CHARIDHAM
Browsing Category

ଦେଶ

(Video) ଦାୟିତ୍ୱହୀନତାର ନଗ୍ନ ନମୂନା! ମେସ୍ ଖାଦ୍ୟରୁ ବାହାରିଲା ମୂଷା, ଉପାସରେ ରହିଲେ ୪୦୦ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆମକୁ ପ୍ରତ୍ୟେକ କ୍ଷେତ୍ରରେ ନିଜର ଦାୟିତ୍ୱ ସୁଚାରୁରୂପେ ପ୍ରତିପାଦନ କରିବା ନିହାତି ଆବଶ୍ୟକ । ଅନେକ ସମୟରେ ଜଣଙ୍କର ସାମାନ୍ୟ ଭୁଲ୍ ପାଇଁ ଅନ୍ୟମାନେ ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି । ବିଶେଷ କରି…

୫୫ତମ ଆଇଏଫ୍ଏଫ୍ଆଇ ପାଇଁ ଆରମ୍ଭ ହେଲା ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣ

ନୂଆଦିଲ୍ଲୀ : ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ୨୦୨୪ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣ ଆଜି ଠାରୁ ଆରମ୍ଭ ହେଉଛି। ଆପଣ ଜଣେ ଅଭିଜ୍ଞ ଚଳଚ୍ଚିତ୍ର ସମାଲୋଚକ ହୁଅନ୍ତୁ କିମ୍ବା କାହାଣୀ…

ଜରୁରୀକାଳୀନ ଅବତରଣ କଲା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକପ୍ଟର: ଯାଉଥିଲେ ପୁଣେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି । ଏହି ହେଲିକପ୍ଟରଟି ସିଏମ ସିନ୍ଦେଙ୍କ ପୈତୃକ ବାସସ୍ଥାନ ସାତାରା ଜିଲ୍ଲାର ଡେରାରୁ ପୁଣେକୁ ଉଡ଼ାଣ ଭରିଥିଲା । ସେହି…

୧୫୦୦ ଜମାକାରୀଙ୍କ ଜମା ରାଶି ନେଇ ପୋଷ୍ଟମାଷ୍ଟର ଫେରାର୍! ପୋଷ୍ଟ ଅଫିସରେ ଘୋ’-ଘା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ କୋଟି କୋଟି ଟଙ୍କାର ଠକେଇର ଏକ ଘଟଣା ସାମ୍ନାକୁ ଆସିଛି । ପୁଲିସ ସୂଚନା ଅନୁଯାୟୀ, ଜିଲ୍ଲାର ସିମ୍ଗଡ଼ୀ ସବ୍ ପୋଷ୍ଟ ଅଫିସରୁ ୧୫୦୦ରୁ ଅଧିକ ଆକାଉଣ୍ଟଧାରୀଙ୍କ ଜୀବନ…

ଅଯୋଧ୍ୟା ଦୀପୋତ୍ସବ; ଅନଲାଇନରେ କରିପାରିବେ ଦୀପଦାନ, ଘରକୁ ଆସିବ ରାମଲାଲାଙ୍କ ପ୍ରସାଦ

ନୂଆଦିଲ୍ଲୀ: ଗତ କିଛି ବର୍ଷରୁ ଦୀପାବଳି ଅବସରରେ ଅଯୋଧ୍ୟାର ସରୟୁ ନଦୀ ତଟରେ ‘ଦୀପୋତ୍ସବ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତବର୍ଷ ଅକ୍ଟୋବର ୩୦ ତାରିଖରେ(ଦୀପାବଳି ପୂର୍ବ ଦିନ) ଦୀପୋତ୍ସବ ଆୟୋଜନ କରାଯିବ । ଏହି…

‘ଡିଜିଟାଲ ଆରେଷ୍ଟ୍’କୁ କରୁଛନ୍ତି ଅସ୍ତ୍ର; ନିଜକୁ CBI କହି ମହିଳାଙ୍କଠୁ ଠକିନେଲେ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଏକ ଭୟଙ୍କର ଠକେଇର ଶିକାର ହୋଇଛନ୍ତି ଅହମ୍ମଦାବାଦର ନାରଣପୁରାର ଜଣେ ୨୭ ବର୍ଷୀୟା ଯୁବତୀ, ଯେଉଁଥିରେ ସାଇବର ଅପରାଧୀମାନେ ସିବିଆଇ ପରିଚୟ ଦେଇ ତାଙ୍କୁ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମହିଳା ହେମାଲି…

Flipkartରେ ହେବ ଦୀପାବଳି ସେଲ୍: ୮୦-୯୦ ପ୍ରତିଶତ ପର୍ଯ୍ୟନ୍ତ ମିଳିବ ରିହାତି, କେବେ ମିଳିବ ଅଫର?

ଓଡ଼ିଶା ଭାସ୍କର: ଦୁର୍ଗାପୂଜା ପାଇଁ ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରେ ଅଫର ଶେଷ ହୋଇଛି । ଆଗକୁ ଦୀପାବଳି ଥିବା ବେଳେ ବର୍ତ୍ତମାନ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଦମଦାର ଅଫର । ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ…

ବିହାରରେ ଆରଜେଡିକୁ ସାଙ୍ଗରେ ନେବାକୁ ଜେଏମଏମ ଅନିଚ୍ଛୁକ, କଣ କରିବ କଂଗ୍ରେସ?

ମୁମ୍ବାଇ: ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ବିଭିନ୍ନ ସହଯୋଗୀ ଦଳ ସହ ଆସନ ଭାଗବଣ୍ଟାକୁ ନେଇ ଚାଲିଛି ଅଙ୍କକଷା । ମହାରାଷ୍ଟ୍ରରେ ମୋଟ ୨୮୮ ସିଟ ରହିଛି । ମୁଖ୍ୟ ବିରୋଧୀ…

(Video) ସରଦ ପାୱାରଙ୍କ ନାଁରେ ସଂଗୀନ ଅଭିଯୋଗ, ଦାଉଦ ସହ ଦୁବାଇରେ ଭେଟିଥିଲେ

ମୁମ୍ବାଇ: ବଞ୍ଚିତ ବହୁଜନ ଅଘାଡି (ଭିବିଏ) ସଭାପତି ପ୍ରକାଶ ଆମ୍ବେଦକର ଏନସିପି ମୁଖିଆଙ୍କ ବିରୋଧରେ ଆଣିଛନ୍ତି ବଡ ଅଭିଯୋଗ । ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସହ ଏନସିପି ମୁଖିଆଙ୍କ ରହିଛି…

ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲା; ୩୫କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

ପାଟନା: ବିହାରର ସିୱାନ ଓ ସାରଣ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ମାମଲା, ୩୫କୁ ବୃଦ୍ଧି ପାଇଲା ମୃତଙ୍କ ସଂଖ୍ୟା । ସିୱାନ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୮ ରହିଛି। ସିୱାନରେ ବିଷାକ୍ତ ମଦ ପିଇ ୭୯ ଜଣ ଙ୍କୁ ହସ୍ପିଟାଲରେ…