Browsing Category

ଦେଶ

ବିହାର ରାଜନୀତିରୁ ବଡ ଖବର:ଏଥର ନିର୍ବାଚନ ଲଢିବେ ଲାଲୁ ତନୟା

ପାଟନା:ବିହାର ରାଜନୈତିକ ମହଲରୁ ବଡ ଖବର ସାମ୍ନାକୁ ଆସିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ କନ୍ୟା ରୋହିଣୀ ଆଚାର୍ଯ୍ୟ ଆରଜେଡି ଟିକେଟରେ ନିର୍ବାଚନ ଲଢିବେ । ମିଳିଥିବା ସୂତ୍ରରୁ ଜଣାଯାଇଛି କି…

ଆଜି ବିଜେପିର ଦ୍ୱିତୀୟ ତାଲିକାକୁ ନେଇ ଦିଲ୍ଲୀରେ ମନ୍ଥନ, ଜାଣନ୍ତୁ କେଉଁ ସାଂସଦଙ୍କ କଟିପାରେ ଟିକେଟ୍

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ସରିଛି । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତତି ଚାଲିଛି । ଏଥିମଧ୍ୟରେ ଉତ୍ତରପ୍ରଦେଶର ଅବଶିଷ୍ଟ ୨୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ…

ବ୍ଲୁ ଆଧାର କାର୍ଡ କାହିଁକି ଗୁରୁତ୍ୱପୂର୍ଣ୍ଣ? ନକରିଥିଲେ ଶୀଘ୍ର ଏହାକୁ କରନ୍ତୁ, ନଚେତ୍ …

ନୂଆଦିଲ୍ଲୀ: ଦେଶର ପ୍ରାୟ ସମସ୍ତେ ନିଶ୍ଚିତ ଭାବରେ ଆଧାର କାର୍ଡ ତିଆରି କରିଥିବେ । ବହୁତ କମ୍ ଲୋକ ଥିବେ ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ଆଧାର କାର୍ଡ ତିଆରି କରିନାହାଁନ୍ତି । ସାଧାରଣ ଆଧାର କାର୍ଡ ବ୍ୟତୀତ ଏକ…

ଦିଲ୍ଲୀ ଜଳ ବୋର୍ଡ ଅନିୟମିତତା ମାମଲା: ଇଡ଼ି ସମନକୁ ଏଡ଼ାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।…

ଅଜମେରରେ ମାଲଗାଡ଼ି ସହ ମୁହାଁମୁହିଁ ଧକ୍କା ହେଲା ସାବରମତି-ଆଗ୍ରା ସୁପରଫାଷ୍ଟ :ଅନେକ ଆହତ, ୬ ଟି ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ରାଜସ୍ଥାନର ଅଜମେରରେ ଗତକାଲି ରାତିରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନ୍ ମାଡାର ରେଳ ଷ୍ଟେସନ ନିକଟରେ ଏକ ମାଲଗାଡ଼ି୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।…

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରାକ୍ଟର- କାର ଧକ୍କା, ୭ ମୃତ

ପାଟନା: ବିହାରର ଖଗଡ଼ିଆ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୩ ଶିଶୁ ସାମିଲ ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଏନ୍‌ଏଚ୍ ୩୧ରେ…

ଆଫଗାନିସ୍ତାନରେ ତୀବ୍ର ଭୂକମ୍ପ ଝଟକା, ଦୋହଲିଗଲା ଭାରତ ସମେତ ଅନେକ ଦେଶ; ଜାଣନ୍ତୁ କେତେ ଥିଲା ତୀବ୍ରତା ?

କାବୁଲ: ଆଫଗାନିସ୍ତାନରେ ଆଜି ସନ୍ଧ୍ୟା ୦୭:୫୯ ରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେ ମାପ କରାଯାଇଥିଲା । ଏହି ଭୂକମ୍ପ ବିଷୟରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର…

ଲାଗୁହେଲା ନୂଆ ଡ୍ରେସ୍ କୋଡ ନିୟମ: ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜିନ୍ସ, ଟି-ଶାର୍ଟ ପିନ୍ଧି ସ୍କୁଲ ଆସିବା ମନା

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ ହୋଇଛି ଏକ ନୂଆ ଡ୍ରେସ୍ କୋଡ୍ ନିୟମ । ଏଣିକି ଶିକ୍ଷକ, ଶିକ୍ଷୟିତ୍ରୀମାନେ ସ୍କୁଲକୁ ଜିନ୍ସ- ଟି-ଶାର୍ଟ ପିନ୍ଧି ଆସିପାରିବେ ନାହିଁ । ଏହି ନିୟମ ମାନିବାକୁ…

ଲୋକସଭା ନିର୍ବାଚନ ପୂର୍ବରୁ ଆଗାମୀ ୫ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କଲେ ପ୍ରଧାନମନ୍ତ୍ରୀ: ନିଜ ମନ୍ତ୍ରୀମାନଙ୍କୁ ଦେଲେ ଏହି ବଡ ଆଦେଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ସନରେ ଦେଖିବାକୁ ମିଳିଛି । ଆସନ୍ତା ୫ ବର୍ଷ ପାଇଁ ସେ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ବଡ ନିର୍ଦ୍ଦେଶ ଦେଇଛନ୍ତି । ସୂତ୍ରରୁ ମିଳିଥିବା…

ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପୂର୍ବ CM ଭୁପେଶ ବଘେଲଙ୍କ ବିରୋଧରେ FIR, ମହାଦେବ ବେଟିଂ ଆପ୍ ଯୋଗୁଁ ବଢ଼ିଲା ସମସ୍ୟା

ରାୟପୁର : ଛତିଶଗଡର ପୂର୍ବତନ ସିଏମ ଭୁପେଶ ବଘେଲଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ମହାଦେବ ବେଟିଂ ଆପ୍, ଠକେଇ, ବିଶ୍ୱାସଘାତ, ଜାଲିଆତି ଏବଂ ଅନ୍ୟାନ୍ୟ ମାମଲାରେ ତାଙ୍କ ବିରୋଧରେ ଅନେକ ମାମଲା ପଞ୍ଜୀକୃତ ହୋଇଛି ।…