Browsing Category
ଦେଶ
ଋଣ ସୁଧ ହାର ବୃଦ୍ଧି: ଅଗଷ୍ଟ ଆରମ୍ଭରେ ଝଟ୍କା ଦେଲା ଏହି ସରକାରୀ ବ୍ୟାଙ୍କ, ଜାଣନ୍ତୁ କେତେ ଦେବାକୁ ପଡ଼ିବ EMI
ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଗଷ୍ଟ ପହିଲାରେ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେସ୍ଡ ଲେଣ୍ଡିଂ ରେଟ୍ (ଏମ୍ସିଏଲ୍ଆର୍)କୁ ୫ ବେସିସ୍ ପଏଣ୍ଟ୍ ଅର୍ଥାତ୍ ୦.୦୫…
LPG Price: କେନ୍ଦ୍ର ପରେ ଏବେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଗିଫ୍ଟ,ଚଳିତବର୍ଷ ୩ ଥର ମାଗଣାରେ ମିଳିବ ଏଲପିଜି ସିଲିଣ୍ଡର
ଓଡିଶା ଭାସ୍କର: କେନ୍ଦ୍ରସରକାର ଦେଶର ମହିଳାଙ୍କୁ ସଶକ୍ତ ବନାଇବା ପାଇଁ ବହୁ ଯୋଜନା ନେଇ ଆସନ୍ତି । ଏଭଳି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ଏହି ଯୋଜନା ଅଧିନରେ ବର୍ଷକୁ ମହିଳାଙ୍କ ପାଇଁ କେନ୍ଦ୍ର…
କୋଟା ପାଇଁ ଅନୁସୂଚିତ ଜାତି, ଜନଜାତିର ଉପବର୍ଗୀକରଣ କ’ଣ? କାହିଁକି ଏହାର ପୁନର୍ବିଚାର କରିଛନ୍ତି ସୁପ୍ରିମ୍ କୋର୍ଟ?
ନୂଆଦିଲ୍ଲୀ: ସଂରକ୍ଷଣ ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ଉପବର୍ଗୀକରଣ ହୋଇପାରିବ ନାହିଁ ବୋଲି କହି ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ରାଜ୍ୟ ମାମଲାରେ ୨୦୦୪ରେ ଦିଆଯାଇଥିବା ରାୟକୁ ସୁପ୍ରିମ୍ କୋର୍ଟ ଗୁରୁବାର…
Paris Olympics: ସ୍ୱିପ୍ନିଲ ଜିତିଲେ କାଂସ୍ୟ, ଲାଇଭ ଟିଭିରେ କାନ୍ଦିଲେ ଭାରତର ଶେଫ ଡେ ମିଶନ ଗଗନ ନାରଙ୍ଗ, ପଢନ୍ତୁ ଏ ରିପୋର୍ଟ
ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଭାରତର ମୁଖ୍ୟ ମିଶନ ଗଗନ ନାରଙ୍ଗ ସ୍ୱପ୍ନିଲଙ୍କ କାଂସ୍ୟ ବିଜୟ ପରେ ଲାଇଭ ଟିଭିରେ କାନ୍ଧିଛନ୍ତି । କହିରଖୁ, ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନରେ ସ୍ୱିପ୍ନିଲ କୁସାଲେ…
(Video): Taapsee Pannu Birth day Special: ସରଦାନୀଙ୍କ ଦିଲ୍ଲୀ କନେକ୍ସନ, ଛୋଲେ ଭଟୁରେ ଖାଇବାଠୁ ମେଟ୍ରୋଯାତ୍ରା ପର୍ଯ୍ୟନ୍ତ….
