fbpx
Browsing Category

ଖବର

ଲଦାଖରେ ନିର୍ମାଣ ହେବ ଆଷ୍ଟ୍ରୋଟର୍ଫ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ ଓ ଓପନ୍‌ ସିନ୍ଥେଟିକ ଟ୍ରାକ୍‌ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଖୁବଶୀଘ୍ର ଓପନ ସିନ୍ଥେଟ୍ରିକ ଟ୍ରାକ୍‌ ଓ ଆଷ୍ଟ୍ରୋଟର୍ଫ ଫୁଟବଲ ଷ୍ଟାଡିୟମ ନିର୍ମାଣ କରାଯିବ । ଲଦାଖର ୧୧,୦୦୦ ଫୁଟ…

କିଶୋରଙ୍କୁ ଟିକାକରଣ: ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର

କିଶୋରଙ୍କ ଟିକାକରଣ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ସରକାର । ଗୁରୁବାର ୧୫ ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୦୫,…

ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ: ଆଜି ୯ ହଜାର ତଳେ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ସଟର ତାଲା ଭାଙ୍ଗି ମୋବାଇଲ୍‌ ଦୋକାନରୁ ଚୋରି, ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ ନେଇ ଗଲେ ଦୁର୍ବୃତ୍ତ: ପୋଲିସର ତନାଘନା ଜାରି

ଯୋଡା (ଭାସ୍କର ନ୍ୟୁଜ୍‌): ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅନ୍ତର୍ଗତ ବିଲେଇପଦା ହାଟବଜାର ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ ଧରଣର ଚୋରି ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରିରେ ଦୋକାନ ସଟରର ତାଲା ଭାଙ୍ଗି…

ରୋହିତ ଶର୍ମାଙ୍କୁ ସବୁ ଫର୍ମାଟର ଅଧିନାୟକ କରାଯିବା ଉଚିତ: ଗମ୍ଭୀର

ନୂଆଦିଲ୍ଲୀ: ବିରାଟ କୋହଲି ନିକଟରେ ଟେଷ୍ଟ ଅଧିନାୟକ ପଦରୁ ଓହରି ଯିବା ପରେ ତାଙ୍କ ସ୍ଥାନରେ ଅନ୍ୟ କେଉଁ ଖେଳାଳିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ,ସେ ନେଇ ବିଚାର ବିମର୍ଷ ଚାଲିଛି । ଏହି ଦୌଡରେ କେଏଲ…

ବାୟୋ-ବବଲକୁ ଭେଦ କରି ପଶିଲା କରୋନା: ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ଦୁଇ ଖେଳାଳିଙ୍କୁ କୋଭିଡ ପଜିଟିଭ, ଚାଲିଛି ଚିକିତ୍ସା

ମୁମ୍ବାଇ: ଭାରତୀୟ ସିନିୟର ଜାତୀୟ ମହିଳା ଫୁଟବଲ ଦଳର ଦୁଇ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏଏଫସି ମହିଳା ଏସିଆନ କପ ଖେଳିବା ପାଇଁ ଭାରତୀୟ ଦଳ ସୁରକ୍ଷିତ ବାୟୋ - ବବଲ ମଧ୍ୟରେ…

୩ହଜାର ଫୁଟ ଉଚ୍ଚରେ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଲା ଦୁଇ ଇଣ୍ଡିଗୋ ବିମାନ, ଅଳ୍ପକେ ବର୍ତ୍ତିଲେ ୪୨୬ ଯାତ୍ରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ବିମାନ ୬ଇ-୨୪୬ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏଥିରେ ୨୩୮ ଯାତ୍ରୀଙ୍କ ସହ ୬ଜଣ କ୍ରିୟୁ ମେମ୍ବର ଥିଲେ । ମିଳିଥିବା ସୂଚନାନୁଯାୟୀ, ଘଟଣାଟି ଗତ…

ସ୍ୱଳ୍ପ ନିବେଶରେ ଆରମ୍ଭ କରନ୍ତୁ ବ୍ୟବସାୟ: ମାସକୁ ଆୟ କରିବେ ଲକ୍ଷେ ଟଙ୍କା

ନୂଆଦିଲ୍ଳୀ: ଯଦି ଆପଣ ଚାକିରି କରିବା ପାଇଁ ଆଗ୍ରହୀ ନାହାନ୍ତି ତେବେ ଆପଣଙ୍କ ପାଇଁ ଖୁଶି ଖବର । କୃଷି କ୍ଷେତ୍ର ସହିତ ଜଡିତ ନଥିବା ଅଥବା କୌଣସି ଋତୁ ସହିତ ଜଡିତ ନଥିବା ବ୍ୟବସାୟ ଆପଣ କରିପାରିବେ । ଏହି ବ୍ୟବସାୟରେ…

ଡରାଇଲାଣି କରୋନା: ଦେଶରେ ଆକ୍ଟିଭ୍ କେସ୍ ୧୫ ଲକ୍ଷ ପାର୍, ଦିନକରେ ବାହାରିଲେ ୨.୭ ଲକ୍ଷ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୭ହଜାର ଡେଇଁଲା

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୫ ଲକ୍ଷ ପାର୍ କରିଛି । ସକ୍ରିୟ ମାମଲା ବା ଆକ୍ଟିଭ୍ କେସ୍ ୧୫ ଲକ୍ଷ ୫୦ ହଜାଅର ୩୭୭…

ହାଇପ୍ରୋଫାଇଲ୍‌ ଠକକୁ ଗିରଫ କଲା କମିଶନରେଟ୍‌ ପୋଲିସ୍‌, କମ୍‌ ଦିନରେ ଟଙ୍କା ଡବଲ ଥୋପ ଦେଖାଇ ୪ କୋଟିରୁ ଅଧିକ ଟଙ୍କା ଠକେଇ

ଭୁବନେଶ୍ୱର (ଭାସ୍କର  ନ୍ୟୁଜ୍‌):କମ୍‌ ଦିନରେ ଅଧିକ ସୁଧ ଦେବାକୁ କହି ୪ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ୍‌ ହାଇପ୍ରୋଫାଇଲ୍‌ ଠକ ପ୍ରଭାକର ଜେନାକୁ ସାମନ୍ତରାପୁରରୁ ଗିରଫ କରିଛି…