
Browsing Category
ଦେଶ
(Video) ଫ୍ୟାନ ପଚାରିଲେ RCBକୁ ଆସିଯାଅ, ରୋହିତ ଶର୍ମା ଦେଲେ ଏହି ବଡ଼ ହିଣ୍ଟ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ବେଙ୍ଗଲୁରୁରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଏକ ଭିଡିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ମାତ୍ର ୮୫ ରନ କରି ଟେଷ୍ଟ ମ୍ୟାଚ ଜିତିଥିଲା ଏହି ଟିମ, ଜାଣନ୍ତୁ କାହା ନାମରେ ଅଛି ଏହି ୱାର୍ଲଡ ରେକର୍ଡ
ନୂଆଦିଲ୍ଲୀ: ଭାରତୀୟ ଟିମକୁ ବେଙ୍ଗଲୁରୁ ଟେଷ୍ଟ ଜିତିବା ଲାଗି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ଭାବେ ଖେଳିବା ଆବଶ୍ୟକ। ଭାରତ ପ୍ରଥମ ଇଂନିସରେ ୪୬ ରନରେ ଅଲଆଉଟ ହେବା ପରେ ଦ୍ୱିତୀୟ ଇଂନିସରେ ୪୬୨ ରନ କରି Kiwi ଟିମ…
ସ୍ଲିପର ବସ୍-ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୮ ଶିଶୁ ସମେତ ୧୧ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ସ୍ଲିପର ବସ୍ ଏବଂ ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୮ ଜଣ ଶିଶୁଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ନଂ ୧୧ରେ ଏହି…
Encounter: ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଜଣେ ଆତଙ୍କୀ ନିପାତ
encounter-in-uri-sector-of-jammu-and-kashmir-indian-army-killed-a-terrorist
ସୂଚନା ପ୍ରଯୁକ୍ତି ଶିଳ୍ପରେ ପୁଣି ଥରେ ନିଯୁକ୍ତି ଧାରା: ଜୁଲାଇରୁ ସେପ୍ଟେମ୍ବର ଭିତରେ ୧୭,୫୦୦ ନୂଆ କର୍ମଚାରୀଙ୍କୁ ଚାକିରି
ନୂଆଦିଲ୍ଲୀ: ମାନ୍ଦାବସ୍ଥା ଦେଇ ଗତି କରୁଥିବା ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପରେ ପୁଣି ଥରେ ନିଯୁକ୍ତି ଧାରା ଆରମ୍ଭ ହୋଇଛି। ପାଖାପାଖି ଦୁଇ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତିକୁ ଏଡ଼ାଉଥିବା ପ୍ରମୁଖ ଭାରତୀୟ ଆଇଟି…
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଭାଇ ଗିରଫ
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଭାଇ ଗୋପାଲ ଜୋଶୀଙ୍କୁ ଗିରଫ କରାଯାଇଛି । ଜଣେ ମହିଳାଙ୍କ ଠାରୁ ୨ କୋଟି ଠକେଇ ଅଭିଯୋଗରେ ଗୋପାଲଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଲୋକସଭା…
(Video) ସାଧୁତାର ଫଳ କ’ଣ ଏଇଆ! ୫୦୦ ଲାଞ୍ଚ ନ ଦେବାରୁ ପାସପୋର୍ଟର ବାରକୋଡ୍ ପେଜ୍ ଫାଡ଼ିଦେଲେ ପୋଷ୍ଟମ୍ୟାନ
ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡ଼ିଆରେ ଛୋଟ ବଡ଼ ଅନେକ ଘଟଣା କ୍ଷଣିକ ମଧ୍ୟରେ ଭାଇରାଲ ହୋଇଯାଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଲାଞ୍ଚକୁ ନେଇ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ପାସପୋର୍ଟ ଦେବା ପାଇଁ ଜଣେ ପୋଷ୍ଟମ୍ୟାନ…
‘କର୍ମଯୋଗୀ ସପ୍ତାହ’ – ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡ. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ 'କର୍ମଯୋଗୀ ସପ୍ତାହ' - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିଛନ୍ତି । ଉପସ୍ଥିତ ବ୍ୟକ୍ତିମାନଙ୍କୁ…
ମହଙ୍ଗା ହେବ ମଦ-ଜୋତା-ଘଡ଼ି, ସ୍ୱାସ୍ଥ୍ୟ ବୀମାରୁ ହଟିପାରେ GST ! ଶସ୍ତାରେ ମିଳିପାରେ ଏହିସବୁ ଜିନିଷ
ନୂଆଦିଲ୍ଲୀ: ଜିଏସଟି ଉପରେ ହୋଇଥିବା ଗ୍ରୁପ୍ ଅଫ୍ ମିନିଷ୍ଟର୍ସ(GOM) ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ ଟାକ୍ସ ରେଟ୍ ପରିବର୍ତ୍ତନ କରିବାକୁ ସୁପାରିଶ କରିଛି GOM ।…
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ: ନଭେମ୍ବର ମାସ ୧୩ ଓ ୨୦ ତାରିଖରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟିଂ ଅନୁଷ୍ଠିତ ହେବ । ଏହାପରେ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟ ବିଧାନସଭା ନିର୍ବାଚନ…