fbpx
Browsing Category

ଦେଶ

(Video) ଭକ୍ତଙ୍କ ଭାବରେ ମୁଗ୍ଧ ହେଲେ ‘ବାଲକ ରାମ’: ଶ୍ରୀମୁଖରେ ଫୁଟି ଉଠିଲା ମଧୁର ହସ

ଓଡ଼ିଶା ଭାସ୍କର: ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ସ୍ଥାପନା ହୋଇଛି ଭବ୍ୟ ରାମ ମନ୍ଦିର । ଅମୃତ ବେଳାରେ ରାଲଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେବା ପରେ ବର୍ତ୍ତମାନ ବାଲ୍ୟବିଗ୍ରହଙ୍କ…

AIIMS ପକ୍ଷରୁ ବଡ଼ ନିଷ୍ପତ୍ତି: ହସ୍ପିଟାଲରେ ଚଳିବନି କ୍ୟାଶ, କାର୍ଡରେ କରିବାକୁ ପଡ଼ିବ ସବୁ ପ୍ରକାର ପେମେଣ୍ଟ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ହସ୍ପିଟାଲରେ ଆଉ କ୍ୟାଶ ପେମେଣ୍ଟ ଚଳିବନି । କାର୍ଡ ମାଧ୍ୟମରେ ସମସ୍ତଙ୍କୁ ପେମେଣ୍ଟ କରିବାକୁ ପଡ଼ିବ…

ରାମଲଲାଙ୍କ ତୃତୀୟ ମୂର୍ତ୍ତି ସାମ୍ନାକୁ ଆସିଲା: ପୂର୍ବରୁ ଆସିଥିଲା ପ୍ରଥମ ଓ ଦ୍ୱିତୀୟ ପ୍ରତିମା

ନୂଆଦିଲ୍ଲୀ: ଯୁଗ ଯୁଗର ପ୍ରତୀକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ ତାରିଖରେ ସମାପ୍ତ ହୋଇଛି । ଏହି ଉତ୍ସବ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ…

(Video) କଳିଯୁଗରେ ରାମ-ହନୁମାନ ମହାମିଳନ: ପ୍ରଭଙ୍କୁ ଦର୍ଶନ ପାଇଁ ରାମ ମନ୍ଦିରରେ ପହଞ୍ଚିଲେ ଭକ୍ତ ହନୁମାନ

ଓଡ଼ିଶା ଭାସ୍କର: କୁହାଯାଏ ଯେଉଁଠି ପ୍ରଭୁ ଶ୍ରୀରାମ ଅଛନ୍ତି, ସେଇଠି ପରମ ଭକ୍ତ ହନୁମାନ ମଧ୍ୟ ପହଞ୍ଚିଯାଆନ୍ତି । ପ୍ରଭୁ ଶ୍ରୀରାମଙ୍କୁ ଛାଡ଼ି ଗୋଯିଏ ମୁହୂର୍ତ୍ତ ବି ରହି ପାନ୍ତି ନାହିଁ ବୀର ବଜରଙ୍ଗୀ । ତ୍ରେତୟା ଯୁଗର…

ଜ୍ଞାନବ୍ୟାପୀ ମସଜିଦ୍ ଉପରେ ASI ରିପୋର୍ଟ ହେବ ସାର୍ବଜନୀନ, କୋର୍ଟ

ବାରାଣସୀ: ବୁଧବାର ବାରାଣାସୀ ଜିଲ୍ଲା କୋର୍ଟ ଜ୍ଞାନବ୍ୟାପୀ ମସଜିଦ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । ଜ୍ଞାନବ୍ୟାପୀ କେସ୍‌ରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI)ର ବୈଜ୍ଞାନିକ ସର୍ଭେ…

ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ: ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଲାଗିଲା ଆଘାତ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଦେଶରେ ଏକ ବଡ଼ଧରଣର ରାଜନୈତିକ ମାହୋଲ ଦେଖିବାକୁ ମିଳିବାକୁ ମିଳିଛି । ସେନେଇ ପ୍ରମୁଖ ରାଜନୈତିକ ଦଳମାନେ ନିଜର ନିଜର ପ୍ରସ୍ତୁତି ପ୍ରକ୍ରିୟାରେ ବ୍ୟସ୍ତ ରହିଛନ୍ତି । ତେବେ…

ଅଯୋଧ୍ୟାରେ ରାମଲଲାଙ୍କ ୫ ବର୍ଷର ବାଳକ ମୂର୍ତ୍ତି କାହିଁକି ସ୍ଥାପନ କରାଗଲା? କ’ଣ ରହିଛି ଏହାର ତାତ୍ପର୍ଯ୍ୟ ଆସନ୍ତୁ ଜାଣିବା

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ଆଗମନ ହୋଇସାରିଛି । ଭବ୍ୟ ରାମ ମନ୍ଦିର ଓ କୌଶଲ୍ୟା ନନ୍ଦନଙ୍କ ମନମୋହକ ମୂର୍ତ୍ତି ଦେଖି ଭକ୍ତଗଣ ଭାବ ବିହ୍ୱର ହୋଇ ଉଠିଛନ୍ତି । ୫୦୦ ବର୍ଷର ଅପେକ୍ଷା ପରେ ଆଜି ପବିତ୍ର ନଗରୀ…

ମାତ୍ର ଏତିକି ଦିନ ପରେ ମିଳିବ ଶସ୍ତା ପେଟ୍ରୋଲ-ଡିଜେଲ! ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଆଗାମୀ ଦିନରେ ଜନସାଧାରଣଙ୍କୁ ମିଳିବାକୁ ଯାଉଛି ଏକ ବଡ଼ ଆଶ୍ୱସ୍ତି । ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିବ ବୋଲି କୁହାଯାଉଛି । ଯଦି ଏପରି ହୁଏ ତେବେ ପାଖାପାଖି ୨୧-୨୨…

ମଣିପୁର: ଆସାମ ରାଇଫଲ୍ସ ଯବାନଙ୍କ ଉପରକୁ ଗୁଳି ଚଳାଇଲେ ସାଥୀ ଯବାନ, ୬ ଆହତ

ନୂଆଦିଲ୍ଲୀ: ମଣିପୁରରେ ଆସାମ ରାଇଫଲ୍ସର ଜଣେ ଯବାନ ନିଜ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ୬ ଜଣ ଯବାନ ଆହତ ହୋଇଛନ୍ତି। ମଣିପୁର ପୋଲିସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରି କହିଛି ଯେ ଏହି…

‘ତୁମେ ମୋତେ ରକ୍ତ ଦିଅ ମୁଁ ତୁମ ଘରକୁ ବାରାତ ନେଇ ଯିବି’ କନ୍ୟା ଘର ଆଗରେ ବର ରଖିଲେ ଏପରି ଦାବୀ

ଔରଙ୍ଗାବାଦ: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦେଶକୁ ଗୋଲାମୀର ଜଂଜିରରୁ ମୁକ୍ତ କରିବା ଲାଗି ଏକ ସ୍ଲୋଗାନ ଦେଇଥିଲେ । ତାହା ଥିଲା, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ । ନେତାଜୀଙ୍କ ଏହି ଆହ୍ୱାନର…