Browsing Category

ଦେଶ

(Video) ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକ ପୋଲିସ ବେଙ୍ଗାଲୁରୁରେ ଭାରତୀୟ ଜନତା ପାର୍ଟୀ ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ହେପାଜତରେ ନେବା ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଙ୍ଗାଲୁରୁରେ ହନୁମାନ ଚଲିସା ଏବଂ ଆଜାନକୁ ନେଇ ବିବାଦ…

ମନୀଷ ସିସୋଦିଆଙ୍କୁ ମିଳିଲାନି ଆରାମ: ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଆପ୍ ନେତା ମନୀଷ ସିସୋଦିିଆଙ୍କୁ ମିଳିଲାନି ଆରାମ । ମନୀଷଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟସଭାର ଶପଥ ଗ୍ରହଣ କରିବାକୁ କୋର୍ଟ ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ହାଜର…

(Video) ହାଏରେ କଳିଯୁଗ! ଭୟଙ୍କର ଝଗଡ଼ାର ରୂପ ନେଲା ପଡ଼ୋଶୀଙ୍କ ଘର ପାଖେ କାର ରଖିବା, ମାରପିଟକୁ ନେଇ ୩ ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀ ଖୁବ ଜୋରରେ ମାରପିଟ କରିଛନ୍ତି । ସେହି ବ୍ୟକ୍ତିଙ୍କ ଭୁଲ ମାତ୍ର ଏତିକି ଥିଲା, ସେ ସେହି ପଡ଼ୋଶୀଙ୍କ ଘର ପାଖରେ କାର ପାର୍କ କରିଥିଲେ ।…

ଗାନ୍ଧୀ ପରିବାର ସହ ଜଡ଼ିତ ବଡ଼ ଖବର: ୟୁପିରୁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ରାହୁଲ ଏବଂ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗାନ୍ଧୀ ପରିବାର ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ୟୁପିରୁ ନିଜକୁ ଦୂରେଇ ରଖିଛନ୍ତି । ଅର୍ଥାତ୍ ରାହୁଲ…

ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ JMM ଦଳରୁ ଦେଲେ ଇସ୍ତଫା

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସୀତା ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ପୂର୍ବରୁ ଜେଏମଏମ ଦଳ ପାଇଁ ଏକ ଝଟକା । ବିଧାୟକ…

ନିର୍ବାଚନ ଠାରୁ ଦୂରେଇ ରହିବେ ସିଦ୍ଧୁ, IPLରେ ଦେଖାଇବେ କମେଣ୍ଟ୍ରିର ଜାଦୁ !

ଚଣ୍ଡିଗଡ଼: ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି IPL ୨୦୨୪ । IPL କମେଣ୍ଟ୍ରିରେ ଏଥର କିଛି ନୂଆ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟ ଖେଳାଳୀ ନବଜୋତ…

Big Breaking: ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ, କହିଲେ- ଏନଡିଏ ଆମ ସହ ଅନ୍ୟାୟ କଲା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସୋମବାର ଦିନ ଦିଲ୍ଲୀରେ ଏନଡିଏ ଦ୍ୱାରା ବିହାରର ସମସ୍ତ ୪୦ ଲୋକସଭା ସିଟ ବଣ୍ଟନ ପାଇଁ ଘୋଷଣା ପରେ ପାରସ ନିଜ ସରକାରୀ ଆବାସରେ…

ସମାଜବାଦୀ ପାର୍ଟିର ନିର୍ବାଚନୀ ପ୍ରସ୍ତୁତି, ପ୍ରଚାର ସମୟରେ ଡିମ୍ପଲ ଯାଦବଙ୍କ ସହ ନଜର ଆସିଲେ ଝିଅ ଅଦିତି

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଦଳବଦଳ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ନୂତନ…

ରୋଜଗାର ନକଲେ ବି ପତ୍ନୀଙ୍କୁ ଦେବାକୁ ପଡ଼ିବ ଗୁଜୁରାଣ ଭତ୍ତା: ହାଇକୋର୍ଟ ମଧ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ପାଟନା ହାଇକୋର୍ଟ ନିଜର ଏକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ଆୟ ଗୋଟିଏ ଟଙ୍କା ବି ନୁହେଁ, ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଭାବରେ ମାସକୁ ୪୦୦୦ ଟଙ୍କା ଦେବାକୁ ପଡିବ ।…

ଜଳ ସଂକଟରୁ ମିଳିବ ମୁକ୍ତି… ବର୍ଷାରେ ନୂଆ ଜୀବନ ପାଇବେ ବେଙ୍ଗଲୁରୁ ବାସିନ୍ଦା

ବେଙ୍ଗଲୁରୁ: ଭାରତର ସିଲିକନ୍ ଭ୍ୟାଲେ ବେଙ୍ଗଲୁରୁ ସହର ପାଇଁ ଲାଗି ରହିଛି ବିପଦ । ଜଳ ସଂକଟରେ ଲୋକେ ଛଟପଟ ହେଉଥିବା ବେଳେ ଗ୍ରୀଷ୍ମପ୍ରବାହ ସହରବାସୀଙ୍କୁ ଆହୁରି କଲବଲ କରୁଛି । ଖରା ଏବଂ ଜଳାଭାବ ଭିତରେ ବର୍ତ୍ତମାନ…