fbpx
Browsing Category

ଦେଶ

ଏହି ଦିନଠାରୁ ଆରମ୍ଭ ହେବ GPS ଦ୍ୱାରା ଟୋଲ କଲେକ୍ସନ, ବଦଳିଯିବ ନିୟମ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ଖୁବ ଶିଘ୍ର ଟୋଲ କଲେକ୍ସନର ପଦ୍ଧତି ବଦଳିବାକୁ ଯାଉଛି । ଏବେଠାରୁ ଫାଷ୍ଟଟ୍ୟାଗ ପାଇଁ ଆପଣଙ୍କ ଗାଡ଼ିରୁ ଜିପିଏସ ମାଧ୍ୟମରେ ଟୋଲ କଟିଯିବ ଏବଂ ଗାଡ଼ିଗୁଡ଼ିକ ଅଟକି ନପାରି ଉଚ୍ଚ ବେଗରେ ସେମାନଙ୍କର…

ରାମଲଲା କେଉଁ ପୋଷାକ ପିନ୍ଧି ଗର୍ଭଗୃହରେ ବିରାଜମାନ କରିବେ ?

ଲକ୍ଷ୍ନୌ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସମସ୍ତେ ଉତ୍ସାହିତ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । କେବଳ ଦେଶ…

ଆଜି BSP ସୁପ୍ରିମୋ ମାୟାବତୀଙ୍କ ୬୮ତମ ଜନ୍ମଦିନ, ଫୋନ୍ କରି ଶୁଭେଚ୍ଛା ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଆଜି ବହୁଜନ ସମାଜ ପାର୍ଟି(BSP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ୬୮ତମ ଜନ୍ମଦିନ । ଏହି ଶୁଭ ଅବସରରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତାମାନେ…

ଆଉ ୫ ଦିନ ରହିବ ଘନ କୁହୁଡ଼ି, ଜାଣନ୍ତୁ ଆଉ କ’ଣ କହିଲେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ: ଆଉ ୪ ରୁ ୫ ଦିନ ପର୍ଯ୍ୟନ୍ତ ଘନ କୁହୁଡି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମଗ୍ର ଉତ୍ତର ଭାରତରେ ଏପରି ପାଗ ନେଇ ଆଇଏମଡି ଆକଳନ କରିଛନ୍ତି । ଦିଲ୍ଲୀ ଓ କୋଲକାତା…

ପୁଣି ବଡ଼ଧରଣର ଦୁର୍ଘଟଣା: ଦୁଇ ବସ୍ ଧକ୍କାରେ ୪୦ ଯାତ୍ରୀ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେରେ ଏକ ବଡଧରଣର ଦୁର୍ଘଟଣା ହେବା ଖବର ସାମ୍ନାକୁ ଆସିଛି। ରାତି ପ୍ରାୟ ୩ ଟା ସମୟରେ ଯମୁନା ଏକ୍ସପ୍ରେସୱେରେ ଦୁଇଟି ବସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ…

(Video) ଆଜି ସାରା ଦେଶ ପାଳନ କରୁଛି ମକର ସଂକ୍ରାନ୍ତି, କାଠୁଆ ଶୀତରେ ଗଙ୍ଗାରେ ବୁଡ଼ ପକାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ହରିଦ୍ୱାର: ସୂର୍ଯ୍ୟଙ୍କ ଉତ୍ତରାୟଣ ପର୍ବ ଅର୍ଥାତ୍ ମାକର ସଂକ୍ରାନ୍ତି ଦେଶରେ ବହୁ ଆଡମ୍ବର ସହ ପାଳନ କରାଯାଉଛି। ପ୍ରବଳ ଥଣ୍ଡା ସମୟରେ ମଧ୍ୟ ଭକ୍ତମାନେ ଦେଶର ପବିତ୍ର ଗଙ୍ଗା ନଦୀରେ ସ୍ନାନ କରୁଛନ୍ତି। ଏହି ସମୟରେ,…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଗାଡ଼ି ମୁହାଁମୁହିଁ ଧକ୍କାରେ ୬ ଜଣଙ୍କ ମୃତ୍ୟୁ, ୫ ଆହତ

ଜୟପୁର: ଦେଶରେ ତଥା ରାଜ୍ୟରେ ପ୍ରତିଦିନ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଥିବା ବେଳେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନ ସିକରରେ ୨ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୬ଜଣଙ୍କ…

ବଡ଼ ଦୁଃଖ ଖବର: ପ୍ରସିଦ୍ଧ କବି ମୁନୱର ରାଣାଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ପ୍ରସିଦ୍ଧ କବି ମୁନୱର ରାଣାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । ମୁନୱରଙ୍କ ମୃତ୍ୟୁ ଖବର ପାଇ ବହୁ…

ଭାରତରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଗାଡ଼ିର ନମ୍ବର ପ୍ଲେଟ ଅଲଗା କାହିଁକି?

ନୂଆଦିଲ୍ଲୀ: ଆପଣମାନେ ରାସ୍ତାଘାଟରେ ଚାଲୁଥିବା ଗାଡ଼ିରେ କଳା, ହଳଦିଆ, ନୀଳ, ସବୁଜ ଆଦି ବିଭିନ୍ନ ରଙ୍ଗର ନମ୍ବର ପ୍ଲେଟ୍ ଦେଖିଥିବେ । ସାଧାରଣ ନାଗରିକ, ଯବାନଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ…

ଜନତାଙ୍କୁ ମିଳିବ ଦୁଇଟି ବଡ଼ ଉପହାର: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କରିବେ ଦୁଇଟି ବଡ଼ ଘୋଷଣା, ବକେୟା DA ଉପରେ କରାଯିବ ବିଚାର!

ନୂଆଦିଲ୍ଲୀ: ନୂଆ ବର୍ଷରେ ମୋଦୀ ସରକାର କର୍ମଚାରୀଙ୍କୁ ଦୁଇଟି ବଡ଼ ଫାଇଦା ଦେଇପାରନ୍ତି । ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି । ପ୍ରତିବର୍ଷ କେନ୍ଦ୍ର ସରକାର…