fbpx
Browsing Category

ଦେଶ

(Video) କ୍ୟାନ୍ସରରେ ପୀଡ଼ିତ ଜେଜେ ମାଆଙ୍କୁ ଦେଖି କାନ୍ଦିବାକୁ ଲାଗିଲା ନାତି, ଭିଡିଓ ଦେଖି ଆଖିରେ ରହିବନି ଲୁହ

ନୂଆଦିଲ୍ଲୀ: ଦୁନିଆରେ ଜେଜେ ମାଆ ଏବଂ ନାତିର ସଂପର୍କ ନିଆରା । ପିଲାଦିନେ ଜେଜେ ମାଆର କାହାଣୀ ଏକ ଅଲଗା ଦୁନିଆକୁ ନେଇଯାଏ । ପିଲାମାନଙ୍କ ଯେଉଁ ଜିଦିକୁ ମମି ପୂରଣ କରିପାରନ୍ତିନି ତାକୁ ଜେଜେ ମାଆ ପୂରଣ କରିଥାଆନ୍ତି ।…

କଂଗ୍ରେସ ଛାଡ଼ିବେ ଅଧୀର ରଞ୍ଜନ ଚୌଧରୀ? ହାଇକମାଣ୍ଡଙ୍କୁ ରୋକଠୋକ ଶୁଣାଇଲେ ଲୋକସଭା ସାଂସଦ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, କଂଗ୍ରେସ ପାଇଁ ସଙ୍କଟ ସେହି ଅନୁପାତରେ ବଢ଼ିବାରେ ଲାଗିଛି । ନିକଟରେ କିଛି ବରିଷ୍ଠ ନେତା କଂଗ୍ରେସର ହାତ ଛାଡ଼ିଥିବା ବେଳେ ପୁଣି କିଛି ଛାଡ଼ିବା ନେଇ…

ସରୋଗେସି ନିୟମରେ ସଂଶୋଧନ; ଡୋନର ଗେମେଟ୍ ବ୍ୟବହାରକୁ ନେଇ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସରୋଗେସି ନିୟମ, ୨୦୨୨ରେ ସଂଶୋଧନ । ଏନେଇ ଆସିଲା ବିଜ୍ଞପ୍ତି. ରୋଗରେ ପୀଡ଼ିତ ଦମ୍ପତିଙ୍କ ଠାରୁ ଗେମେଟ୍ ଆସିବାର ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ ଯେ ସରୋଗେସି ନିୟମ (ସରୋଗେଟ୍ ଡିମାଣ୍ଡ…

(Video) ଏପରି କ’ଣ ଘଟିଲା ଯାହା ପାଇଁ ପ୍ରଧାନମନ୍ତ୍ରୀ କାରରୁ ବାହାରି ରାସ୍ତାରେ ଚାଲିବାକୁ ଲାଗିଲେ, ଜାଣନ୍ତୁ କାରଣ

ବାରଣାସୀ: କାଶୀକୁ କୋଟି କୋଟି ଟଙ୍କା ଉପହାର ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ପହଁଚିଛନ୍ତି । ବାରଣାସୀରେ ପହଁଚିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କର ଆକ୍ସନ ଦେଖିବାକୁ ମିଳିଛି । ସେ ବିଳମ୍ବିତ…

ଦୁର୍ଘଟଣାରେ ଆଖି ବୁଜିଲେ ୩୬ ବର୍ଷୀୟା ବିଧାୟିକା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ…

ସନ୍ଦେଶଖାଲିରେ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଗିରଫ

କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଗୁରୁବାର ସନ୍ଦେଶଖାଲିର ଏକ ଥାନା ସମ୍ମୁଖରେ ଧାରଣା ଦେବା ଅଭିଯୋଗରେ ପୋଲିସ ଗିରଫ କରିଛି। ଏହାପରେ ତାଙ୍କୁ ବୋଟ୍ ଯୋଗେ ଧାମଖାଲି ନିଆଯାଇଥିଲା। ଆଉ କିଛି…

ମନୋହର ଯୋଶୀଙ୍କ ପରଲୋକ, ହୃଦଘାତରେ ବୁଜିଲେ ଆଖି

ମୁମ୍ବାଇ: ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ ଘଟିଛି । ମନୋହର ଯୋଶୀଙ୍କ ଆଜି ଦ୍ୱିପ୍ରହର ୨ଟାରେ ଶବସତ୍କାର ହେବ । ଗତକାଲି ଖବର ଆସିଥିଲା ଯେ, ପୂର୍ବତନ ଲୋକସଭା ଅଧ୍ୟକ୍ଷ ମନୋହର ଯୋଶୀଙ୍କର…

IPL ଖେଳିବାକୁ ଯାଉଛନ୍ତି ପ୍ରଥମ ଆଦିବାସୀ କ୍ରିକେଟର ରବିନ ମିଞ୍ଜ: ଜାଣନ୍ତୁ, କେତେ ଟଙ୍କାରେ ସେ ହୋଇଥିଲେ ନିଲାମ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୪ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)। ଏଥିପାଇଁ ମ୍ୟାଚ୍ ସୂଚୀ ମଧ୍ୟ ଆଜି ପ୍ରକାଶ ପାଇଛି। ତେବେ ଖେଳାଯିବାକୁ ଥିବା ଏହି ଆଇପିଏଲରେ ପ୍ରଥମ ଥର…

ଏକ ଆଧୁନିକ ମିଡିଆ ପରିଦୃଶ୍ୟ ପାଇଁ ପରିବର୍ତ୍ତନକାରୀ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଜାଣନ୍ତୁ କ’ଣ ମିଳିବ…

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ୪ ଟି ରୂପାନ୍ତରଣକାରୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଯାହା ଭାରତର ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଖବରକାଗଜ ପ୍ରକାଶକ ଏବଂ…

ପୁଣି ବଢ଼ିଲା ବୁଲା କୁକୁରଙ୍କ ଆତଙ୍କ; ୭ ବର୍ଷର ନିରୀହ ଶିଶୁକୁ ଝୁଣିଝୁଣି ମାରିଦେଲେ

ମୁଜାଫରନଗର: ୟୁପିର ମୁଜାଫରନଗରରେ ଜଣେ ଶିଶୁର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯେଉଁଠି କିଛି ବୁଲା କୁକୁର ଜଣେ ୭ବର୍ଷର ନିରୀହ ଶିଶୁକୁ କାମୁଡ଼ି ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣାରେ ପ୍ରାଣ…