fbpx
Browsing Category

ଖବର

ହାଇପ୍ରୋଫାଇଲ୍‌ ଠକକୁ ଗିରଫ କଲା କମିଶନରେଟ୍‌ ପୋଲିସ୍‌, କମ୍‌ ଦିନରେ ଟଙ୍କା ଡବଲ ଥୋପ ଦେଖାଇ ୪ କୋଟିରୁ ଅଧିକ ଟଙ୍କା ଠକେଇ

ଭୁବନେଶ୍ୱର (ଭାସ୍କର  ନ୍ୟୁଜ୍‌):କମ୍‌ ଦିନରେ ଅଧିକ ସୁଧ ଦେବାକୁ କହି ୪ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ୍‌ ହାଇପ୍ରୋଫାଇଲ୍‌ ଠକ ପ୍ରଭାକର ଜେନାକୁ ସାମନ୍ତରାପୁରରୁ ଗିରଫ କରିଛି…

ବିଶ୍ୱର କଲ୍ୟାଣ ପାଇଁ ଭକ୍ତଙ୍କ ପୁରୀ ଯାତ୍ରା: ରାଜସ୍ଥାନରୁ ଦଣ୍ଡବତ ହୋଇ ଆସୁଛନ୍ତି ଏହି ଭକ୍ତ: ଦେଖନ୍ତୁ ଭିଡିଓ…

ବର୍ତ୍ତମାନ ଦୁନିଆରେ ସମସ୍ତେ ନିଜ ତଥା ନିଜ ପରିବାରର ମଙ୍ଗଳ କାମନା କରି ପ୍ରଭୁଙ୍କ ଆରାଧନା କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭକ୍ତ ଙ୍କୁ ଦେଖାଉଛୁ ଯେ କି ନିଜ ପାଇଁ ନୁହେ ବଂର ସଂସାର ତଥା ଜଗତ…

(Video) ଯାତ୍ରୀବାହୀ ବସକୁ ଠେଲିନେଲା ହାତୀ: ଭୟଭୀତ ହୋଇପଡ଼ିଲେ ବସଯାତ୍ରୀ; ଦେଖନ୍ତୁ ଭାଇରାଲ୍ ଭିଡିଓ…

ଅନେକ ସମୟରେ ହାତୀଙ୍କ ଉପଦ୍ରବକୁ ନେଇ ଖବର ସାମ୍ନାକୁ ଆସୁଛି । ହାତୀଙ୍କ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ସହ ମଣିଷର ଜୀବନ ମଧ୍ୟ ଯାଉଛି । ଏହାରି ମଧ୍ୟରେ ହାତୀଙ୍କ ଉପଦ୍ରବକୁ ନେଇ ମୟୁରଭଞ୍ଜରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା…

‘ହାଏ ଚକା ଚକ୍‌…’ଗୀତରେ ଠୁମୁକା ଲଗାଇଲେ ୬୩ ବର୍ଷୀୟା ଦାଦି, ଫିକା ପଡ଼ିଲା ଅଭିନେତ୍ରୀ ସାରାଙ୍କ ଡ୍ୟାନ୍ସ, ସୋସିଆଲ ମିଡିଆରେ ଭାଇରାଲ…

ମୁମ୍ବାଇ (ଭାସ୍କର ନ୍ୟୁଜ୍):  ବୟସ ୬୩ ବର୍ଷ କିନ୍ତୁ ଜୋସ୍‌ ୨୩ ବର୍ଷ । କୌଣସି ୟଙ୍ଗ ହିରୋଇନ୍‌ଙ୍କ ଠାରୁ ସେ କମ୍‌ ନୁହନ୍ତି । ତାଙ୍କ ଡ୍ୟାନ୍ସ ଆଉ ତାଙ୍କ ଅନ୍ଦାଜ ଅଭିନେତ୍ରୀଙ୍କୁ ଭାରି ପଡିଛି । ଫିଲ୍ମ ‘ଅତରଙ୍ଗୀ…

ନିର୍ବାଚନ ଉପରେ କରାେନାର କଳା ବାଦଲ, ୫ ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ନିର୍ବାଚନ କମିଶନ ଗୁରବାର ୫ ରାଜ୍ୟର କୋଭିଡ ପରିସ୍ଥିତିକୁ ସମୀକ୍ଷା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହାସହ କମିଶନ କେନ୍ଦ୍ରୀୟ ଗୃହ…

ଶନିବାରଠୁ ୩ ଦିନ ଯାଏଁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ, ନୂଆବର୍ଷରେ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଭଦ୍ରକ, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ପର୍ବ ଜୋର ଧରିଥିବାବେଳେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୩…

ଅଷ୍ଟ୍ରେଲିଆରେ ପ୍ରାଣ ହରାଇଲେ ପ୍ରଥମ Omicron ଆକ୍ରାନ୍ତ: ବଢିଲା ସଙ୍କଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ସାରା ବିଶ୍ୱ ଚିନ୍ତାରେ । ସମସ୍ତ ପ୍ରକାର କଟକଣା ସତ୍ତ୍ୱେ ଦେଶରେ ଓମିକ୍ରନ ପଶି ବିଭିନ୍ନ ରାଜ୍ୟରେ ତା’ର କାୟା…

ଚାଲିଗଲେ ନୋବେଲ ଶାନ୍ତି ବିଜେତା ଡେସମଣ୍ଡ ଟୁଟୁ, ମୃତ୍ୟୁ ବେଳକୁ ହୋଇଥିଲା ୯୦ ବର୍ଷ

ଜୋହାନ୍ସବର୍ଗ: ଆଉ ନାହାନ୍ତି ନୋବେଲ ଶାନ୍ତି ବିଜେତା ତଥା ମହାନ ସାମାଜିକ କର୍ମୀ ଡେସମଣ୍ଡ ଟୁଟୁ । ରବିବାର ଦିନ ଦକ୍ଷିଣ ଆଫ୍ରିକାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ…

ମୁଁ ଏବେ ବି ସୁମିତଙ୍କୁ ଭଲ ପାଉଛି, ସେ ମୋ ପାଖକୁ ଫେରିଆସନ୍ତୁ: ତପସ୍ୱିନୀ କାନ୍ଦି କାନ୍ଦି କ’ଣ କହୁଛନ୍ତି ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଘଟଣା ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ମାମଲାର ଅନ୍ତ ଘଟୁନାହିଁ । ଦିନକୁ ଦିନ ନୂଆ ନୂଆ ଅଡ଼ୁଆ ସୁତାର ଖିଅ ଲମ୍ବିବାରେ ଲାଗିଛି । ଗୋଟିଏ ପଟେ…