CHARIDHAM
Browsing Category

ଦେଶ

ପଶ୍ଚିମବଙ୍ଗ ଉପନିର୍ବାଚନ: BJP କହିଲା ‘ଏଠି TMC ସ୍ଥିର କରେ କିଏ ଭୋଟ୍ ଦେବ, କିଏ ଦେବନି’

କୋଲକାତା: ପଶ୍ଚିମବଙ୍ଗର ୬ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗରେ ବିଜେପି ନେତା ଦିଲ୍ଲୀପ ଘୋଷ ରାଜ୍ୟର ଶାସକ ଦଳ ଟିଏମସି ବିରୋଧରେ ଗୁରୁତର…

ଧିକ ବାପା! ସାବତ ପିତାର ଜଘନ୍ୟ କାଣ୍ଡ, ପାଇଖାନା ଘରେ 3ଦିନ ବନ୍ଦ ରଖି ପିଟିଲା

ନୂଆଦିଲ୍ଲୀ: କୁହାଯାଏ ବାପାଥିଲେ ଛୁଆକୁ ଡକିବାର ଆବଶ୍ୟକତା ନଥାଏ । କିନ୍ତୁ ସେହି ବାପା ଯେତେବେଳେ ପିଶାଚ ସାଜେ ସେତେବେଳେ କେବଳ ଭାଗ୍ୟକୁ ଦୋଷ ଦିଆଯାଇଥାଏ । ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ…

ପେନସନ-ଗ୍ରାଚ୍ୟୁଇଟି ନେଇ କେନ୍ଦ୍ରର ନୂଆ ଗାଇଡଲାଇନ: ଅବସର ପୂର୍ବରୁ ଦିଆଯିବ PPO

ନୂଆଦିଲ୍ଲୀ: ଅବସର ପାଖେଇ ଆସୁଥିବା ସରକାରୀ କର୍ମଚାରୀମାନେ ଯେପରି ବିନା ବିଳମ୍ବରେ ପେନ୍ ସନ୍ ଓ ଗ୍ରାଚ୍ୟୁଇଟି ପାଇବେ ସେଥିପାଇଁ ପେନ୍ ସନ୍ ଓ ପେନସନ୍ଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲ୍ୟୁ) ଗୁରୁତ୍ୱପୂର୍ଣ୍ଣ…

(Video) ପରସ୍ପରର ମୁଣ୍ଡ ଫଟାଇବାରେ ଲାଗିଲେ ମହିଳା: ପାଣି ପାଇଁ ଏପରି ଝଗଡା, ଜୀବନରେ କେବେ ବି ଦେଖିନଥିବେ ଆପଣ

ନୂଆଦିଲ୍ଲୀ: ଗାଁମାନଙ୍କରେ ଦୁଇ ମହିଳାଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଲାଗିଥାଏ ଏବଂ ପରେ ଏହି ମାମଲା ଝଗଡା ପର୍ଯ୍ୟନ୍ତ ପହଞ୍ଚେ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏଥିରେ ଦୁଇଜଣ…

ନାମୋ ଡ୍ରୋନ୍ ଦିଦି ଯୋଜନା ପାଇଁ ଗାଇଡଲାଇନ ଜାରି, ଜାଣନ୍ତୁ କ’ଣ ଖାସ ଏବଂ କିପରି ଆପଣ ଏହାର ଫାଇଦା ଉଠାଇ ପାରିବେ ?

ନୂଆଦିଲ୍ଲୀ : ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା 'ନମୋ ଡ୍ରୋନ୍ ଦିଦି' କୁ ସରକାର ଅନୁମୋଦନ ଦେଇଛନ୍ତି। ଏହି…

ଭଲ ଖବର; ଦେଶୀ କୁକୁଡ଼ା ଚାଷରୁ କୋଟିପତି, କେବଳ ଅଣ୍ଡା ବିକ୍ରି କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: କୁକୁଡ଼ା ଫାର୍ମ କହିଲେ କିଛି ବ୍ରଏଲର କୁକୁଡ଼ା ଫାର୍ମକୁ ବୁଝାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶୀ କୁକୁଡ଼ା ଅଣ୍ଡା ବ୍ୟବସାୟ କରି କୋଟି କୋଟି ଟଙ୍କା ରୋଜଗାର କରି ହେବ। ଆପଣ ଭାବୁଥିବେ ଦେଶୀ ଅଣ୍ଡାରୁ ଏହା…

(Video) ମହିଳାଙ୍କୁ ପଛରୁ ଧକ୍କା ଦେଇ ଖୁଣ୍ଟରେ ପିଟିହେଲା କାର୍, ଦେଖନ୍ତୁ LIVE ଭିଡିଓ

ନୂଆଦିଲ୍ଲୀ: ମୃତ୍ୟୁ କେବେ ଏବଂ କିପରି ଆସିବ ତାହା କେବେ କାହାକୁ ଜଣାନଥାଏ । ଏଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଛି ଗ୍ରେଟର ନୋଏଡାରୁ । ତେବେ ମତ୍ୟୁ ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । କାର୍…

ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ବୋମା ଆତଙ୍କ! ଷ୍ଟେସନରେ ଅଟକିଲା ଟ୍ରେନ୍

ନୂଆଦିଲ୍ଲୀ: ଗତ କିଛିଦିନ ହେବ ବିମାନରେ ବୋମା ଖବର ଚର୍ଚ୍ଚାରେ ରହି ଆସିଛି । ବର୍ତ୍ତମାନ ବିମାନ ପରେ ଟ୍ରେନରେ ବୋମା ନେଇ ଆତଙ୍କ ଦେଖାଯାଇଛି । ଶୁକ୍ରବାର ଦିନ, ବିହାରର ଦାରଭଙ୍ଗା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ…

ଭାରତୀୟ ପ୍ରଶଂସକଙ୍କୁ ଆକୃଷ୍ଟ କରିବା ପାଇଁ PCB ଆପଣାଇଲା ନୂଆ କୌଶଳ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମୋହସିନ ରଜା ନକଭି ମଧ୍ୟ ପାକିସ୍ତାନ ସରକାରରେ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଅତୀତରେ ପିସିବି ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଆଇସିସି…

(Video) ଦୀପାବଳିର ବାଣରେ ଧୂଆଁମୟ ହେଲା ରାଜଧାନୀର ଆକାଶ: ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଜନସାଧାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଥିବା ବେଳେ ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ । ଅକ୍ଟୋବର ୩୧ରେ…