍ତି ମାଓବାଦୀ । ବିସ୍ଫୋରଣ କରି ହାୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଆରପିଏଫ୍ ଓ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣା…

ଟ୍ରେନରେ ନିଆଁ ଲଗାଇବା ଘଟଣା: ଛାତ୍ର ଆନ୍ଦୋନଳକୁ ନେଇ ଏପରି କହିଲେ ଖାନ୍ ସାର୍

ନୂଆଦିଲ୍ଲୀ: ଆରଆରବି-ଏନଟିପିସି ପରୀକ୍ଷାକୁ ନେଇ ଜାରି ରହିଥିବା ଛାତ୍ର ଆନ୍ଦୋଳନକୁ ନେଇ ତଦନ୍ତ ଜାରି ରହିଛି । ପାଟନାର ଏକ ପୋଲିସ୍ ଷ୍ଟେସନ୍ ରେ ଖାସ୍ ସାର୍ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ୬ଜଣ ଶିକ୍ଷକଙ୍କ ନାଁରେ…

ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କୋରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୬ ହଜାର ୩୮୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୯.୫୯% ରହିଛି ।…

Google ଓ Appleର ରାଜୁତି ଶେଷ: ଭାରତ ନିର୍ମାଣ କରିବ ନିଜର Operating System

ନୂଆଦିଲ୍ଲୀ: ଅପରେଟିଙ୍ଗ ସିଷ୍ଟମ ଦୁନିଆର ବାଦଶାହ ବୋଲାଉଥିବା ଗୁଗଲ ଓ ଆପଲ କମ୍ପାନୀର ରାଜୁତି ଶେଷ ହେବାକୁ ଯାଉଛି । ଖୁବଶୀଘ୍ର ଭାରତ ସରକାର ଏନେଇ ଜୋରସୋରରେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଭାରତ ଘରୋଇ…

ଏହି ରାଜ୍ୟରେ ଫେବୃଆରୀ ୧୦ ଯାଏଁ ବଢ଼ିଲା କୋଭିଡ୍ କଟକଣା, ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ-ବଜାର

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଅକିଛି ରାଜ୍ୟକୁ ଛାଡ଼ିଦେଲେ ଅଧିକାଂଶ ରାଜ୍ୟରେ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏପରି ପରିସ୍ଥିତିରେ ହରିୟାଣାରେ ମାମଲାରେ ହ୍ରାଓ ପାଇବା ସ୍ଥାନରେ ଓଲଟା ବଢ଼ୁଛି…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଘର ବାହାରେ ଫୋପାଡ଼ି ଚାଲିଗଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ଚଳିତ ସପ୍ତାହରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ସ୍କୁଲରୁ ଅପହରଣ କରିନେଇ ଯାଇଥିଲେ ଦୁର୍ବୃତ୍ତ । ତାଙ୍କୁ କୌଣସି ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ…

ଆମେରିକୀୟ କମ୍ପାନୀ ‘ଆଇବିଏମ୍’କୁ ପଛରେ ପକାଇଲା ଟିସିଏସ୍, ପାଇଲା ବିଶ୍ୱର ଦ୍ଵିତୀୟ ମୂଲ୍ୟବାନ କମ୍ପାନୀ ମାନ୍ୟତା

ନୂଆଦିଲ୍ଲୀ: ଆଇଟି ସର୍ଭିସେସ୍ କ୍ଷେତ୍ରରେ ଭାରତୀୟ କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସ୍(ଟିସିଏସ୍), ଆମେରିକୀୟ କମ୍ପାନୀ ‘ଆଇବିଏମ୍’କୁ ପଛରେ ପକାଇ ବିଶ୍ବର ଦ୍ବିତୀୟ ମୂଲ୍ୟବାନ କମ୍ପାନୀର ମାନ୍ୟତା ପାଇଛି । ଆଇଟି…

ଅବସର ନେଲେ ବିରାଟ: ଉପସ୍ଥିତ ରହିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅବସର ନେଲେ ବିରାଟ । ତେବେ ଏଠାରେ ଆମେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ କଥା ହେଉ ନାହୁଁ । ଆମେ ଆଲୋଚନା କରୁଛୁ ଭାରତୀୟ ସେନାର ଘୋଡା ବିରାଟ ସମ୍ପର୍କରେ । ୭୩ ତମ ସାଧାରଣତନ୍ତ୍ର ଦିବସରେ…

୭୫ ବିମାନ ସହିତ ଡେୟାର ଡେଭିଲ ଶୋ: ସାଧାରଣତନ୍ତ୍ର ଦିବସ ପରେଡରେ ବାୟୁସେନାର କମାଲ, ଦେଖନ୍ତୁ Video

ନୂଆଦିଲ୍ଲୀ: ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଚମକ୍ରାର ଡେୟାରଡେଭିଲ ଶୋ ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେନା ପ୍ରମୁଖ…

ବ୍ୟାଙ୍କ ଅଫ ବରୋଦା ଦେଉଛି ବଡ ନିଯୁକ୍ତି ସୁଯୋଗ: ୧୯୮ଟି ଖାଲି ପଦବୀ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ପାଠ ପଢ଼ି ଘରେ ବସିଛନ୍ତି କ? ଚାକିରି ପାଇଁ ଚିନ୍ତିତ ଅଛନ୍ତି କି? ଉପରକୁ ଉଠିବାକୁ ହେଲେ କିଛି ନାଁ କିଛି ତଳ ସ୍ତରରୁ ଆରମ୍ଭ କରି ଉପରକୁ ଉଠିବାକୁ ପଡ଼ିଥାଏ । ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ…