fbpx
Browsing Category

ଦେଶ

ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦୁର୍ଘଟଣା; ଧସିଲା ପେଣ୍ଡାଲ୍, ୮ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବଡ଼ ଆଘଟଣ। ଷ୍ଟାଡିୟମ ନିକଟରେ ଏକ ଟେଣ୍ଟ୍ ଭୁଶୁଡ଼ି ପଡ଼ିବାରୁ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ବର୍ତ୍ତମାନ ଅଗ୍ନିଶମ ବାହିନୀର ଦୁଇଟି…

ମୋବାଇଲ ମୋହରେ ୮୪% ଭାରତୀୟ; ନିଦରୁ ଉଠିବା ପରେ ଆଗ ଘାଣ୍ଟୁଛନ୍ତି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଆଜିର ଯୁଗରେ ସ୍ମାର୍ଟଫୋନ୍ ଅନେକାଂଶରେ ଏକ ଅତ୍ୟାବଶ୍ୟକ ଡିଭାଇସ୍ ରେ ପରିଣତ ହୋଇଛି। ଏହା ସାହାଯ୍ୟରେ ଅନଲାଇନ କ୍ଲାସ ସମେତ ଅନେକ ପ୍ରକାର କାମ ହୋଇପାରିବ । ତେବେ କେତେକ ରିପୋର୍ଟରେ ମୋବାଇଲ ଫୋନ୍ ନଷ୍ଟ…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କ ପରଲୋକ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଦେଶର ୧୫ଟି ରାଜ୍ୟର ୫୬ଟି ଆସନ ପାଇଁ ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେନେଇ ଓଡ଼ିଶା…

‘ମୁଁ ଏହି ଅପମାନ ସହ୍ୟ କରିବି ନାହିଁ…’, ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ନେଇ ଘୋଷଣା କଲେ JMM ବିଧାୟକ

ରାଞ୍ଚି: ଶୁକ୍ରବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସରକାରଙ୍କ କ୍ୟାବିନେଟ୍ ବିସ୍ତାର ହୋଇଥିଲା । ଏନେଇ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଥିଲା । ଏହି କ୍ୟାବିନେଟ୍ ବିସ୍ତାରେ ମୋଟ୍ ୮ ଜଣ ମନ୍ତ୍ରୀ ଶପଥ…

BIG BREAKING…୫ ଥର ମନା କରିବା ପରେ କୋର୍ଟ ସମନରେ ହାଜର ହେବେ କେଜ୍ରିୱାଲ

ନୂଆଦିଲ୍ଲୀ: କୋର୍ଟ ସମନରେ ହାଜର ହେବାକୁ ପ୍ରସ୍ତୁତ କେଜ୍ରିୱାଲ, ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବାନେଇ ରହିଛି ସୂଚନା । ପୂର୍ବରୁ ୫ ଥର ମନା କରିଥିଲେ । ଅରବିନ୍ଦ କେଜ୍ରିଓ୍ଵାଲ କୋର୍ଟଶୁଣାଣିରେ ଯୋଗ ଦେବେ। ଭିଡିଓ…

କୃଷକ ଆନ୍ଦୋଳନ ଭିତରେ ଶମ୍ଭୁ ସୀମାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ; ଦିନକ ପୂର୍ବରୁ ହୋଇଥିଲା ଚାଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଞ୍ଜାବ-ହରିୟାଣା ସୀମାରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଶମ୍ଭୁ ସୀମାରେ ମୁତୟନ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ପୋଲିସ କର୍ମଚାରୀ ଜଣକ ହେଉଛନ୍ତି ହରିୟାଣା ପୋଲିସ ସବ୍ ଇନ୍ସପେକ୍ଟର ହୀରାଲାଲ।…

ଭାରତ-ଇଂଲଣ୍ଡ ଟେଷ୍ଟ: ମ୍ୟାଚ୍ ମଝିରୁ ନାଁ ପ୍ରତ୍ୟାହାର କଲେ ଆର. ଅଶ୍ୱିନ, କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ରାଜକୋଟ ଟେଷ୍ଟରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ପରିବାରରେ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଅଶ୍ୱିନ ତୁରନ୍ତ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି।…

ବିଜେପିର ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ଦଳୀୟ ନେତାଙ୍କୁ ବିଜୟ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି(ବିଜେପି)ର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚଡ଼ାନ୍ତ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେପିର ବରିଷ୍ଠ…

ଆଜି ISRO ଲଞ୍ଚ୍ କରିବ INSAT-3DS; ସତିଶ ଧୱନ ସ୍ପେସ୍ ସେଣ୍ଟରରୁ ହେବ ଉତକ୍ଷେପଣ, ପାଣିପାଗ ବିଷୟରେ ଦେବ ସଠିକ୍ ସୂଚନା

ନୂଆଦିଲ୍ଲୀ: ପୁଣି ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO) । ISRO ଦେଶର ସବୁଠାରୁ ଆଧୁନିକ ପାଣିପାଗ ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି । ଆଜି ସନ୍ଧ୍ୟା ୫ଟା ୩୫ ମିନିଟରେ GSLV-F14 ରକେଟରୁ INSAT-3DS…

‘ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍’ ମାମଲାରେ ରାଗିଗଲେ ଅଶୋକ ଗେହଲଟ୍ କହିଲେ- ‘ବିଜେପିର ଇସାରାରେ…’

ଜୟପୁର: 'ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍' ମାମଲାରେ ରାଗିଗଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ସେ କେନ୍ଦ୍ର ସରକାର କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିବା ଅଭିଯୋଗ କରିଛନ୍ତି। ବିଜେପିର…