fbpx
Browsing Category

ଦେଶ

ମହାକାଶ ଆଧାରିତ ଅସ୍ତ୍ର ନିର୍ମାଣ କରୁଛି ରୁଷ, ଭୟଭୀତ ଆମେରିକା ପୁତିନଙ୍କୁ ବୁଝାଇବାକୁ ଭାରତକୁ କଲା ଅନୁରୋଧ

ନୂଆଦିଲ୍ଲୀ: ଭାରତ କେବଳ ଆର୍ଥିକ ମହାଶକ୍ତି ନୁହେଁ ବରଂ ସାମରିକ ସ୍ତରରେ ବି ବିଶ୍ୱରେ ନିଜର ଶକ୍ତି ବେଶ୍ ପ୍ରଦର୍ଶନ କରିପାରିଛି । ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ଭାରତର ପ୍ରଭାବ ବେଶ୍ ବୃଦ୍ଧି ପାଇଛି ।…

(Video) ୨-୩ ବର୍ଷ ଭିତରେ ମୋଦୀଙ୍କୁ ମାରି ଦିଆଯିବ… ଗଣମାଧ୍ୟମରେ ଖୋଲା ଧମକ ଦେଲେ ଶିଖ୍ ଯୁବକ

ନୂଆଦିଲ୍ଲୀ: ଆସନ୍ତା ୨-୩ ବର୍ଷ ମଧ୍ୟରେ ମୋଦୀଙ୍କୁ ମାରି ଦିଆଯିବ ବୋଲି ଦୃଢ ଭାବରେ କହିଛନ୍ତି ଏହି ଶିଖ୍ ଯୁବକ । ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ । ଏଥିରେ…

ହାତ ଛାଡ଼ି ପଦ୍ମ ଧରିବେ କମଲନାଥ ! ଏମିତି ହେଲେ ବିଜେପିକୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: କିଛି ମାସ ପରେ ଲୋକସଭା ନିର୍ବାଚନ । ଏନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ ମଧ୍ୟପ୍ରଦେଶର…

ଦୁଃଖ ଖବର; ଆରପାରିରେ ଜୈନ ଗୁରୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ: ବିଳମ୍ବିତ ରାତିରେ ଆଖି ବୁଜିଲେ ସନ୍ଥ ଶିରୋମଣୀ

ନୂଆଦିଲ୍ଲୀ: ଚଳିତ ଶତାବ୍ଦୀର ମହାନ ସାଧୁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜଙ୍କ ଦେହାନ୍ତ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଆଜିର ଦିନଟି ଜୈନ ସମ୍ପ୍ରଦାୟର…

ଗୁଗୁଲ୍ ର ବଡ କାର୍ଯ୍ୟାନୁଷ୍ଠାନ: ପ୍ଲେ ଷ୍ଟୋରରୁ ହଟାଇଲା ଏହି ୧୭ ଟି ଆପ୍, ତୁରନ୍ତ ଫୋନରୁ କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: ଯଦି ଆପଣଙ୍କର ଆଣ୍ଡ୍ରଏଡ୍ ଫୋନ୍ ଅଛି ତେବେ ସାବଧାନ ରୁହନ୍ତୁ । ନିକଟରେ ଗୁଗୁଲ ପ୍ଲେ ଷ୍ଟୋରରୁ ଲକ୍ଷ ଲକ୍ଷ ଡାଉନଲୋଡ୍ ହୋଇଥିବା ୧୭ ଟି SpyLoan ଆପ୍ ହଟାଇଛି । ସ୍ଲୋଭାକିଆ ସଫ୍ଟୱେର୍ କମ୍ପାନୀ ଇଏସଇଟିର…

PayTM ପେମେଣ୍ଟସ ବ୍ୟାଙ୍କରୁ କପିରି ଡିଲିଟ ହେବ FasTag Account? ଜାଣି ରଖନ୍ତୁ ପ୍ରସେସ୍

ଓଡ଼ିଶା ଭାସ୍କର: ଟୋଲ ପ୍ଲାଜାରେ ପୈଠ କରିବା ପାଇଁ ପେଟିଏମ ଫାଷ୍ଟାଗ୍ ସୁବିଧା ଖୁବ ସହାୟକ ହୋଇଥାଏ । କିନ୍ତୁ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଦ୍ୱାରା ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ବ୍ୟାନ୍ ଆଦେଶ…

ମାହାଲ ମାଣ୍ଡା ପରେ ସନ୍ନି ଲିଓନି… ପୋଲିସ ଭର୍ତ୍ତି ପରୀକ୍ଷା ଆଡମିଟ କାର୍ଡର ଫଟୋ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କନଷ୍ଟେବଳ ପାଇଁ ୬୦,୨୪୪ ପଦରେ ନିଯୁକ୍ତି ପାଇଁ ୨ ଦିନିଆ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୮ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥି ପରୀକ୍ଷା ଦେଉଛନ୍ତି । ଆଜି ପ୍ରଥମ ଦିନରେ ଅନେକ…

ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ କାଶୀରେ ପହଞ୍ଚିଲେ ରାହୁଲ ଗାନ୍ଧୀ, କଂଗ୍ରେସ କହିଲା- ଆମକୁ କ୍ୟାମେରା ନେବା ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳେ କାଶୀରେ ପହଞ୍ଚି ବାବା ବିଶ୍ୱନାଥଙ୍କର ଦର୍ଶନ କରିଛନ୍ତି । କଂଗ୍ରେସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି କଥାର ସୂଚନା ଦେଇଛନ୍ତି । ହେଲେ ଅଭିଯୋଗ ଲଗାଇଛନ୍ତି ଯେ,…

CAPF: କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଲୁହା ବାକ୍ସକୁ ବାଏ-ବାଏ, ଯବାନଙ୍କୁ ମିଳିବ ଟ୍ରଲି ଥିବା ମଡର୍ଣ୍ଣ ସୁଟକେସ୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସ ‘ସିଏପିଏଫ' ଅଧୀନରେ ଥିବା ଆସାମ ରାଇଫଲ୍ସ, ବିଏସଏଫ୍, ସିଆଇଏସଏଫ୍, ସିଆରପିଏଫ୍, ଆଇଟିବିପି, ଏନଏସଜି ଓ ଏସଏସବିର ସୈନିକମାନେ ବର୍ତ୍ତମାନ ଲୁହା ବାକ୍ସରୁ ଆରାମ ପାଇବେ ।…

ନିର୍ବାଚନ ପୂର୍ବରୁ ମହଙ୍ଗା ହେଲା ରଶୁଣ, ୫୫୦ ଉପରେ ପହଞ୍ଚିଲା ଦର

ନୂଆଦିଲ୍ଲୀ: ନିର୍ବାଚନର କିଛି ସମୟ ପୂର୍ବରୁ ରଶୁଣ ଦର ଲୋକମାନଙ୍କୁ କନ୍ଦାଉଛି । ରଶୁଣ ଦର ବଢିବାକୁ ନେଇ ଏକ ରେକର୍ଡ ସୃଷ୍ଟି କରିଛି । ପିଆଜ ଦର ରିଟେଲ ମାର୍କେଟରେ ୩୦ ୪୦ ଟଙ୍କା ଭିତରେ ଚାଲିଛି । ସେହିପରି ରଶୁଣ ଦର…