fbpx
Browsing Category

ଦେଶ

ସଂସଦ କ୍ୟାଣ୍ଟିନରେ ରିହାତି ମନା, ମିଳିବନି ଶସ୍ତା ଖାଦ୍ୟ

ନୂଆଦିଲ୍ଲୀ,୫ ।୧୨: ଏଣିକି ସଂସଦ କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି । ପ୍ରକୃତ ମୂଲ୍ୟ ଦେଇ ଖାଦ୍ୟ ଓ ଅନ୍ୟ ସାମଗ୍ରୀ କିଣିବେ ସାଂସଦ । ସାଂସଦଙ୍କ ସର୍ବସମ୍ମତି କ୍ରମେ ସବିସିଡି ପ୍ରତ୍ୟାହାରର ନିଷ୍ପତ୍ତି ନିଆଯାଇଛି ।…

କେନ୍ଦ୍ରକୁ ଚିଦାମ୍ବରମଙ୍କ ତୀର

ନୂଆଦିଲ୍ଲୀଳ,୫ ।୧୨: ଜେଲରୁ ମୁକୁଳିବା ପରେ ଅର୍ଥନୀତିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ । ଏହାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

ଫ୍ରି ୱାଇ-ଫାଇ ଯୋଜନାର ଘୋଷଣା କଲେ କେଜରିୱାଲ, ପ୍ରତି ମାସରେ ମିଳିବ ୧୫ ଜିବି ଡାଟା ମାଗଣା

ନୂଆଦିଲ୍ଲୀ,୪ ।୧୨: ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବଡ ଘୋଷଣା କରିଛନ୍ତି । ଆଜି ଫ୍ରି ୱାଇ-ଫାଇର ଘୋଷଣା କରିଛନ୍ତି କେଜରିୱାଲ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ବସ୍…

ନାଗରିକତ୍ୱ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ, ୪ା୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ନାଗରିକତ୍ୱ ସଂଶୋଧନ ବିଲକୁ ମଞ୍ଜୁରି ଦିଆଯାଇଛି । ଆଗାମୀ ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବ । ନାଗରିକତ୍ୱ ଆଇନ ୧୯୫୫ରେ ସଂଶୋଧନ ପାଇଁ ବିଲରେ ପ୍ରସ୍ତାବ…

ଆଇଟିବିପିିି ଯବାନଙ୍କ ମଧ୍ୟରେ ସଂଘର୍ଷ, ୬ ମୃତ

ଛତିଶଗଡ,୪ ।୧୨: ଛତିଶଗଡ ନାରାୟଣପୁର ସ୍ଥିତ ଆଇଟିବିପି କ୍ୟାମ୍ପରେ ଯୁବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଘଟଣାରେ ଭାରତ-ତିଦ୍ଦତୀୟ ସୀମା ପୋଲିସର ୬ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି…

ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୪ା୧୨: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଆଜି ଜାମିନ ମିଳିଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରୁ ଆଇଏନଏକ୍ସ ମିଡ଼ିଆ ସମ୍ପର୍କିତ ଇଡ଼ି ମାମଲାରେ ତାଙ୍କୁ ଜାମିନ…

ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ପାସ୍

ନୂଆଦିଲ୍ଲୀ,୩ ।୧୨: ଆଜି ରାଜ୍ୟସଭାରେ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ୍ ବା ଏସପିଜି ସଂଶୋଧନ ବିଲ୍-୨୦୧୯ ପାସ୍ ହୋଇଛି । ଏହି ବିଲ୍ ପୂର୍ବରୁ ଲୋକସଭାରେ ପାସ୍ ହୋଇସାରିଛି । ରାଜ୍ୟସଭାରେ ଏହି ବିଲ ଉପରେ ଚର୍ଚ୍ଚା ହେଉଥିବା…

ଫେଲ୍ ମାରିଲେ ନାସା ଓ ଇସ୍ରୋ: ଚନ୍ଦ୍ରରେ ବିକ୍ରମର ଭଗ୍ନାବଶେଷ ଖୋଜି ପାଇଲେ ଏହି ଭାରତୀୟ

ନୂଆଦିଲ୍ଲୀ,୩ ।୧୨: ଚନ୍ଦ୍ରଯାନ-୨ ମିଶନର ବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷ ଆଜି ମିଳିଥିବା ବେଳେ ଜଣେ ଭାରତୀୟଙ୍କ ଚର୍ଚ୍ଚା ସାରା ଦୁନିଆରେ ହେଉଛି । ସେ ହେଉଛନ୍ତି ୩୩ ବର୍ଷିୟା ଶନମୁଗା ସୁବ୍ରମଣ୍ୟମ୍ । ସେ ନାସା ଦ୍ୱାରା…

ଚନ୍ଦ୍ରଯାନ-୨,ମିଳିଲା ଲ୍ୟାଣ୍ଡର ବିକ୍ରମର ଭଗ୍ନାବିଶେଷ

ନୂଆଦିଲ୍ଲୀ, ୩ା୧୨: ଆଜି ବିକ୍ରମ ଲ୍ୟାଣ୍ଡରକୁ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ଫଟୋ ଜାରି କରିଛି । ନାସା ପକ୍ଷରୁ ଟ୍ୱିଟର ମାଧ୍ୟମରେ ଫଟୋ ଜାରି କରାଯାଇଛି । ସେ କହିଛି ଚନ୍ଦ୍ର ପୃଷ୍ଠରେ ହିଁ ବିକ୍ରମ…

ସୁରକ୍ଷା ବଳ ଭେଦ କରି ପ୍ରିୟକାଙ୍କ ଘରେ ପଶିଲେ ୫ଜଣ ଲୋକ!

ନୂଆଦିଲ୍ଲୀ, ୨ା୧୨: ପ୍ରିୟଙ୍ଗା ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସିଆରପିଏଫ ସୁରକ୍ଷା ବଳୟ ଭେଦ କରି ପ୍ରିୟକାଙ୍କ ଘରେ ୫ଜଣ ଲୋକ ଘରେ ପଶିଯାଇଥିବା ସୂଚନା ମିଳିଛି । ତେଣୁ ସୁରକ୍ଷାରେ ତ୍ରୁଟି…