CHARIDHAM
Browsing Category

ଖବର

AI ପ୍ରେମରେ ପାଗଳ 75 ବର୍ଷୀୟ ବୃଦ୍ଧ; ସ୍ତ୍ରୀଠୁ ମାଗିଲେ ଛାଡ଼ପତ୍ର, ଶେଷରେ ପ୍ରେମିକାର ସତ ଜାଣି ଉଡ଼ିଗଲା ହୋସ୍

ନୂଆଦିଲ୍ଲୀ: ଗତ କିଛି ମାସ ଧରି, ଅଫିସ୍ ଠାରୁ ଘର, ସବୁଠି ଚର୍ଚ୍ଚାରେ କୃତ୍ରିମ ବୁଦ୍ଧିମତ୍ତା (AI) । ଏବେ କିନ୍ତୁ ଏହା ଲୋକଙ୍କ ବ୍ୟକ୍ତିଗତ ଜୀବନରେ ଏଣ୍ଟ୍ରି କରି ସାରିଛି। ଏବେ ଚୀନ୍‌ରୁ ଏକ ଅଜବ ଖବର ସମସ୍ତଙ୍କୁ…

ବିଜେଡି ସାଂସଦଙ୍କୁ ବଳାତ୍କାର ଧମକ ଦେଲେ ମହିନ୍ଦ୍ରା ଗ୍ରୁପ୍ କର୍ମଚାରୀ, କମ୍ପାନୀ ନେଲା ଏହି ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବିଜେଡି ସାଂସଦ ସୁଲତା ଦେଓଙ୍କ ସହ ଦୁର୍ବ୍ୟବହାର କରିବା ଏବଂ ସୋସିଆଲ ମିଡିଆରେ ତାଙ୍କୁ ବଳାତ୍କାର ଏବଂ ହତ୍ୟା ଧମକ ଦେବା ପାଇଁ ମହିନ୍ଦ୍ରା ଗ୍ରୁପର ଜଣେ କର୍ମଚାରୀଙ୍କୁ ବହୁତ ମୂଲ୍ୟ ଦେବାକୁ ପଡିଲା।…

ଗୋଟିଏ ନୁହେଁ ଏକାଧିକ ବଡ଼ ବଡ଼ ରୋଗର ମହୌଷଧି ଏହି ଡାଲି ପାଣି, କେମିତି କରିବେ ବ୍ୟବହାର ଜାଣନ୍ତୁ….

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଫ୍ୟାଟି ଲିଭର ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହା ସହ ଆଜିକାଲି ପ୍ରାୟତଃ ଲୋକଙ୍କର ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳୁଛି। ଏହାର ଏକ…

ସାବଧାନ! ଆପଣଙ୍କ ଛୁଆକୁ ବି ଦେଉଛନ୍ତି କି କ୍ରିମ ବିସ୍କୁଟ? ଜାଣନ୍ତୁ ସ୍ବାସ୍ଥ୍ୟ ପ୍ରତି କେତେ ବିପଦ

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ସାଦା ବିସ୍କୁଟ ଖାଇବାକୁ ପସନ୍ଦ କରନ୍ତି ନାହିଁ, ସେମାନେ କ୍ରିମରେ ଭର୍ତ୍ତି ବିସ୍କୁଟ ପସନ୍ଦ କରନ୍ତି । ବଜାରରେ ବିଭିନ୍ନ ସ୍ୱାଦରରେ କ୍ରିମ ବିସ୍କୁଟ ଉପଲବ୍ଧ । କିନ୍ତୁ ଏହି…

ମଣିଷଖିଆ କୁମ୍ଭୀର: ଦିନ ଦ୍ବିପ୍ରହରେ ଲୋକଙ୍କ ଆଗରେ ବୃଦ୍ଧଙ୍କୁ ଟାଣିନେଲା

କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲାର ଆଳି ବ୍ଲକ ଅନ୍ତର୍ଗତ ମାଳତିପାଟଣା ଗାଁ ପାଖରେ ଗାଈ ଚରାଉଥିବା ବେଳେ ଅଘଟଣ । ଜଣେ ବୃଦ୍ଧ ଗାଈ ଚରାଉଥିବା ସମୟରେ କୁମ୍ଭୀର…

Heavy Rain Alert: ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ; ଆସନ୍ତାକାଲି ପ୍ରବଳ ବର୍ଷିବ, 11 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ। 24 ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ 11 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ…

Asia Cup 2025: ହାୟେରେ ଭାଗ୍ୟ! ଏହି 5 ଜଣ ଖେଳାଳିଙ୍କ ସହିତ ହେଲା ଅନ୍ୟାୟ, ଦମଦାର ପ୍ରଦର୍ଶନ ସତ୍ତ୍ୱେ ଏସିଆ କପରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତ ଟିମ୍ ଘୋଷଣା କରିଛି । ୯ ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କୁ ଭାରତର ୧୫ ଜଣିଆ ଟି-୨୦ ଦଳର ଉପ-ଅଧିନାୟକ କରାଯାଇଛି,…

କେବେ ଏବଂ କାହାକୁ ବିବାହ କରିବା ଉଚିତ? ଜୟା କିଶୋରୀ କହିଦେଲେ ଏହି ବଡ଼ କଥା…

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ପ୍ରବଚକ ଏବଂ ମୋଟିଭେସନାଲ ସ୍ପିକର ଜୟା କିଶୋରୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ (JayaKishori Motivation) ରେ ଏକ ଭିଡିଓ ସେୟାର କରି ବିବାହ ଉପରେ ଏକ ବଡ଼ କଥା କହିଛନ୍ତି । କେବେ…

ମନୁ ଭାକର ଜିତିଲେ ଡବଲ୍ ବ୍ରୋଞ୍ଜ, Asian Shooting Championship 2025ରେ କଲେ କମାଲ୍

ନୂଆଦିଲ୍ଲୀ: ଆଜି କାଜାଖସ୍ତାନର ସିମକେଣ୍ଟରେ ଅନୁଷ୍ଠିତ ଏସୀୟନ ସୁଟିଂ ଚାମ୍ପିଅନସିପ୍ ୨୦୨୫ରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଷ୍ଟାର ମହିଳା ସୁଟର ମାନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ୧୦ ମିଟର…

ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ, ଜୋତା ଏବଂ ପରିଚୟପତ୍ର; ପ୍ରତି ପିଲା ପିଛା ଖର୍ଚ୍ଚ ୧୦୦୦

ଭୁବନେଶ୍ବର: ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ସ୍କୁଲ ପୋଷାକ । ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ବି ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଓସେପାର ଚିଠି । ପ୍ରତି…