Browsing Category

ଦେଶ

ଏହି ଟ୍ରେନ ଟିକେଟରେ କାର କିଣିପକେଇବେ! ଜାଣନ୍ତୁ ଭାରତର ୫ଟି ବିଳାସପୂର୍ଣ୍ଣ ଟ୍ରେନ ସମ୍ପର୍କରେ

ନୂଆଦିଲ୍ଲୀ: ଟ୍ରେନ୍ କୁ ସାଧାରଣ ଲୋକ ଓ ଗରିବଙ୍କ ରଥ ବୋଲି କୁହାଯାଇଥାଏ । ହେଳେ କଣ ଆପଣ ଜାଣିଛନ୍ତି କି କିଛି ଟ୍ରେନ୍ ଏପରି ରହିଛି ଯାହାର ଭଡ଼ା ଲକ୍ଷ ଲକ୍ଷ ଟଙ୍କା ? ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି…

ଆଜି ନିଟ୍ ୟୁଜି ପ୍ରବେଶିକା, କରୋନା କଟକଣା ମଧ୍ୟରେ ୧୬ ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି । ଏଥିପାଇଁ ଅନେକ ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯାଇଛି । ତେବେ କରୋନା ଯୋଗୁଁ ସ୍ଥଗିତ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ସମଗ୍ର ଦେଶେର…

କରୋନା କବଳରେ ଭାରତ: ଦେଶରେ ଦିନକରେ ମୃତ୍ୟୁ ସଂଖ୍ୟା ୩୩୮

ନୂଆଦିଲ୍ଲୀ: ଦେଶରେ ଦିନକରେ ୩୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ରେ ପହଞ୍ଚିଛି । ଏହା ସହିତ ଆକ୍ଟିଭ୍ କେସ୍ ୩ ଲକ୍ଷ ୮୪ ହଜାର ୯୨୧ ରହିଥିବା ବେଳେ…

କିଏ ହେବ ଗୁଜୁରାଟର ଆଗାମୀ ମୁଖ୍ୟମନ୍ତ୍ରୀ, ରେସ୍ ରେ ୩ଟି ନାମ ଆଗରେ

ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଆଗାମୀ ମୁଖ୍ୟମନ୍ତ୍ରୀ ପିଏ ହେବ ତାକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ…

ବେକାରୀରେ ଓଡ଼ିଶାର ସ୍ଥାନ ଚତୁର୍ଥ

ନୂଆଦିଲ୍ଲୀ: ଦେଶର ସହରାଞ୍ଚଳ ତଥା ଗ୍ରାମାଂଚଳରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର ହାର ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷର ତ୍ରୟମାସରେ ବେକାରୀ ହାର ୭.୮ ପ୍ରତିଶତ ଥିଲା।…

କରୋନା ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କୋଭିଡ୍ ଡେଥ୍ ଭାବରେ ଧରାଯିବା: ସରକାରଙ୍କ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସାରା ଦେଶରେ ଭୟର ବାତାବରଣ ଲାଗି ରହିଛି । ପ୍ରତି ମୁହୂର୍ତ୍ତରେ କେହି ନା କେହି ଏଥିରେ ପ୍ରାଣ ହରାଉଛନ୍ତି । ଚୀନରୁ ଉତ୍ପତ୍ତି ହୋଇଥିବା ଏହି ମହାମାରୀ ବିଶ୍ୱରେ ବ୍ୟାପିବାରେ…

ବିଜେପିକୁ ଚଖମା ଦେଇ ୟୁପି ନିର୍ବାଚନ ମଇଦାନକୁ ଓହ୍ଲାଇ ଶିବସେନା, ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା

ମୁମ୍ବାଇ : ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩…

ତାଲିବାନୀ ବର୍ବରତାକୁ ନେଇ ଜାତିସଂଘରେ ଉଦବେଗ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ନୀତିକୁ ବିରୋଧ କରି ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏବେ ହିଂସାର ରାସ୍ତା ଧରିଛି ତାଲିବାନ । ତାଲିବାନ ଶାସନ ବିରୋଧରେ କୌଣସି ବିକ୍ଷୋଭ ସମାବେଶକୁ…

ଇଣ୍ଟରନେଟରୁ ହଟାଅ ମହିଳାଙ୍କ ଆପତ୍ତିଜନକ ଫଟୋ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ବିବାହିତ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକୋର୍ଟ ଗୁଗୁଲ, ୟୁଟ୍ୟୁବ, ଦିଲ୍ଲୀ ପୁଲିସର ସାଇବର ସେଲ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ…

ସମ୍ପତ୍ତିରେ ଅଧିକାର ପ୍ରଦାନ କରିନଥାଏ MUTATION RIGHT: ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ମ୍ୟୁଟେସନ୍ ଏଣ୍ଟ୍ରି ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମ୍ୟୁଟେସନ୍ ଏଣ୍ଟ୍ରି କୌଣସି ବ୍ୟକ୍ତିଙ୍କୁ ସମ୍ପତ୍ତି ଅଧିକାର ପ୍ରଦାନ କରେ ନାହିଁ ଏବଂ ଏହା କେବଳ ଆର୍ଥିକ ଉଦ୍ଦେଶ୍ୟ…