fbpx
Browsing Category

ଦେଶ

ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଏବେଠାରୁ ଏକ ବଡ଼ ରାଜନୈତିକ ମାହୋଲ ଦେଖିବାକୁ ମିଳିଛି । ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ଆଗାମୀ ନିର୍ବାଚନ ପାଇଁ ରଣନୀତି…

Amazon ର ୫କୋଟି ସେୟାର ବିକ୍ରି କରିବେ ଜେଫ ବେଜୋସ, ସମୁଦାୟ ଷ୍ଟକର ମୂଲ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆମାଜନର ସଂସ୍ଥାପକ ଜେଫ ବେଜୋସ ନିଜ କମ୍ପାନୀ ଆମାଜନର ବଡ ସେୟାର ବିକ୍ରି କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବେଜୋସ ଆଗାମୀ ୫୦ ମିଲିୟନ କମ୍ପାନୀ ସେୟାର ବିକ୍ରି କରିବାର ଯୋଜନା କରୁଛନ୍ତି…

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, IIM ସ୍ଥାୟୀ କ୍ୟାମ୍ପସର କଲେ ଲୋକାର୍ପଣ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସେଠାରେ IIMର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ…

(Video)ଭାରତ ରତ୍ନ ଘୋଷଣା ପରେ କିପରି ଥିଲା ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକ୍ରିୟା, ସାମ୍ନାକୁ ଆସିଲା ପ୍ରଥମ ଝଲକ

ନୂଆଦିଲ୍ଲୀ: ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନୀତ କରାଯିବ । କେନ୍ଦ୍ରର ମୋଦୀ ସରକାର ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ…

ବିଜେପି ବିଧାୟକଙ୍କ ଗୁଳିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହାସନଗରର ଏକ ପୋଲିସ ଷ୍ଟେସନରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ବିଜେପି ବିଧାୟକ ଗଣପତ ଗାଇକୱାଡଙ୍କ ବିରୋଧରେ।…

ମନୀଷ ସିସୋଦିଆଙ୍କୁ ପୁଣି ମିଳିଲାନି ଜାମିନ, ୧୭ ଫେବୃଆରୀ ପର୍ଯ୍ୟନ୍ତ ଜେଲରେ ରହିବେ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟ ଆଉ ଥରେ ଆଶ୍ୱସ୍ତି ଦେବାକୁ ପ୍ରତ୍ୟାଖାନ କରିଛନ୍ତି । ଅଦାଲତ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୧୭ ଫେବୃଆରୀ ପର୍ଯ୍ୟନ୍ତ…

ରାମଲାଲାଙ୍କ ଶୋଇବା ଲାଗି କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା, ଆମେରିକା ପଠାଇଲା ସୁନାରେ ତିଆରି ଏହିସବୁ ଦାମୀ ଉପହାର

ଭୋପାଳ: ରାମଲାଲାଙ୍କ ମନ୍ଦିର ନିର୍ମାଣ ହେବା ପରଠାରୁ ଦେଶ ବିଦେଶରୁ ବିଭିନ୍ନ ପ୍ରକାର ଦାନର ସୁଅ ଛୁଟିବାରେ ଲାଗିଛି । ସେହିପରି ପ୍ରଭୁ ଶ୍ରୀରାମଙ୍କ ଶୋଇବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି । ମଧ୍ୟପ୍ରଦେଶ ଭୋପାଳରୁ…

Paytm ସଂକଟକୁ ନେଇ ସାମ୍ନାକୁ ଆସିଲା ନିର୍ମଳା ସୀତାରମଣଙ୍କର ବିବୃତ୍ତି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ନେଇ ନିର୍ମଳା ସୀତାରମଣଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ତାଙ୍କ ସରକାର ଫିନଟେକକୁ ନେଇ ଉତ୍ସୁକ ଏବଂ…

ପୁନମ ପାଣ୍ଡେ ଲୋକଙ୍କ ଭାବନା ସହ ଖେଳୁଛନ୍ତି? ଏହା କେତେଦୂର ସତ, ଇନଷ୍ଟାଗ୍ରାମରେ କାହିଁକି ମୃତ୍ୟୁ ଖବର ପୋଷ୍ଟ କରାଯାଇଥିଲା

ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ମାତ୍ର ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ଅଭିନେତ୍ରୀ ପ୍ରାଣ ହରାଇଥିବା…

ଥାନାରେ ଶିବସେନା ନେତାଙ୍କ ଉପରକୁ ୧୦ ଗୁଳିମାଡ, ବିଜେପି ନେତା କହିଲେ ହଁ ମୁଁ ଗୁଳିମାରିଛି

ଠାଣେ: ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ଜମି ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପରିଚାଳିତ ଶିବସେନାର ଜଣେ ନେତାଙ୍କୁ ଗୁଳିମାଡ ହୋଇଛି । ଏହି ମାମଲାରେ ବିଜେପିର ଜଣେ ବିଧାୟକଙ୍କୁ ଗିରଫ…