fbpx
Browsing Category

ଦେଶ

PM Kisan Yojana: ଆଜି ପ୍ରତୀକ୍ଷାର ଘଟିବ ଅନ୍ତ, କୃଷକଙ୍କ ଖାତାକୁ ଯିବ ୨ ହଜାର ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଆଜି କୃଷକମାନଙ୍କ ଆକାଉଣ୍ଟରେ ୧୬ ତମ କିସ୍ତି ପହଁଚିବ । ଏହି କିସ୍ତିକୁ କୃଷକମାନେ ବହୁ ସମୟରୁ ଅପେକ୍ଷା କରିଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କାହାକୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଜନତା? ସର୍ଭେ ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଶେଷ ହୋଇସାରିଛି । ଆଗାମୀ ଦୁଇ ମାସ ଭିତରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ବାବଦରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଅନୁମାନ…

ଗଗନଯାନ ମିଶନ ଲାଗି ଚୟନ କରାଯାଇଥିବା ୪ ଜଣ ପାଇଲଟ କିଏ? ସେମାନଙ୍କୁ କିପରି ଚୟନ କରାଯାଇଛି

ନୂଆଦିଲ୍ଲୀ: ଗଗନଯାନ ମିଶନରେ କେଉଁ କେଉଁ ମହାକାଶ ଯାତ୍ରୀ ସାମିଲ ହେବେ ଏହାର ଘୋଷଣା ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୪ ଜଣଙ୍କ ନାମ ଘୋଷଣା କରିଛନ୍ତି ଯେଉଁମାନେ ଦେଶର ପ୍ରଥମ ମାନବ ଅନ୍ତରୀକ୍ଷ…

‘ଯିଏ ନିଜ ଦଳ ସମ୍ଭାଳି ପାରୁନି, ସିଏ ଅନ୍ୟମାନଙ୍କୁ…’ କଂଗ୍ରେସକୁ ଟାର୍ଗେଟ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏଥିମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ…

ଇସ୍ତଫା ଦେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ସୁଖବିନ୍ଦର ସିଂହ ସୁଖୁ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ୬ ଜଣ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ପରେ ହିମାଚଳ ପ୍ରଦେଶରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆଜି ରାଜ୍ୟ କ୍ୟାବିନେଟରୁ ଜଣେ…

ଆସାମ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଣା ଗୋସ୍ୱାମୀଙ୍କ ଇସ୍ତଫା: ପଦ ଛାଡ଼ିଲେ, ଦଳ ବି ଛାଡ଼ିଲେ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏବେଠାରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ…

ପୁଣି ଏକ ବଡ ମସଜିଦ୍ ଉପରେ ଚାଲିବ ବୁଲ୍‌ଡୋଜର, ସୁପ୍ରିମକୋର୍ଟ କହିଲେ ନିର୍ମାଣ ସଂପୂର୍ଣ୍ଣ ଅବୈଧ

ନୂଆଦିଲ୍ଲୀ: ଚେନ୍ନାଇ କୋଏମବଡୁ ସ୍ଥିତ ଏକ ପ୍ରସିଦ୍ଧ ମସଜିଦ୍ ଓ ମଦ୍ରାସା ଉପରେ ବହୁତ ଶୀଘ୍ର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି । ସରକାରୀ ଜମି ଉପରେ ଅବୈଧ କବଜା କରି ଚେନ୍ନାଇରେ ନିର୍ମାଣ ହୋଇଥିବା ଏହି…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଦୋଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଦୋଷୀଙ୍କର ଆଜି ମୃତ୍ୟୁ ଘଟିଛି । ରାଜୀବଙ୍କ ନାମରେ ତିଆରି ହୋଇଥିବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ…

ବିଧାନସଭା ଗୃହରେ ‘ମେରା ରଙ୍ଗ ଦେ ବସନ୍ତୀ ଚୋଲା’ ଗାଇଲେ ବିରୋଧୀ ବିଧାୟକ, ବାଚସ୍ପତି ନେଲେ ବଡ କାର୍ଯ୍ୟାନୁଷ୍ଠାନ

ସିମଲା: ହିମାଚଳପ୍ରଦେଶ ରାଜନୀତିରେ ବଡ ଧରଣର ହଟଚମଟ ଜାରି ରହିଛି । ଆଜି ବଜେଟ୍ ଅଧିବେଶନ ସମୟରେ ହିମାଚଳପ୍ରଦେଶ ବିଧାନସଭା ବାଚସ୍ପତି ୧୪ ଜଣ ବିଧାୟକଙ୍କୁ ନିଲମ୍ବିତ କରି ଦେଇଛନ୍ତି । ନିଲମ୍ବିତ ହୋଇଥିବା ଏହି…

ଏଣିକି ମାଗଣା ବିଜୁଳି ସାଙ୍ଗକୁ ମିଳିବ Subsidy: ପ୍ରଧାନମନ୍ତ୍ରୀ ଜାରି କଲେ ଏହି ନୂଆ ଯୋଜନା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକମାନଙ୍କୁ ମାଗଣା ବିଜୁଳି ଏବଂ ସବସିଡି ଯୋଗାଇ ଦେବା ପାଇଁ 'ପିଏମ ସୂର୍ଯ୍ୟ ଘର ଯୋଜନା' ଆଣିଛନ୍ତି ସରକାର ।…