fbpx
Browsing Category

ଦେଶ

କେଉଁ କ୍ଷେତ୍ରରୁ କେତେ ଆୟ କରୁଛନ୍ତି ମୋଦୀ ସରକାର? କେଉଁଠି ହେବ ଖର୍ଚ୍ଚ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ ହୋଇଯାଇଛି । ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀମ ବଜେଟ ଉପସ୍ଥାପନ କରିଥିବା ବେଳେ ଜୁଲାଇ ମାସରେ…

(Video) ଝାଡ଼ଖଣ୍ଡର ବିଧାୟକଙ୍କୁ ପଠାଯାଉଛି ହାଇଦ୍ରାବାଦ, ରାଞ୍ଚିରେ ସର୍କିଟ ହାଉସରୁ ବାହାରିଲା ବସ୍‌

ରାଞ୍ଚି: ଝାଡଖଣ୍ଡରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଚମ୍ପଇଙ୍କ ଶପଥ ଗ୍ରହଣ କରିବାର ସମୟ ଏପର୍ଯ୍ୟନ୍ତ ମିଳିନାହିଁ। କିଛି ସମୟ ପୂର୍ବରୁ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ପ୍ରସ୍ତାବିତ ଚମ୍ପଇ ସୋରେନ୍ ରାଜ…

୨୦୧୪ ପରେ ଭାରତକୁ ସ୍ୱାଧୀନତା ମିଳିଲା ବୋଲି ବିଜେପି ଭାବୁଛି; ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଏହି କାର୍ଯ୍ୟକାଳର ଶେଷ ଅନ୍ତରୀଣ ବଜେଟ ଉପରେ କଂଗ୍ରେସ ନେତା ତଥା ବିରୋଧୀ ଭାରତ ମେଣ୍ଟର ଆବାହକ ମଲ୍ଲିକାର୍ଜୁନ ଖଡଗେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। "ବିଜେପି ଅନୁଭବ କରୁଛନ୍ତି ଯେ…

(Video) ସାମ୍ନାକୁ ଆସିଲା ଜ୍ଞାନବ୍ୟାପୀ ‘ବ୍ୟାସ ତେହଖାନା’ର ପୂଜାର୍ଚ୍ଚନାର ଦୃଶ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀରେ ବ୍ୟାସଙ୍କର ତେହଖାନାରେ ପୂଜା-ଅର୍ଚ୍ଚନା ପରେ ସାଧାରଣ ଭାବେ ଶ୍ରଦ୍ଧାଳୁମାନେ ପୋଲିସ ଉପସ୍ଥିତିରେ ଦର୍ଶନ କରିଛନ୍ତି । ସେହିପରି ଏହି ମାମଲାକୁ ନେଇ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର…

ମୋଦି ସରକାରଙ୍କ ଅନ୍ତରୀଣ ବଜେଟ ଉପରେ କ’ଣ କହୁଛନ୍ତି ଅର୍ଥନୈତିକ ବ୍ୟାପାର ବିଶେଷଜ୍ଞ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ସରକାର ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୧% କୁ ହ୍ରାସ କରିବେ।…

ଲାକ୍ଷାଦ୍ୱୀପକୁୁ ନେଇ ମୋଦୀ ସରକାରଙ୍କ ବଜେଟ୍‌ରେ ବିଶେଷ ଘୋଷଣା, ମାଳଦ୍ୱୀପକୁ ଲାଗିବ ଝଟକା

ନୂଆଦିଲ୍ଲୀ: ମାଳଦ୍ୱୀପରେ ଜାରି ରାଜନୈତିକ ଝଡ ମଧ୍ୟରେ ଭାରତ ସରକାର ୨୦୨୪ ଅନ୍ତରୀଣ ବଜେଟ୍‌ରେ ଲାକ୍ଷାଦ୍ୱୀପକୁ ନେଇ ବଡ ଘୋଷଣା କରିଛନ୍ତି । ଗୁରୁବାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ଏହି ନମ୍ବରରୁ କଲ୍ ଆସୁଛି କି? ରିସିଭ କଲେ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ ପାଇଁ ବିରାଟ ସମସ୍ୟା ହୋଇ ଠିଆ ହୋଇଛି ସାଇବର କ୍ରାଇମ । ଫୋନ୍ କଲ୍, ଏସଏମଏସ କିମ୍ବା ଅନ୍ୟ କୌଣସି ଉପାୟରେ ଲୋକମାନଙ୍କୁ ଲୁଟିବା ପାଇଁ ଯୋଜନା ଜାରି ରହିଛି । ଏବେ ସେହିଭଳି କିଛି…

ଡିପଫେକ ମାମଲାକୁ ନେଇ ମୁହଁ ଖୋଲିଲେ ରଶ୍ମିକା, କହିଲେ ‘ମୋ କଲେଜରେ ଯଦି ଏପରି ହୋଇଥାଆନ୍ତା ତେବେ..’

ନୂଆଦିଲ୍ଲୀ: ଦୁଇ ମାସ ପୂର୍ବେ ନଭେମ୍ବରରେ ରଶ୍ମିକା ମନ୍ଦନାଙ୍କ ଲିଫ୍ଟରେ ପ୍ରବେଶ କରିବାର ଏକ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା। ଗତ ସପ୍ତାହରେ ଦିଲ୍ଲୀ ପୋଲିସ ଅଭିନେତ୍ରୀଙ୍କ ଡିପଫେକ ପଛରେ ମୁଖ୍ୟ ଅପରାଧୀଙ୍କୁ ଗିରଫ…

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜେଲ ଦଣ୍ଡାଦେଶ… ଜେଲରେ ରାତି କାଟିବେ ହେମନ୍ତ ସୋରେନ୍

ଓଡ଼ିଶା ଭାସ୍କର: ପଦରୁ ଇସ୍ତଫା ଦେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ(ପୂର୍ବତନ)ଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ତାଙ୍କ ଜେଲକୁ ପଠାଇଦେଇଛନ୍ତି ମାନ୍ୟବର କୋର୍ଟ…

୫ ବର୍ଷରେ ମିଳିବ ଆଉ ୨ କୋଟି ପକ୍କା ଘର: ବଜେଟ-୨୦୨୪ରେ ହେଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ-୨୦୨୪ରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଆଉ ୨ କୋଟି ପକ୍କା ଘର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।…