fbpx
Browsing Category

ଦେଶ

ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉପାସରେ ପ୍ରଧାନମନ୍ତ୍ରୀ, କେବଳ ପିଉଛନ୍ତି ପଇଡ଼ ପାଣି

ଓଡ଼ିଶା ଭାସ୍କର: ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି। ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା…

ଓଡ଼ିଶାରେ ବି ଅଧା ଦିନ ଛୁଟି ପାଇଁ ମଞ୍ଜୁରୀ: ପ୍ରାଣ ପ୍ରତିଷ୍ଠାରେ ଖୋଲିବନି ଅଫିସ-ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅଫିସକୁ ଛୁଟି…

ଭୟଙ୍କର ବୋଟ୍ ଦୁର୍ଘଟଣା; ପାଣି ଭିତରେ ଓଲଟିଲା ଡଙ୍ଗା: ୧୪ ଜଣଙ୍କ ମୃତ୍ୟୁ

ଗୁଜୁରାଟ:ଏକାସାଙ୍ଗରେ ୧୪ ଜଣ ଜଣଙ୍କ ଜୀବନ ନେଇଛି ବଡୋଦରାର ହରଣୀ ଜଳାଶୟ । ଛାତ୍ରଛାତ୍ରୀଙ୍କୁ ନେଇ ନଦୀ ପାର୍ ହେବା ସମୟରେ ଗଭୀର ଜଳରେ ଡଙ୍ଗା ଓଲଟିବାରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ମୃତକଙ୍କ…

ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଉପରେ ଏପରି କହିଲେ ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ: 'ଭାରତ ଯୋଡୋ ନ୍ୟାୟ ଯାତ୍ରା' କାର୍ଯ୍ୟକ୍ରମ କରୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ବର୍ତ୍ତମାନ ଏହି ଯାତ୍ରା ଆସାମରେ ଚାଲୁଛି । ଗୁରୁବାର ଏହି ଗସ୍ତ ଅବସରରେ ରାହୁଲ ଗାନ୍ଧି କହିଛନ୍ତି, ଭାରତର…

(Video) ଟ୍ରେନରେ ଯାତ୍ରୀଙ୍କୁ ଟିଟିଇଙ୍କ ମାଡ଼ ମାରିବା ଭିଡିଓ ଭାଇରାଲ; ରେଳବାଇ ନେଲା ଏହି କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ ଯାତ୍ରୀଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଭାରତୀୟ ରେଳବାଇ ଜଣେ ଟିଟିଇଙ୍କୁ ନିଲମ୍ବିତ କରିଛି। ଏପରିକି ଏହି ଘଟଣାରେ ଖୋଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି…

ଐତିହାସିକ ମୁହୂର୍ତ୍ତ: ଗର୍ଭ ଗୃହରେ ପହଞ୍ଚିଲେ ପ୍ରଭୁ ରାମଲଲା

ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ…

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଆସନ୍ତା ଫେବୃୟାରୀ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହିତ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ମତ ବିନିମୟ କରିଛନ୍ତି । ବିଭିନ୍ନ ଯୋଜନାର ହିତାଧିକାରୀମାନେ…

ଏହି ଜିନିଷ ବିନା ମିଳିବନି Antibiotics: ଡାକ୍ତରଙ୍କ ପାଇଁ ସରକାରଙ୍କ କଡ଼ା ନିୟମ

ନୂଆଦିଲ୍ଲୀ: ଦେଶରେ ଆଣ୍ଟିବାୟୋଟିକ୍ସ ଔଷଧ ଗୁଡ଼ିକର ଦୁରୂପୋଯୋଗ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଡାକ୍ତରମାନଙ୍କୁ କଡ଼ା ନିୟମ ଶୁଣାଇଛନ୍ତି କେନ୍ଦ୍ର…

Breaking: କୋଚିଂ ସେଣ୍ଟର ଲାଗି କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌, ୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା

ନୂଆଦିଲ୍ଲୀ: କୋଚିଂ ସେଣ୍ଟର ଲାଗି ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର । ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଏବେ କୋଚିଂ ସେଣ୍ଟର ମନା । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସର୍ବନିମ୍ନ ମାନ ପାଇଁ ଏପରି ଗାଇଡଲାଇନ୍ ଆଣିିଲେ…

ଜାନୁଆରି ୧୮-୧୯ ଦୁଇ ଦିନ ବିଦ୍ୟୁତ୍ ବିଚ୍ଛିନ୍ନ ହେବ ବେଙ୍ଗାଲୁରୁ ସହର

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜାନୁଆରି ୧୮ ଓ ୧୯ ଦୁଇ ଦିନ ପାଓ୍ଵାର କଟ୍ ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋର ବିଦ୍ୟୁତ ଯୋଗାଣ କମ୍ପାନୀ (ବେସ୍କମ୍) ଅନେକ ରକ୍ଷଣାବେକ୍ଷଣ…