fbpx
Browsing Category

ଖବର

ମେଘା ବାଘୁଣୀର ଏକ ବର୍ଷର ଶାବକ ବିବେକର ମୃତ୍ୟୁ, ୨୬କୁ ହ୍ରାସ ନନ୍ଦନକାନନରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର(ଖ) ଖୁଆଡରେ ରହୁଥିବା ନାଲି ବାଘୁଣି ମେଘାର ଗର୍ଭରୁ ଜନ୍ମିତ ଏକ ବର୍ଷର ବାଘ ଶାବକ ଅସୁସ୍ଥ ହୋଇ ଚିକିତ୍ସା ଜାରି ରହିଥିବାବେଳେ ମଙ୍ଗଳବାର ସଂଧ୍ୟାରେ…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ୨୦୨୫ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାଗ ନେବେ ୨୦ ଦଳ, ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ଏତିକିଟା ଟିମ୍‌

ଦୁବାଇ: ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଟି-ଟ୍ୱେଣ୍ଟି (ପୁରୁଷ) ବିଶ୍ୱକପ୍‌ରେ ଭାଗ ନେବେ ୨୦ ଦଳ । ଏମାନଙ୍କ ମଧ୍ୟରୁ ୧୨ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ବୋଲି ଅନୁଷ୍ଠିତ ଆଇସିସି ବୈଠକରେ ଏହି ନିଷ୍ପତ୍ତି…

ଭାରତରେ ଏମ୍‌ଜି ମୋଟର୍‌ର ହେବ ଦ୍ୱିତୀୟ କାରଖାନା ସ୍ଥାପନ ନେଇ ଯୋଜନା, ୪୮୦୦ କୋଟିର ନିବେଶ କରିବ କମ୍ପାନି

ନୂଆଦିଲ୍ଲୀ: ଏମ୍‌ଜି ମୋଟର ଭାରତରେ ୪୮୦୦ କୋଟି ଟଙ୍କା ନିବେଶରେ ଦ୍ୱିତୀୟ କାର ନିର୍ମାଣ ୟୁନିଟ ସ୍ଥାପନ ଯୋଜନା ରଖିଛି । ଏଥିପାଇଁ କମ୍ପାନି ଏକାଧିକ ରାଜ୍ୟ ସହ କଥାବାର୍ତ୍ତା ଚଳାଇଛି । ଜୁନ୍‌ରେ କାରଖାନା ସ୍ଥାପନ ନେଇ…

ସୁନାର ଲଙ୍କାରେ ଆର୍ଥିକ ସଂକଟ: ନିଜକୁ ଦେବାଳିଆ ଘୋଷଣା କଲେ ଶ୍ରୀଲଙ୍କା ସରକାର

କଲମ୍ବୋ: ଦିନକୁ ଦିନ ଶ୍ରୀଲଙ୍କାରେ ଘନେଇବାରେ ଲାଗିଛି ଆର୍ଥିକ ସଂକଟ । ଋଣ ବୋଝରେ ସାରା ଦେଶ ଉବୁଟୁବୁ । ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ସୃଷ୍ଟି ହୋଇଛି ହାହାକାର ସ୍ଥିତି । ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି ।…

ଟ୍ରାକ୍ଟର୍‌ରେ ପଡୁଛି ପିଡିଏସ୍‌ କିରାସିନି ! ହିତାଧିକାରୀଙ୍କୁ ପାଖରେ ପହଁଞ୍ଚୁନି, ଯୋଗାଣ ଅଧିକାରୀ ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି…

ସଇଁନ୍ତଲା, (ଭାସ୍କର ନ୍ୟୁଜ୍‌): ଖାଉଟି ପାଇଁ ଆସୁଥିବା ପିଡ଼ିଏସ ସାମଗ୍ରୀ ଠିକ ଭାବେ ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଯୋଗାଣ ସହାୟକମାନେ ପିଡିଏସ୍‌ ସାମଗ୍ରୀକୁ ଖାଉଟିଙ୍କୁ ଦୁଇ ମାସରେ ଥରେ ଦେଉଛନ୍ତି । ଯାହା…

୭୪ବର୍ଷରେ ପାଦ ଥାପିଲା ରାଜଧାନୀ, ୩ ଦିନି ଧରି ପାଳନ ହେବ ଉତ୍ସବ: ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ୭୪ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର।  ୩ ଦିନି ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ଏହି ଅବସରରେ ବୁଧବାର ପୂର୍ବାହ୍ନ ୮ଟା ସମୟରେ ରାଜଧାନୀ ଶିଳାନ୍ୟାସ ଫଳକ…

(Video) ଭାରି ପଡ଼ିଲା କର୍ମଚାରୀଙ୍କୁ ଗୁଡ୍ ଗାର୍ଲ କହି ନିକଟତର ହେବା: କୋର୍ଟରେ କେସ୍ କରିଦେଲେ ମହିଳା

ବାରମ୍ବାର ଅଫିସରେ ମହିଳା କର୍ମଚାରୀଙ୍କୁ ଗୁଡ୍ ଗାର୍ଲ କହିବା ଓ ଅନୁମତି ବିନା ଅତି ନିକଟତର ହେବା ଜଣେ ବସଙ୍କ ପାଇଁ ଭାରି ପଡ଼ିଛି । ମହିଳା ଜଣକ ବସଙ୍କ ବିରୋଧରେ କୋର୍ଟ କେସ କରିଛନ୍ତି । ଆଉ ବ୍ରିଟିସ କୋର୍ଟ ମହିଳାଙ୍କ…

ପୁଣି ଗୃହବନ୍ଦି ହେଲେ ମେହବୁବା ମୁଫତି, କାଶ୍ମୀର ପଣ୍ଡିତଙ୍କ ହାଲଚାଲ ବୁଝିବାକୁ ଯାଉଥିଲେ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ପୁଣି ତାଙ୍କ ବାସଭବନରେ ନଜର ବନ୍ଦୀ କରାଯାଇଛି । ସୂଚନା ଅନୁସାରେ ଶୋପିଆନ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା କାଶ୍ମୀର…

ବିଜୁ ଯୁବ ସଶକ୍ତୀକରଣ ଯୋଜନା: ମେଧାବୀ ଛାତ୍ରଙ୍କୁ ମିଳିବ ମାଗଣା ଲାପଟପ୍, ଏମିତି କରନ୍ତୁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଜୁ ଯୁବ ସଶକ୍ତୀକରଣ ଯୋଜନା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି । ଗରବି ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଅଧୀନରେ ଲାପଟପ୍…

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ: ପରୀକ୍ଷାରେ ପାଶ୍ ହେବା ପାଇଁ ମୋତେ କିଛି ଦେବାକୁ ପଡିବ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଛାତ୍ରୀଙ୍କୁ ଅସଦାଚରଣ ନେଇ ଆସିଲା ଅଭିଯୋଗ । ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାଶିତ ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଅସଦାଚରଣ ନେଇ…