Browsing Category

ଦେଶ

ଦିଲ୍ଲୀ ମଦ ଘୋଟାଲାରେ କେଜରିୱାଲଙ୍କୁ ମିଳିଛି ଜାମିନ, ପୂର୍ବରୁ ଅନେକ ମଧ୍ୟ ପାଇଛନ୍ତି ବେଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଗିରଫ କରିବାକୁ ନେଇ ଦ୍ୱିମତ ପ୍ରକାଶ ପାଇଛି । କେଜରିୱାଲଙ୍କୁ ଆଜି ସୁପ୍ରିମ କୋର୍ଟ ସିବିଆଇ…

(Video):ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନବଦୀପଙ୍କ ଠାରୁ ପିନ୍ଧିଲେ ଟୋପି, ହସି ହସି ଅଟୋଗ୍ରାଫ୍ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ ପାରାଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ କରିଥିବା କ୍ରୀଡ଼ାବିତଙ୍କ ସହ ସାକ୍ଷାତ କରିଥିଲେ । ଏହି ବିଶେଷ ଅବସରରେ ସମସ୍ତ ଖେଳାଳିଙ୍କୁ ଐତିହାସିକ…

ଜେଲରୁ ବାହାରିବା ପରେ ବି ଏହି କାମ କରିପାରିବେନି ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କୋର୍ଟଙ୍କ ସର୍ତ୍ତ

ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ସହ ଜଡିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଉଜ୍ୱଳ…

ଏଣିକି ବୈଜ୍ଞାନିକ ସୁଇଜ ଚିପି ବର୍ଷାକୁ କରିବେ ନିୟନ୍ତ୍ରଣ

ନୂଆଦିଲ୍ଲୀ: ବର୍ଷା ପାଇଁ ସବୁ ସମୟରେ ଆମ ଦେଶ ବିଭିନ୍ନ ସମସ୍ୟା ଭୋଗୁଛି । କେତେବେଳେ ଅତି ବର୍ଷା ପାଇଁ ତ ପୁଣି ବର୍ଷା ନ ହେବାରୁ ବହୁ ଧନ ଜୀବନ ନଷ୍ଟ ହେଉଛି । ତେବେ ଆମ ପାଣିପାଗ ବୈଜ୍ଞାନିକ ଏହି ସମସ୍ୟାରୁ ମୁକ୍ତି…

ରେଳବାଇରେ ନିଯୁକ୍ତି ମେଳା, କେଉଁ ବର୍ଗ ପାଇବେ କି ପ୍ରକାର ରିହାତି?

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ ଭାରତୀୟ ରେଳବାଇ ଆଣୁଛି ବିପୁଳ ସୁଯୋଗ । ୧୧,୫୫୮ ପଦ ପାଇଁ ବାହାରିଲା ବିଜ୍ଞାପନ । ସେପ୍ଟେମ୍ବର ୧୪ରୁ ଆବେଦନ ଆରମ୍ଭ ହେବାକୁ ଯାଉଛି । ତେଣୁ ରେଳବାଇରେ ନିଯୁକ୍ତି ପାଇଁ ଆଶାୟୀମାନେ…

୪ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା- ରୂପା ଅଳଙ୍କାର, ୧୦ଟି FD…., ଜାଣନ୍ତୁ କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ କେତେ ସମ୍ପତ୍ତିର…

ନୂଆଦିଲ୍ଲୀ: ହରିୟାଣାର ଦୁଇ ଥର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ ହୁଡା ବୁଧବାର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ସେ ତାଙ୍କ ମୋଟ୍ ସମ୍ପତ୍ତିର…

କେଜରିୱାଲଙ୍କୁ ସୁପ୍ରିମ କୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଳିଛି ଆଶ୍ୱସ୍ତି । ସୁପ୍ରିମ କୋର୍ଟ ଅରବିନ୍ଦଙ୍କୁ ଦେଇଛନ୍ତି ଜାମିନ । କିନ୍ତୁ ଏହି ଜାମିନ ସର୍ତ୍ତମୂଳକ ରହିଛି । ଜଷ୍ଟିସ ଉଜ୍ଜଳ…

ମେଟ୍ରୋ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ମେଟ୍ରୋ କାର୍ଡ଼ ପରିବର୍ତ୍ତେ QR ଟିକେଟରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌(DMRC) ଯାତ୍ରୀଙ୍କ ପାଇଁ ନୂତନ ଟିକଟ ସେବା ଆରମ୍ଭ କରିଛି । ଗୁରବାର DMRC  ‘ମଲ୍ଟିପଲ ଜର୍ଣ୍ଣି QR ଟିକେଟ୍‌’(MJQRT)…

୨୦୩୦ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ସୃଷ୍ଟି ହେବ ୨୮ ଲକ୍ଷ ନିଯୁକ୍ତି, ଏବେଠାରୁ ନିଜ ପିଲାଙ୍କୁ କରନ୍ତୁ ପ୍ରସ୍ତୁତ

ନୂଆଦିଲ୍ଲୀ: ନୂଆ ରିପୋର୍ଟ ଅନୁସାରେ, ବିଶ୍ୱର ଜିସିସି ରାଜଧାନୀ କୁହାଯାଉଥିବା ଭାରତ ପାଖରେ ୧୭ ପ୍ରତିଶତ ବିଶ୍ୱର ପ୍ରଯୁକ୍ତିବିଦ୍ୟା କ୍ଷମତା କେନ୍ଦ୍ରର ସବୁଠାରୁ ବଡ଼ ଆଧାର ରହିଛି, ଯାହା ବର୍ତ୍ତମାନ ୧.୯ ମିଲିୟନ(୧୯…

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିବ କି ଜାମିନ? ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିବିଆଇ ମାମଲାରେ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଅର୍ଥାତ ଆଜି ଶୁଣାଣି କରିବେ। ଏହା ବ୍ୟତୀତ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ…