CHARIDHAM
Browsing Category

ଦେଶ

SSC MTS Exam : ନଭେମ୍ବର ୧୪ରେ ହୋଇଥିବା ୩ଟି ଶିଫ୍ଟର ପରୀକ୍ଷା ବାତିଲ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏଏସଏସସି) ମଲ୍ଟି ଟାସ୍କିଂ (ଏମଟିଏସ) ପରୀକ୍ଷାକୁ ନେଇ ନେଇ ଆସିଛି ଏକ ବଡ଼ ଖବର । ନଭେମ୍ବର ୧୪ ତାରିଖରେ ହୋଇଥିବା ଏସଏସସି ଏମଟିଏସ ପରୀକ୍ଷାର ୩ଟି ଶିଫ୍ଟର ପରୀକ୍ଷାକୁ ବାତିଲ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ

ମୁମ୍ୱାଇ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଶୁକ୍ରବାର ସନ୍ଧ୍ୟାରେ ଖେଳାଯାଉଛି । ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଦିଲ୍ଲୀ ପ୍ରଦୂଷଣ; ବଦଳିଲା ସରକାରୀ କାର୍ଯ୍ୟାଳୟ ସମୟ, ସ୍କୁଲରେ ହେବ ଅନଲାଇନ୍ କ୍ଲାସ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣର ସ୍ତର, ଏହି କାରଣକୁ ଦୃଷ୍ଟିରେ ରଖି ଏଣିକି ବିଦ୍ୟାଳୟଗୁଡ଼ିକରେ ହେବ ଅନଲାଇନ୍ କ୍ଲାସ । ଏପରିକି ସରକାରୀ କାର୍ଯ୍ୟାଳୟର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି । ଦିଲ୍ଲୀ…

୨୦୨୪ର ଶେଷ ସୁପରମୁନ; ଜାଣନ୍ତୁ ଭାରତରେ କେତେବେଳେ ଦେଖାଯିବ ‘ସେଭେନ ସିଷ୍ଟର୍ସ’ ତାରାଙ୍କ ଗୋଷ୍ଠୀର ଅଦ୍ଭୁତ ଦୃଶ୍ୟ

ଓଡ଼ିଶା ଭାସ୍କର: ଆଜି ରାତି ଅର୍ଥାତ ୧୫ ନଭେମ୍ବର ୨୦୨୪ରେ ବର୍ଷର ଶେଷ ସୁପରମୁନ ଦେଖାଯିବ। ଯାହାକି ରାତିର ଆକାଶକୁ ଅଦ୍ଭୁତ ଚମକରେ ଭରିଦେବ। କେବଳ ସୁପରମୁନ ନୁହେଁ ବରଂ ‘ସେଭେନ ସିଷ୍ଟର୍ସ’ ତାରାଙ୍କ ଗୋଷ୍ଠୀ ଯାହାକୁ…

ସରକାରୀ କାର୍ଯ୍ୟାଳୟର ସମୟରେ ହେବ ପରିବର୍ତ୍ତନ, ଟ୍ରାଫିକ୍ ଜାମରୁ ମୁକ୍ତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ସ୍ତର ସାଧାରଣ ଜନତାଙ୍କ ପାଇଁ ସମସ୍ୟା ପାଲଟିଛି । ଏଥିମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଏବଂ ଟ୍ରାଫିକ୍ ଜାମରୁ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆତିଶୀ…

ଉଚ୍ଚଶିକ୍ଷା ପାଇଁ ଯୋଜନା କରୁଛନ୍ତି, ଋଣ ପାଇଁ ଚିନ୍ତା, ତେବେ ଜାଣନ୍ତୁ ପିଏମ ବିଦ୍ୟାଲକ୍ଷ୍ମୀ ଓ ଶିକ୍ଷା ଋଣରେ ଥିବା ପ୍ରଭେଦ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଦ୍ୟାଲକ୍ଷ୍ମୀ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଅବସର ନେଇ ଆସିଛି । ଏହି ଯୋଜନା ବିଶେଷ ରୂପେ ସେହି ବିଦ୍ୟାର୍ଥୀମାନଙ୍କୁ ଧ୍ୟାନରେ…

ବେକାର ଯୁବକଙ୍କୁ ଫସାଉଛନ୍ତି ସ୍କାମର, ‘ପ୍ରେଗନାନ୍ସି ଜବ୍‌’ରୁ ପୁରସ୍କାର ଲୋଭ ଦେଖାଇ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଯୁଗ । ଦିନକୁ ଦିନ ସାଇବର ଠକେଇ ଭଳି ମାମଲା ସାଧାରଣ ଜନତାଙ୍କ ସହ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ପୋଲିସକୁ ଚକମା ଦେବା ପାଇଁ ସାଇବର ଠକ ମଧ୍ୟ ନୂଆ ନୂଆ ଉପାୟରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନରେ ବୈଷୟିକ ତ୍ରୁଟି; ଦେଓଘର ବିମାନବନ୍ଦରରେ ହେଲା ପାର୍କିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନରେ ବୈଷୟିକ ସମସ୍ୟା ଦେଖାଦେଇଛି । ଫଳରେ ବୈଷୟିକ କର୍ମଚାରୀସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିମାନ ଦେଓଘର ବିମାନବନ୍ଦରରେ ପାର୍କିଂ…

ଝାଡ଼ଖଣ୍ଡରେ ଅଟକାଇଲେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର, ATCରୁ ମିଳିଲାନି ଉଡ଼ାଣ ପାଇଁ ଅନୁମତି

ନୂଆଦିଲ୍ଲୀ: ଶୁକ୍ରବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଅଟକାଇ ଦିଆଯାଇଥିଲା । କୁହାଯାଉଛି କି କ୍ଲିୟରାନ୍ସ ନ…

ମାତ୍ର ଦଶ ଦିନରେ ୫ ହଜାର ଶସ୍ତା ହେଲା ସୁନା ମୂଲ୍ୟ, ୧୦ ହଜାରରୁ ଅଧିକ ହ୍ରାସ ପାଇଲା ରୂପା ଦର, ଜାଣନ୍ତୁ କାହିଁକି ହେଲା ଏପରି

ନୂଆଦିଲ୍ଲୀ: ସୁନା ଏବଂ ରୂପା ଦର ଧନତେରସ ଏବଂ ଦୀପାବଳି ପର୍ଯ୍ୟନ୍ତ ହାଇ ରେଟରେ ପହଞ୍ଚି ରେକର୍ଡ ଭାଙ୍ଗିଥିଲା, ସେହିପରି ଗତ ୧୦ ଦିନରେ ଏହି ଦୁଇଟି ମୂଲ୍ୟବାନ ମେଟାଲ୍ସର ରେଟ ଲଗାତାର ଶସ୍ତା ହୋଇଯାଇଛି । ଆଶ୍ଚର୍ଯ୍ୟକର…