fbpx
Browsing Category

ଦେଶ

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଡିଏସପି ଦେବିନ୍ଦର ବିରୋଧରେ ମିଳିଲା ଠୋସ୍ ପ୍ରମାଣ

ନୂଆଦିଲ୍ଲୀ,୧୮ ।୧: ଜମ୍ମୁ-କାଶ୍ମୀରରୁ ହିଜବୁଲ ଆତଙ୍କବାଦୀ ସହ ଡିଏସପି ଦେବିନ୍ଦର ସିଂହ ଗିରଫ ହେବା ଘଟଣାରେ କେନ୍ଦ୍ର ଖୁଫିଆ ଏଜେନ୍ସି ବା ଆଇବି ଟିମକୁ ଏକ ଠୋସ୍ ପ୍ରମାଣ ମିଳିଛି । ୨୦୦୫ରେ ଗିରଫ ହୋଇଥିବା ଜଣେ…

ସାନିଆ ମିର୍ଜା ହୋବର୍ଟ ଚାମ୍ପିଅନ

ନୂଆଦିଲ୍ଲୀ, ୧୮ା୧: ହୋବର୍ଟ ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟରେ ସାନିଆ ସଫଳ ହୋଇଛନ୍ତି । ଡବଲସ ଫାଇନାଲରେ ଜିତିଛନ୍ତି ଭାରତୀୟ ଖେଳାଳି ସାନିଆ ମିର୍ଜା । ୟୁକ୍ରେନ୍ ଖେଳାଳି ନାଦିଆ କିତେନୋକ ସାନିଆଙ୍କ ପାର୍ଟନର…

ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବାକୁ କହିଲେ ଆଇନଜୀବୀ ଇନ୍ଦିରା ଜୟସିଂ

ନୂଆଦିଲ୍ଲୀ, ୧୮ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଜଣ ଦୋଷୀଙ୍କୁ କ୍ଷମା ଦେବାକୁ ଆଇନଜୀବୀ ଇନ୍ଦିରା ଜୟସିଂ କହିଛନ୍ତି । ଦୋଷୀଙ୍କୁ କ୍ଷମା ଦେବାକୁ ନିର୍ଭୟା ମାଆଙ୍କୁ କହିଛନ୍ତି ଇନ୍ଦିରା । ସୋନିଆ ଏହାସହ…

ସହିଦ ପିତାଙ୍କୁ ମୁଖାଗ୍ନି ଦେଲା ୩ ମାସର ଶିଶୁ, କାନ୍ଦି ଉଠିଲା ପୁରା ଗାଁ

ଗୁରଦାସପୁର,୧୭ ।୧: ଦେଶକୁ ସୁରକ୍ଷା ଦେବାକୁ ଯାଇ ସହିଦ ହୋଇଥିବା ପିତାଙ୍କୁ ମୁଖାଗ୍ନି ଦେଇଛି ୩ ମାସର ଶିଶୁ, ଯାହାକୁ ଦେଖି ପୂରା ଗାଁ କାନ୍ଦି ଉଠିଛି । ତେବେ ଜମ୍ମୁ-କାଶ୍ମୀର କୁପୱାଡାରେ ବରଫ ଅତଡା ଖସି ସହିଦ…