ଓଡିଶା ଭାସ୍କର: ସିନେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଭାବରେ ଯାତ୍ରା ଆରମ୍ଭ କରିବା ପରେ ସୌନ୍ଦର୍ଯ୍ୟମୟୀ, ପ୍ରତିଭାଶାଳୀ ତଥା ଆକର୍ଷକ ଚେହେରାର ଅଧିକାରିଣୀ ତାପସୀ ପନ୍ନୁ ମାୟାନଗରୀ ମୁମ୍ବାଇରେ ପାଦ ଥାପିଥିଲେ । ମାତ୍ର,…
ପ୍ରଥମ ଥର ପାଇଁ ୨୫,୦୦୦ ପାର୍ ହେଲା ନିଫ୍ଟି; କୋଲ୍ ଇଣ୍ଡିଆ, ଓଏନ୍ଜିସି ଓ ଏନ୍ଟିପିସି ସେୟାରରେ ପ୍ରବଳ କ୍ରୟ
ମୁମ୍ୱାଇ: ଅଗଷ୍ଟ ମାସର ପ୍ରଥମ କାରବାର ଅଧିବେଶନ ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ପାଲଟିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୨୫,୦୦୦ ଅତିକ୍ରମ କରିବାରେ ସଫଳ…
Paris Olympics: ନୀରଜ ଚୋପ୍ରାଙ୍କ ଜାଭେଲିନ, କେତେ ଓଜନ ଅଟେ ଗୋଲଡେନ ବୟଙ୍କ ଭାଲା, ଜାଣନ୍ତୁ ତାହାର ଦାମ ଓ ସ୍ୱତନ୍ତ୍ରତା..
ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ନୀରଜ ଚୋପ୍ରାଙ୍କ ଆକ୍ସନ ଦେଖିବା ପାଇଁ ସାରା ଦେଶ ଚାତକ ପରି ଚାହିଁ ରହିଛି । ମାତ୍ର ତାଙ୍କର ଏହି ଆକ୍ସନ ପୂର୍ବରୁ ତାଙ୍କ ବିଷୟରେ ଅନେକ କିଛି ସର୍ଚ୍ଚ କରାଯାଉଛି ।…
ଭାରତୀୟ ସେନାର ମେଡିକାଲ ବିଭାଗରେ ପ୍ରଥମ ମହିଳା ଡିଜି ନିଯୁକ୍ତ: ଆଜିଠାରୁ ଦାୟିତ୍ୱ ଭାର ଗ୍ରହଣ, ଜାଣନ୍ତୁ ସେ କିଏ
ଓଡିଶା ଭାସ୍କର: ଭାରତୀୟ ସେନାର ମେଡିକାଲ ବିଭାଗର ଡିଜି ଭାବେ ନିଯୁକ୍ତି ହୋଇଛନ୍ତି ଲେଫ୍ଟନେଣ୍ଟ ଜେନେରାଲ୍ ସାଧନା ସକ୍ସେନା ନାୟର । ଏହି ପଦବୀରେ ସେ ପ୍ରଥମ ମହିଳା ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ଖବର…
Tubeless ନା Tube? ବାଇକରେ କେଉଁ ଟାୟାର ଲଗାଇଲେ ମିଳିବ ସବୁଠାରୁ ଅଧିକ ମାଇଲେଜ
ଓଡ଼ିଶା ଭାସ୍କର: ସାଧାରଣତଃ ଟ୍ୟୁବଲେସ ବାଇକ ଟାୟାର ଟ୍ୟୁବ ଯୁକ୍ତ ଠାରୁ ଅଧିକ ମହଙ୍ଗା ହୋଇଥାଏ । ଏହା ପଛରେ କିଛି କାରଣ ରହିଛି, ଯେପରି-ଟ୍ୟୁବଲେସ ଟାୟାର ନିର୍ମାଣ ପ୍ରକ୍ରିୟା ଏବଂ ଟେକନିକ ଜଟିଳତା ଅଧିକ ହୋଇଥାଏ ।…
‘ମହିଳାଙ୍କୁ ହାତ ଉଠାଇବା ସମୟରେ ଖରାପ ଲାଗିଲାନି’, ଶୁଣାଣି ସମୟରେ ବିଭବ କୁମାରଙ୍କୁ SCଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ହୋଇଥିବା ମାରପିଟ କରିବା ଅଭିଯୋଗରେ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଲା ନାହିଁ । ଏହି ମାମଲାର ଆଗାମୀ ଶୁଣାଣି…